Latest Odisha News

BREAKING NEWS

Browsing Category

ଓଡିଶା

Odisha

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ; ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବିଏନପିଏମ ଅଧିକାରୀ

ବାଲେଶ୍ୱର: ଓଡ଼ିଶାରେ ହେବ ବ୍ୟାଙ୍କ ନୋଟ୍ କାଗଜ କଳ । ବ୍ୟାଙ୍କ ନୋଟ୍ ପେପର ମିଲ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏସ. ଥଲିକେରାପ୍ପା  ବୁଧବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ବାଲେଶ୍ୱରରେ ହେବାକୁ ଥିବା ଏହି ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା…

ଗୃହରେ SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ, ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ

ଭୁବନେଶ୍ୱର: ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ସର୍ବଦଳୀୟ ବୈଠକରେ ବାହାରିପାରିଲାନି କୌଣସି ନିଷ୍କର୍ସ । ଶେଷରେ ୪ ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବିଧାନସଭାରେ ଆଜି ଚିତ୍ରକୋଣ୍ଡା SDPO ଅଂଶୁମାନ ଦ୍ବିବେଦୀଙ୍କ ଗୁଣ୍ଡାରାଜ ପ୍ରସଙ୍ଗ ଉଠିଥିଲା । ଉଭୟ ବିରୋଧୀ ବିଜେପି…

୧୫ ଲକ୍ଷରୁ ଅଧିକ ଟଙ୍କାର ଜାଲ୍ ନୋଟ୍ ଜବତ, ୨ ଗିରଫ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି ଜାଲ୍ ନୋଟ୍ କାରବାର । ପେଣ୍ଠସ୍ଥଳୀ ପାଲଟିଛି ପଶ୍ଚିମ ଓଡ଼ିଶା । ବରଗଡ଼ ପରେ ସମ୍ବଲପୁରରୁ ଜବତ ହୋଇଛି ବିପୁଳ ପରିମାଣର ନକଲି ନୋଟ୍ । ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ୍ ୧୫ ଲକ୍ଷ ୧୨ ହଜାର ୫୦୦ ଟଙ୍କାର ନକଲି ଜାଲ୍ ନୋଟ୍ ଜବତ କରିଛି । ମାମଲାରେ ୨ ଜଣଙ୍କୁ…

ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ବ୍ଲକ କନିଷ୍ଠ ଯନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକର କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଟଙ୍କା ସହ କନିଷ୍ଠ ଯନ୍ତ୍ରୀ ସଂଘମିତ୍ରା ସାହୁଙ୍କୁ ଧରିଛି ଭିଜିଲାନ୍ସ । ଜଣେ ଠିକାଦାରାଙ୍କ ବକେୟା ବିଲ୍ ପାସ୍ ପାଇଁ ଲାଞ୍ଚ ମାଗିଥିଲେ କନିଷ୍ଠ ଯନ୍ତ୍ରୀ ।…

ମହିଳାଙ୍କ ଉପରକୁ ଏସିଡ ମାଡ଼

କଟକ: ଆଜି ଭୋରରୁ କଟକ ଜିଲ୍ଲା ତିଗିରିଆ ଥାନା ନୂଆପାଟଣାରେ ଘଟିଛି ଅଭାବନୀୟ ଘଟଣା । ଜଣେ ମହିଳାଙ୍କ ଉପରକୁ ଏସିଡ ମାଡ ହୋଇଛି ।  ଗୁରୁତର ମହିଳାଜଣକ ହେଲେ  ୩୬ ବର୍ଷୀୟା ରୀନା ସାହୁ । ଏସିଡ ଆକ୍ରମଣ କରିଥିବା ଦୁର୍ବୃତ୍ତ ତାଙ୍କ ଘରେ ଲୁଟପାଟ କରିଥିବା ଅଭିଯୋଗ ଆଣିଛନ୍ତି ରୀନା । ତାଙ୍କ…

