Latest Odisha News

BREAKING NEWS

Browsing Category

ଓଡିଶା

Odisha

ଏସଡିପିଓ ମଳୟ ନାୟକଙ୍କ ବିଭିନ୍ନ ଜାଗାରେ ସଂପତ୍ତି ଠାବ, ସ୍ତ୍ରୀ ଫେରାର

ଭୁବନେଶ୍ୱର: ବୁଧବାର ହିନ୍ଦୋଳ ଏସଡିପିଓ ମଳୟ କୁମାର ନାୟକ ଲାଞ୍ଚ ନେଇ ଗିରଫ ହେବା ପରେ ଭିଜିଲାନ୍ସ ବିଭିନ୍ନ ସ୍ଥାନରେ ତାଙ୍କ ସଂପତ୍ତି ଉପରେ ଚଢ଼ଉ କରିଥିଲା । ବୁଧବାର ଠାରୁ ଅନୁଗୁଳ, ଭୁବନେଶ୍ୱର, ସମ୍ବଲପୁର, ପୁରୀ ଏବଂ ଢ଼େଙ୍କାନାଳରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା । ଅନୁଗୁଳ…

ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦିଗ୍‌ବିନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇ ଗାଁର ସମସ୍ୟାକୁ ନିଜ ସମସ୍ୟା ଭାବେ ଗ୍ରହଣ କରି ଏହାର ସମାଧାନ ପାଇଁ ନିଷ୍ଠାପର ଉଦ୍ୟମ କରିବାକୁ ପରାମର୍ଶ ଦେଇଛନ୍ତି । ନବନିର୍ବାଚିତ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ରହିଛି । ମେ’ ୯ ତାରିଖରେ ଓଡ଼ିଶା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ବିରୋଧରେ ସୁପ୍ରିମକୋର୍ଟରେ ପିଟିସନ୍ ହୋଇଥିଲା । ଏସମ୍ପର୍କିତ ମାମଲାର ଆଜି ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ ।…

ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ଯିବେ ପୋଲିସ ଡିଜି

ଭୁବନେଶ୍ୱର: ଆଜି ଦିନିକିଆ ମାଲକାନଗିରି ଜିଲ୍ଲା ଗସ୍ତରେ ଯିବେ ପୋଲିସ ଡିଜି ସୁନୀଲ ବଂଶଲ । ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀରେ ନୂଆ କରି ପ୍ରତିଷ୍ଠା ହୋଇଥିବା ବିଏସଏଫ୍ କ୍ୟାମ୍ପରେ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ । ମାଓ ଦନମ ରଣନୀତି ନେଇ ପୋଲିସ ଓ ବିଏସଏଫ୍ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ…

ଆଜିଠୁ ଯୁକ୍ତ ଦୁଇ ଖାତାଦେଖା

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ମୂଲ୍ୟାୟନ । ୬୪ଟି କେନ୍ଦ୍ରରେ ଅଫ୍‌ଲାଇନରେ ଓ ୩୭ଟି କେନ୍ଦ୍ରରେ ଅନ୍‌ଲାଇନରେ ମୂଲ୍ୟାୟନ ହେବ । ୨ଟି ପର୍ଯ୍ୟାୟରେ ଖାତାଦେଖା ହେବ ।  ଜୁନ ୨ରୁ ଜୁନ ୧୨ ପ୍ରଥମ ପର୍ଯ୍ୟାୟ ଓ ଦ୍ୱିତୀୟ ପର୍ଯ୍ୟାୟରେ ଜୁନ ୧୩ରୁ ଜୁନ ୨୨ଯାଏ ଚାଲିବ ମୂଲ୍ୟାୟନ ।…

ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା

କଟକ: ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବ ଭାରତ ଦକ୍ଷିଣ ଆଫ୍ରିକା ମ୍ୟାଚ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। କିନ୍ତୁ ଏହାରି ଭିତରେ ମ୍ୟାଚ ବାତିଲ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ମାନବାଧିକାର କର୍ମୀ ସଞ୍ଜୟ କୁମାର ନାଏକ ଏହି ମାମଲା ଦାୟର କରିଛନ୍ତି…

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍: ସନ୍ଦେହ ଘେରରେ ପରିବହନ ଅଧିକାରୀ

ଭୁବନେଶ୍ୱର: ନୂଆ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ସୁରକ୍ଷିତ। ଏହାଦ୍ୱାରା ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ପରିବହନ କମିଶନର କହିଛନ୍ତି। କିନ୍ତୁ ଏପରି ନମ୍ବର ପ୍ଲେଟ ପେଟ୍ରୋଲ ଏବଂ କିରୋସିନିରେ ଲିଭି ଯାଉଛି ବୋଲି ଅଭିଯୋଗ ହୋଇଛି। ତେଣୁ କାହିଁକି ଏହି ନମ୍ବର ଲଗାଯିବ ଏବଂ କିପରି…

ରାଜଧାନୀରେ ଗଛ କାଟିବାକୁ କେଉଁ ସ୍ୱାର୍ଥରେ ବନ ବିଭାଗ ତରବରିଆ ଅନୁମତି ଦେଇଛି ?

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବିଧାୟକଙ୍କ ପାଇଁ ତିଆରି ହେଉଥିବା କ୍ୱାର୍ଟର ନିର୍ମାଣ ପାଇଁ ଗଛ କଟା ହୋଇଛି। ଏହିସବୁ କ୍ୱାର୍ଟର ନିର୍ମାଣ ପାଇଁ ହଜାରେ ଗଛ କଟା ହେବ। ବନ ବିଭାଗ ଏତେ ସବୁ ଗଛ କାଟିବା ପୂର୍ବରୁ ଆବଶ୍ୟକ ପ୍ରକ୍ରିୟାକୁ ଅନୁପାଳନ କରିନଥିବା ଅଭିଯୋଗ ରହିଛି। ଯେଉଁ…

ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲ ସ୍ମାର୍ଟ ସ୍କୁଲକୁ ରୂପାନ୍ତରିତ

ଭୁବନେଶ୍ୱର: ଜୁନ ଏକରୁ ରାଜ୍ୟରେ ଆରମ୍ଭ ହେଲା ଦ୍ୱିତୀୟ ପର୍ଯ୍ୟାୟ ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୨୯୦୮ଟି ହାଇସ୍କୁଲର ରୂପାନ୍ତର ହୋଇଛି । ରାଜ୍ୟର ୫ଟି ଜିଲ୍ଲା - ଖୋର୍ଦ୍ଧା, ବୌଦ୍ଧ,…

ବିଳମ୍ବିତ ରାତିରେ ବାଣୀବିହାର ରେଲଓ୍ୱେ ବ୍ରିଜ ଉପରେ ଦୁର୍ଘଟଣା, ୪ କାରକୁ ପିଟିଲା ଡମ୍ପର

ଭୁବନେଶ୍ୱର: ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା । ବାଣୀବିହାର ରେଲଓ୍ୱେ ଓଭର ବ୍ରିଜ ନିକଟରେ ବେପରୁଆ ଡମ୍ପର ପିଟିଲା ୪ କାରକୁ । ଚାରି କାର ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ରହିଛି। ଦୁର୍ଘଟଣା ପୂର୍ବରୁ ଖୋର୍ଦ୍ଧା ପଟୁ ଆସୁଥିବା ଏହି ଡମ୍ପରଟି ନୟାପଲ୍ଲୀ ଏବଂ…