Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଦେବଦୂତ ସାଜିଲେ ଦୁଇ ଓଡ଼ିଆ ଝିଅ : ମୃତ୍ୟୁ ମୁଖରୁ ୪ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ

ରାୟଗଡ଼ା:  ଦୁଇ ଓଡ଼ିଆ ଝିଅଙ୍କ ସାହସିକତା । ପର୍ଯ୍ୟଟକଙ୍କୁ ମୃତ୍ୟୁମୁହଁରୁ ବଞ୍ଚାଇ ସାହସିକତାର ପରିଚୟ ଦେଲେ ୨ଓଡ଼ିଆ ଝିଅ । ଏହି ଦୁଇଜଣ ହେଲେ ଆକାଂକ୍ଷା ଓ ତାଙ୍କ ସମ୍ପର୍କୀୟ ଭଉଣୀ ଆୟୁଷୀ । ହିମାଚଳପ୍ରଦେଶର ରୋହତାଙ୍ଗପାସ ପର୍ଯ୍ୟଟନ ସ୍ଥଳୀର ପର୍ଯ୍ୟଟକଙ୍କୁ ମୃତ୍ୟୁମୁଖରୁ ବଚାଂଇ…

ମାଲେସିଆରେ ରଜ ମହୋତ୍ସବ, ରଙ୍ଗବତୀ ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଭୁବନେଶ୍ୱର: ବିଦେଶ ମାଟିରେ ମହକିଛି ଓଡ଼ିଆ ପର୍ବ, ମହକିଛନ୍ତି ଓଡ଼ିଆ । ଓଡ଼ିଶାର ଗଣପର୍ବ ରଜ ମହୋତ୍ସବ ବିଦେଶରେ ପାଳିତ ହୋଇଛି ।  ମାଲେସିଆର କୁଆଲାଲମ୍ପୁରରେ ରହୁଥିବା ପ୍ରବାସୀ ଓଡ଼ିଆମାନେ ଗତ ଜୁନ୍ ୧୮ ତାରିଖ ଦିନ ଧୁମଧାମରେ ପାଳନ କରିଛନ୍ତି ରଜ । ମାଲେସିଆ ଓଡ଼ିଆ କମ୍ୟୁନିଟି ପକ୍ଷରୁ…

[ଦେଖନ୍ତୁ ଭିଡିଓ] ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପଶିଲା ବର୍ଷା ପାଣି, ରୋଗୀ ହନ୍ତସନ୍ତ

ସୋନପୁର: ମୌସୁମୀ ବର୍ଷା ଆରମ୍ଭରୁ ବେହାଲ୍ ସୁବର୍ଣ୍ଣପୁର । ବର୍ଷା ଆରମ୍ଭରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷା ପାଣି ପଶିଛି । ଫଳରେ ରୋଗୀଙ୍କ ସହ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ମୌସୁମୀ ଛୁଇଁଥିବା…

ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ: ମାନବିକତା ପାଇଁ ଯୋଗ ବାର୍ତ୍ତା

ପୁରୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ପୁରୀ ଲାଇଟ ହାଉସ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ"International Yoga Day" ରେ "Yoga for humanity" ର ବାର୍ତ୍ତା ଦେଇଛନ୍ତି ।  ବାଲୁକା କଳା ଟି 17 ଫୁଟ…

ଗଣ୍ଡଗୋଳ ପରେ ସ୍କର୍ପିଓରେ ଦୁର୍ବୃତ୍ତ ଲଗେଇଲେ ନିଆଁ

ଭୁବନେଶ୍ବର:  ଡେଲଟା ଛକରେ ନିଆରେ ଫୁଟିଲା ସ୍କର୍ପିଓ । ଗାଡି ମାଲିକ ସହ ଗଣ୍ଡଗୋଳରୁ ଘଟିଲା ଏପରି  ଅଘଟଣ। ଗାଡିରେ ନିଆଁ ଲଗାଇଦେଲେ ଅମାନିଆ ଦୁର୍ବୁତ୍ତ। ରାସ୍ତାରେ‌ ୨୦ ମିନିଟ ଜଳିଲା ସ୍କର୍ପିଓ‌କାର । ଶେଷରେ ଜଳିଜଳି ଫୁଟିଲା ଗାଡିର ପେଟ୍ରୋଲ ଟ୍ୟାଙ୍କ। ଏଭଳି ଘଟଣା ଦେଖି ଡେଲଟା ଛକରେ‌…