ପ୍ରଭୁ ବୁଦ୍ଧଙ୍କ ବାଣୀକୁ ପ୍ରଧାନମନ୍ତ୍ରୀ ମନେ ପକାଇଲେ

ଆଷାଢ଼  ପୂର୍ଣ୍ଣିମା ଅବସରରେ ପ୍ରଭୁ ବୁଦ୍ଧଙ୍କ ଉତ୍ତମ ଶିକ୍ଷାକୁ ପ୍ରଧାନମନ୍ତ୍ରୀ ମନେ ପକାଇ ଦେଶବାଶୀଙ୍କୁ ଶୁଭେଚ୍ଛା ବାର୍ତା ପ୍ରଦାନ କରିଛନ୍ତି । ଆଷାଢ଼ ପୂର୍ଣ୍ଣିମା  ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ  ଭଗବାନ ବୁଦ୍ଧଙ୍କ ବାଣୀ,…

ପୁଣି ବଢ଼ିଲା କରୋନା, ସତର୍କ ହେବା ଜରୁରୀ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । କମିବାର ନା ଧରୁନି । ଦିନକୁ ଦିନ ଶହେ ଶହେରେ  ସଂକ୍ରମଣ ବଢ଼ିବାରେ ଲାଗିଛି ।  https://twitter.com/IPR_Odisha/status/1547060423614091266 ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୩ ଜଣ କରୋନା ପଜିଟିଭ୍ ଚିହ୍ନଟ…

ମହାପ୍ରଭୁ ହେଲେ ନୀଳାଦ୍ରି ବିଜେ

ପୁରୀ: ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କର ନିଳାଦ୍ରୀ ବିଜେ ନୀତି। ନବଦିନାତ୍ମକ ଯାତ୍ରା ଶେଷ କରି ନୀଳକନ୍ଦରକୁ ବାହୁଡି ଯାଇଛନ୍ତି ନିଳାଦ୍ରୀ ନାଥ। ନିର୍ଦ୍ଧାରିତ ସମୟ ଅନୁଯାଇ ସନ୍ଧ୍ୟା ୬ ଟାରେ ପହଣ୍ଡି ଆରମ୍ଭ ହୋଇଥିଲା।ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିଛନ୍ତି…

ଏଟିଏମ ଟଙ୍କା ଗାଡ଼ି ସହ ଫେରାର୍ ମାମଲାରେ ଡ୍ରାଇଭର ସହ ଆଉ ୪ ଜଣ ଗିରଫ

ନୂଆପଡ଼ା: ଏଟିଏମ୍ ଟଙ୍କା ଗାଡ଼ି ନେଇ ଫେରାର୍ ଘଟଣାର ପର୍ଦ୍ଦାଫାସ୍ କରିଛି ଖଡ଼ିଆଳ ପୋଲିସ । ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସହ ଆଉ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ଠାରୁ ୫୫ ଲକ୍ଷ ୭୬ ହଜାର ୬୫୦ ଟଙ୍କା ଜବତ କରାଯାଇଛି । ଲୁଟରେ ବ୍ୟବହୃତ କାର, ଅଟୋରିକ୍ସା, ବାଇକ୍ ସହ…

ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ

ଗୋଳାମୁଣ୍ଡା: ବାଇକରେ ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଲେ ଦୁଇ ଯୁବକ । କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ପୋଲିସ ଦ୍ୱାରା ଉଦେଶୃଙ୍ଗରୁ ୬ କିଲୋ ୫୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଓଡି ୦୩ କ୍ୟୁ ୫୮୯୮ ନମ୍ବର ବିଶିଷ୍ଟ ଲାଲ୍ ରଙ୍ଗର ହୋଣ୍ଡା ବାଇକରେ ଦୁଇ ଜଣ ଯୁବକ ଗଞ୍ଜେଇ ଚାଲାଣ ବେଳେ…