Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି

ଭୁବନେଶ୍ୱର: ଆତଙ୍କ ଖେଳାଇଥିଲେ, ଏବେ ହାତ ଯୋଡ଼ୁଛନ୍ତି । ସୋମବାର ସନ୍ଧ୍ୟାରେ ଏହି ୪ ଅଭିଯୁକ୍ତ ଖଣ୍ଡଗିରି ଥାନା ଡେଲଟା ଛକରେ ଆତଙ୍କ ଖେଳାଇଥିଲେ । ଟଙ୍କା ଦେଣନେଣକୁ ନେଇ ପତିଆରା ଦେଖାଇବାକୁ ଯାଇ ଜାଳି ଦେଇଥିଲେ ସ୍କର୍ପିଓ । ଆଜି ସକାଳୁ ପୋଲିସ ୪ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ…

ଅଗ୍ନିପଥ ଯୋଜନାକୁ ଓଡ଼ିଶାରେ ଆପର ବିରୋଧ

ବ୍ରହ୍ମପୁର : ଓଡ଼ିଶାରେ ଅଗ୍ନିପଥ ଯୋଜନାକୁ ଘୋର ବିରୋଧ କରିଛି ଆପ୍। ବହ୍ମପୁର ଗୋଲାପ ପଲ୍ଲୀ ସ୍ଥିତ କାର୍ଯ୍ୟାଳୟ ପରିସରରେ ଆମ ଆଦମୀ ପାର୍ଟୀ ତରଫରୁ ଏକ ସମ୍ବାଦିକ ସମ୍ମିଳନୀରେ ଅଗ୍ନିପଥ ଯୋଜନକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦେଶ ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା…

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର…

[ଦେଖନ୍ତୁ ଭିଡିଓ] ରାଜ୍ୟରେ ଘନଉଛି କୋଭିଡର ଚତୁର୍ଥ ପ୍ରବାହ ଆଶଙ୍କା, ୬ ଦିନରେ ୨୫୪ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇଛି । ବିଗତ ୬ ଦିନରେ ୨୫୦ରୁ ଅଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ହେବା ପରେ ଘାରିଛି ଚିନ୍ତା । ସ୍ୱାସ୍ଥ୍ୟ ବିଭାଗ ତଥ୍ୟ ଅନୁସାରେ, ବିଗତ ୨ ମାସ ମଧ୍ୟରେ ମେ ୮ ତାରିଖରେ ସର୍ବାଧିକ ୭୧ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଥିଲେ…

ସାରା ବିଶ୍ୱରେ ପାଳିତ ହେଉଛି ଯୋଗ ଦିବସ । ୨୦୨୨ ପାଇଁ ସ୍ଳୋଗାନ୍ ‘ମାନବ ଜାତି ପାଇଁ ଯୋଗ’

ଭୁବନେଶ୍ବର: ବିଶ୍ୱ ସଂସ୍ଥା ଅନୂୁଯାୟୀ ସମ୍ପୂର୍ଣ୍ଣ ଓ ସୁସ୍ଥ ଶରୀର, ମନ, ସମାଜ ଓ ଆଧ୍ୟାତ୍ମିକ ଜୀବନ ପାଇଁ ଯୋଗ ହେଉଛି ଏକ ସର୍ବୋକ୍ରୃଷ୍ଟ ମାଧ୍ୟମ । ତେବେ ଚଳିତ ବର୍ଷ ଯୋଗ ଦିବସ ଉପଲକ୍ଷେ ଥିମ୍ ରହିଛି ‘ମାନବ ଜାତି ପାଇଁ ଯୋଗ’ । ଯୋଗ ହିଁ ଏକମାତ୍ର ମାଧ୍ୟମ ଯାହା ମନକୁ ଶାନ୍ତ କରିଥାଏ ।…