[ଦେଖନ୍ତୁ ଭିଡିଓ] ପିଲାଙ୍କ ଭବିଷ୍ୟତକୁ ନେଇ ଖେଳ, ଅନ୍ଧାରରେ ଚାଲିଛି ଖାତା ମୂଲ୍ୟାୟନ ଓ ପରୀକ୍ଷା

ନବରଙ୍ଗପୁର: ପରୀକ୍ଷା ଅନ୍ଧାରରେ, ଖାତା ଦେଖା ଚାଲିଛି ମୋବାଇଲ୍ ଲାଇଟରେ । ନବରଙ୍ଗପୁର ମହାବିଦ୍ୟାଳୟରେ ମୋବାଇଲ୍ ଲାଇଟରେ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖା ଚାଲିଛି । ମାତୃଭାଷା ଓଡ଼ିଆ ଏବଂ ଅର୍ଥନୀତି ଖାତାକୁ ଅଧ୍ୟାପକ ମାନେ ମୋବାଇଲର ଲାଇଟ୍ ମାରି ମୂଲ୍ୟାଙ୍କନ…

[ଦେଖନ୍ତୁ ଭିଡିଓ] ବନମାଳୀପୁର ମୁଖ୍ୟ ବଜାରରେ ବୁଲିଲା ବୁଲଡୋଜର

ଭୁବନେଶ୍ୱର: ବଜାରରେ ଚାଲିଛି ଜବରଦଖଲ ଉଚ୍ଛେଦ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ତହସିଲ ଅଧୀନ ବନମାଳୀପୁର ବଜାରରେ ଜବରଦଖଲ ଉଚ୍ଛେଦ ଜାରି ରହିଛି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜବରଦଖଲ ଉଚ୍ଛେଦ କରୁଛି ସ୍ଥାନୀୟ ପ୍ରଶାସନ । ଆଜି ବାଲିପାଟଣା ତହସିଲଦାର,…

[ଦେଖନ୍ତୁ ଭିଡିଓ] ତିର୍ତ୍ତୋଲ ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା: ବିଧାୟକଙ୍କୁ ହତ୍ୟା ଧମକ ଅଡ଼ିଓ…

ଜଗତସିଂହପୁର : ବିଧାୟକଙ୍କ ପ୍ରେମ କାହାଣୀ ନେଇ ହାଇପ୍ରୋଫାଇଲ ଡ୍ରାମା। ବିଧାୟକ ପ୍ରେମରେ ଧୋକା ଦେଇ ଠକିବାର ଅଭିଯୋଗ ପରେ ଏବେ ତାଙ୍କ ନାଁରେ ସେକ୍ସ ରାକେଟ ଚଳାଉଥିବା ସଙ୍ଗୀନ୍ ଅଭିଯୋଗ। ଖାଲି ସେିତିକି ନୁହେଁ ବିଚ୍ ରାସ୍ତାରେ ବିଜୟଙ୍କୁ ହତ୍ୟା କରାଯିବାର ଧମକ ବି ଦିଆଯାଇଛି ପ୍ରେମିକା…

ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ଗିରଫ

ଭୁବନେଶ୍ୱର: ଫେରାର୍ ଆନ୍ତଃରାଜ୍ୟ ଡ୍ରଗ୍ ପେଡଲର୍ ରାଣା ଗିରଫ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଓଡ଼ିଶା ପୋଲିସ ଓ ଏସଟିଏଫ୍ ଚଢ଼ାଉ କରି ରାଣା ମୁନା ଡୋରାକୁ ଧରିବାରେ ସକ୍ଷମ ହୋଇଛନ୍ତି । ଗତ ୩ ତାରିଖରେ ୧୦ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା । ଏକ ହାଇୱାରେ ଗୁପ୍ତ ଚ୍ୟାମ୍ବର କରି…

ପୂରା ରାଜ୍ୟକୁ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ୨୪ ଯାଏ ବର୍ଷିବ

ଭୁବନେଶ୍ୱର: ରାଜ୍ୟର ସବୁ ଅଞ୍ଚଳକୁ ଆଜି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଛୁଇଁଛି । ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ବିଭିନ୍ନ ଜିଲ୍ଲାରେ ଲାଗି ରହିଛି ବର୍ଷା । ଆଗାମୀ ୨୪ ଘଣ୍ଟାରେ ପ୍ରବଳ ବର୍ଷା ନେଇ କନ୍ଧମାଳ, ଗଞ୍ଜାମ,…