Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଦେଖନ୍ତୁ ଭିଡିଓ] ଜ୍ୱରରୁ ଉପଶମ ପାଇଁ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି

ପୁରୀ : ସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପିଡିତ ଚତୁର୍ଦ୍ଧା ମୁର୍ତ୍ତି । ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ମହାପ୍ରଭୁଙ୍କୁ ଆୟୁର୍ବେଦୀୟ ଉପଚାର କରୁଛନ୍ତି। ଏବେ ମହାପ୍ରଭୁଙ୍କୁ ଗରମ ଚିକିତ୍ସା କରାଯାଉଥିବା ବେଳେ ଆଜି…

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ…

ଓଡ଼ିଆ ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା, ସୁଇସାଇଡ୍ ନୋଟରେ ଲେଖିଲେ ଏମିତି କଥା…

ଭୁବନେଶ୍ୱର: ଓଡ଼ିଆ ଟେଲି ସିରିଏଲ୍ ଅଭିନେତ୍ରୀଙ୍କ ଆତ୍ମହତ୍ୟା । ୧୮ ତାରିଖ ବିଳମ୍ବିତ ରାତିରେ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି । ନୟାପଲ୍ଲୀ ସ୍ଥିତ ଗଡ଼ସାହି ଭଡ଼ା ଘରୁ ମିଳିଛି ରଶ୍ମିରେଖାଙ୍କ ଝୁଲନ୍ତା ମୃତଦେହ । ତେବେ ରଶ୍ମିରେଖା କାହିଁକି ଓ କେଉଁ ପରିସ୍ଥିତିରେ…

ଭୁବନେଶ୍ୱରକୁ ବ୍ୟାପିପାରେ ‘ଅଗ୍ନିପଥ’ ନିଆଁ, ସହର ସାରା ଖାକିମୟ

ଭୁବନେଶ୍ୱର: ରାଜଧାନୀରେ ପୋଲିସର କଡ଼ା ପ୍ରସ୍ତୁତି । ‘ଅଗ୍ନିପଥ’କୁ ନେଇ ‌ବିରୋଧୀ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ରାଜଧାନୀରେ ପୋଲିସ ସଜାଗ ରହିଛନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ମୁକାବିଲା ପାଇଁ ସହର ସାରା ମୁତୟନ ହୋଇଛନ୍ତି ପୋଲିସ । ବିଶେଷ କରି ବିଭିନ୍ନ ଟ୍ରାଫିକ ପୋଷ୍ଟ ସହ…

ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ, ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର: ରାଜ୍ୟ ଯୋଗାଣ ବିଭାଗର ମୁଖ୍ୟାଳୟର ଯୋଗାଣ ଅଧିକାରୀ ଆନନ୍ଦ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଯୋଗାଣ ଅଧିକାରୀ ଅନାଦି ଚରଣ ସେଠୀଙ୍କ ଅଫିସ୍ ସହ ଆଉ ୫ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚାଲିଥିବା…

+୨ ଦ୍ବିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜିଠୁ

ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ପର୍ଯ୍ୟାୟ ଖାତା ମୂଲ୍ୟାୟନ ଆଜିଠାରୁ ଆରମ୍ଭ ହେବ। ରାଜ୍ୟର ୧୦୦ଟି ମୂଲ୍ୟାୟନ କେନ୍ଦ୍ରରେ ୮ ହଜାରରୁ ଅଧିକ ଅଧ୍ୟାପକ ଅଧ୍ୟାପିକା ଉତ୍ତର ଖାତା ମୂଲ୍ୟାୟନ କରିବେ। ପ୍ରଥମ ପର୍ଯ୍ୟାୟ ତୁଳନାରେ ଏଥର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ଗୋଟିଏ ହ୍ରାସ ପାଇଛି। ମାତ୍ର…

ରାଜ୍ୟରେ ୫ ଦିନ ଯାଏ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ରବିବାର ଦିନ ପ୍ରାକ୍‌-ମୌସୁମୀ ବର୍ଷା ହୋଇଛି। ଏହା ରାଜ୍ୟର ଆଉ କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବା ପାଇଁ ବାଟ ଫିଟାଇଛି। ଆଜିଠାରୁ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା (୭୦ରୁ ୧୧୦ ମିମି)ରୁ ଅତିପ୍ରବଳ ବର୍ଷା…

ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ବହୁଦିନ ପରେ ବିଦେଶ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦିଲ୍ଲୀରୁ ରୋମ୍ ଅଭିମୁଖେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ନେତାଙ୍କୁ ନନେଇ ଅଫିସରଙ୍କନେଇ ଭୋର ୪ଟା ୧୫ରେ ଦିଲ୍ଲୀ ଅନ୍ତଜାର୍ତୀୟ ବିମାନ ବନ୍ଦରରୁ ବିଦେଶ ଯାତ୍ରା ଆରମ୍ଭ କରିଛନ୍ତି । ରୋମ ରହଣୀ ସମୟରେ…

ଅକଲ ତେରି ଚାଲ୍ ମେରି, ଧଳା ଜହରର ମହିଳା ସର୍ଦ୍ଦାର ରିନା ଜେନା ଗିରଫ

ଭୁବନେଶ୍ୱର: ନିଶା କାରବାରରେ ଗୁଲାବି ଗ୍ୟାଙ୍ଗ୍ । ଭୁବନେଶ୍ୱର ଛାଇଗଲେଣି ଲେଡି ପେଡଲର । କଲୋନିଠୁ ଛକ ହାଇପ୍ରୋଫାଇଲ ହୋଟେଲ ହେଉ ବା ବସ୍ତି ଭୁବନେଶ୍ୱର ଚାରିଆଡେ ବ୍ରାଉନସୁଗାର ଲେଡିଙ୍କ ନେଟୱର୍କ। ପୋଲିସଠୁ ବର୍ତ୍ତିବାକୁ ନିଶା କାରବାର ଆପଣାଇଛନ୍ତି କିଛି ମହିଳା ଓ ଯୁବତୀ। ଯାହାକି ସହଜରେ…

ଛୁଆ ପାଇଁ ଛଅ ଦିନ ନାକେଦମ, ସିଡବ୍ଲ୍ୟୁସି କହିବ କାହା ପାଖରେ ରହିବ

ଭୁବନେଶ୍ୱର: ଛୁଆ ପାଇଁ ଛଅ ଦିନ ନାକେଦମ। ଶେଷରେ ଉଦ୍ଧାର ହୋଇଛି କୁନି ଝିଅ। ବସ୍ତିରେ ଭାବ ବିହ୍ୱଳ ପରିବେଶ। ପାଳିତ ମା'କୁ ଛାଡିବାକୁ ଛୁଆ ନାରାଜ। ଶେଷରେ ଆଇନ ବଳରେ ଛୁଆ ଉଦ୍ଧାର ହୋଇଛି। କମିଶନରେଟ ପୋଲିସ ସହାୟତାରେ ଉଦ୍ଧାର କରିଛି ଚାଇଲଡ ଲାଇନ। ତେବେ ଉଦ୍ଧାର ପରେ ଏବେ ବଡ ଦ୍ୱନ୍ଦ୍ୱ…