ଜୁଲାଇ ୩୧ପର୍ଯ୍ୟନ୍ତ ଖରିଫ ଫସଲ ବୀମା ପଞ୍ଜିକରଣ

ଭୁବନେଶ୍ବର: ଜୁଲାଇ ୩୧ପର୍ଯ୍ୟନ୍ତ 17ଟି   ଖରିଫ ଫସଲକୁ ବୀମା ପଞ୍ଜିକରଣ କରିପାରିବେ ଚାଷୀ ।  ଖରିଫ ଋତୁରେ ୮ଟି ଫସଲ ଓ ରବି ଋତୁରେ ୯ଟି ଫସଲକୁ ଚାଷୀମାନେ ବୀମା ଭୁକ୍ତ କରିପାରିବେ ଏବଂ ଏହାର ଫାଇଦା ନେଇପାରିବେ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଚାଷୀମାନେ ଏହି ବୀମା ସୁବିଧା…

ଲୋକ ମେଳା ଓ କୃଷି ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ

ପୁରୀ: ପୁରୀର ଶରଧାବାଲିସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟବର୍ତ୍ତୀ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ବିଂଶତମ ଲୋକମେଳା ଓ 13 ତମ କୃଷି ମେଳା ୨୦୨୨ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଜନଜାତି ବ୍ୟାପାର ଏବଂ ଜଳ ଶକ୍ତି ରାଷ୍ଟ୍ର ମନ୍ତ୍ରୀ  ବିଶ୍ବେଶ୍ବର ଟୁଡୁ ଏହି ଲୋକ ମେଳା ସମେତ…

ଆରଟିଆଇ ପରିସରଭୁକ୍ତ ହେବ ଭିଜିଲାନ୍ସ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ରାଜ୍ୟ ଭିଜିଲାନ୍ସକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରଭୁକ୍ତ କରିବାକୁ ଓଡ଼ିଶା ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଭାଗ ଦ୍ୱାରା କରାଯାଇଥିବା ସମ୍ବେଦନଶୀଳ ଏବଂ ଗୋପନୀୟ କାର୍ଯ୍ୟକଳାପ ବ୍ୟତୀତ ଅନ୍ୟ ସମସ୍ତ ପ୍ରସଙ୍ଗରେ ରାଜ୍ୟ ଭିଜିଲାନ୍ସକୁ ଆରଟିଆଇ ପରିସରଭୁକ୍ତ…

ଇଡି କାର୍ଯ୍ୟାଳୟ ଘେରିଲା ଯୁବ କଂଗ୍ରେସ

ଭୁବନେଶ୍ୱର : ଭାରତୀୟ ସମ୍ବିଧାନ ଓ ବିଧି ବ୍ୟବସ୍ଥାକୁ ମୋଦି ସରକାର ପାଦରେ ଦଳି ମକଚି ଚାଲିଛନ୍ତି । ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ସ୍ୱେଚ୍ଛାଚାରୀ, ପ୍ରତିହିଂସାପରାୟଣ ଓ ଅସହିଷ୍ଣୁ ଶାସନ ଚଳାଇ ଦେଶବାସୀଙ୍କୁ ଏକ ଭୟଙ୍କର ବିପଦ ଆଡକୁ ଟାଣିନେଉଛନ୍ତି । ମୋଦି ସରକାର ହୀନ…

୭୫ଟି ଐତିହାସିକ ସ୍ଥାନରେ ଅନୁଷ୍ଠିତ ‘ଯୋଗ ଦିବସ’ରେ ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତି ଅବସରରେ ଆଜାଦି ଅମୃତ ମହୋତ୍ସବ ସ୍ୱର୍ଣ୍ଣିମ ଦିବସ ଅବସରରେ ପାଳନ ହେବାକୁ ଯାଉଛି ବିଶ୍ୱ ଯୋଗ ଦିବସ । ବିଶ୍ୱକୁ ଯୋଗ ଉପହାର ଦେବାରେ ମୋଦି ସରକାରଙ୍କ ଅବଦାନ ଅତୁଳନୀୟ । ୨୦୧୪ରେ ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ…