Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ବ୍ରଜରାଜନଗରରେ ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

ଝାରସୁଗୁଡ଼ା: ଦୁଲୁକୁଛି ବ୍ରଜରାଜନଗର ପ୍ରଚାର ମୈଦାନ । ହେଭିଓ୍ୱେଟ କ୍ୟାମ୍ପେନ ଚଳାଇଛି ତିନି ରାଜନୈତି ଦଳ ବିଜେଡି, ବିଜେପି ଓ କଂଗ୍ରେସ । ଆଜି ବିଜେପିର ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦଳୀୟ ପ୍ରାର୍ଥିନୀ ରାଧାରାଣୀ ପଣ୍ଡାଙ୍କ ପାଇଁ ଭୋଟ୍ ମାଗିବେ ।…

ପୁରୀ ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ

ପୁରୀ: ଏମାର ମଠ ଖନନ ସ୍ଥଳରେ ଆଜି ପୁଣି ଜିପିଆର୍ ସର୍ଭେ ହୋଇଛି । ଜିପିଆରଏସରେ ୩ ମେସିନ୍, ୫ ଇଞ୍ଜିନିୟର ଓ ୮ କାର୍ମଚାରୀ ନିୟୋଜିତ ହୋଇଛନ୍ତି । ୪ ଦିନରେ ସର୍ଭେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ ଓବିସିସି  । ଓବିସିସିର ଚିଠି ପରେ ଗୁଜୁରାଟ ଆଇଆଇଟି ପକ୍ଷରୁ ଏହି ସର୍ଭେ କରାଯାଉଛି ।…

ବର୍ଷାଙ୍କ FIR ପରେ ପୁଣି ଭିଡିଓ ଛାଡ଼ିଲେ ଅନୁଭବ, କଣ କହିଲେ ଜାଣନ୍ତୁ

କଟକ: ସେଲିବ୍ରିଟ୍ କପୁଲ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ତେଜିବାରେ ଲାଗିଛି । ସୋସିଆଲ୍ ମିଡିଆରେ ଅନୁଭବ ଦାମ୍ପତ୍ୟ ଜୀବନ କଳହକୁ ନେଇ ଗୋଟିଏ ପରେ ଗୋଟିଏ ଚାପ୍ଟର ଖୋଲୁଛନ୍ତି । ସେପଟେ ସୋସିଆଲ୍ ମିଡିଆରେ ସ୍ୱାମୀ ଅନୁଭବ ମହାନ୍ତି ଚରିତ୍ର ସଂହାର କରୁଥିବା ବର୍ଷା କଟକ…

ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ପାଇଁ ଆଜିଠାରୁ ଆରମ୍ଭ ହେଉଛି ନାମାଙ୍କନ ଦାଖଲ ପ୍ରକ୍ରିୟା ।  ମେ’ ୩୧ ତାରିଖ ଯାଏ ଚାଲିବ ପ୍ରାର୍ଥିପତ୍ର ଦାଖଲ । ଓଡ଼ିଶାର ଖାଲିଥିବା ୩ଟି ରାଜ୍ୟସଭା ଆସନ ପାଇଁ ବି ଭୋଟ୍ ନିଆଯିବ । ସଂଖ୍ୟା ଦୃଷ୍ଟିରୁ ସମସ୍ତ ୩ ଟି ଯାକ ସିଟ୍ ବିଜେଡି ହାତେଇବା ନିଷ୍ଚିତ ।…

ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୧୧ ଜିଲ୍ଲାକୁ ୱାର୍ଣ୍ଣିଂ

ଭୁବନେଶ୍ୱର: ଦିନରେ ଟାଇଁ ଟାଇଁ ଖରା ହେଉଛି । ସନ୍ଧ୍ୟା କିମ୍ବା ରାତିରେ କାଳବୈଶାଖୀ ଜନିତ ବର୍ଷା ହେଉଛି । ରାଜ୍ୟରେ ପଶ୍ଚିମାଝଡ଼ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି । ଗତକାଲି ରାତିରେ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ପବନ ହୋଇଛି । ଆଜି ବି…

ପୁଣି କ୍ଷୋଭ ପ୍ରକାଶ କରି ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଲେ ଶଙ୍କରାଚାର୍ଯ୍ୟ

ପୁରୀ: ପୁଣି କ୍ଷୋଭ ପ୍ରକାଶ କରି ସମାନ କଥା ଦୋହରାଇଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ। ପର୍ଯ୍ୟଟନ କ୍ଷେତ୍ର କରି ତୋପ ଭୂମିକୁ ଭୋଗ ଭୂମିରେ ପରିଣତ କରି ଆଜିକାଲି ବିକାଶ ବୋଲି ଦର୍ଶାଯାଇଛି। ଏଭଳି ବିକାଶ ପକ୍ଷରେ ଜନମତ ସ୍ରୁଷ୍ଟି ହେଉଛି। ତପସ୍ୟା ମୂଲ୍ୟବୋଧ ବୁଝିବାରେ ଅକ୍ଷମତା ପ୍ରକାଶ ପାଉଛି।…

ବାଘ ଛାଲ ପରେ ହାତୀ ଦାନ୍ତ ଜବତ, ଦୁଇ ଗିରଫ

ଗୁଣୁପୁର: ରାୟଗଡା ଜିଲ୍ଲା ଗୁଣୁପୁରରେ ବାଘ ଛାଲ ଜବତ ହେବା ପରେ ଦୁଇଟି ମୂଲ୍ୟବାନ ହାତୀ ଦାନ୍ତ ଜବତ ହୋଇଛି । ଗୁଣୁପୁର ବନ ବିଭାଗ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଜବତ ହୋଇଛି ଏହି ହାତୀ ଦାନ୍ତ । ପଦ୍ମପୁର ଥାନା ହସ୍ତୀନାପୁର ଗ୍ରାମରୁ ଏହି ହାତୀ ଦାନ୍ତ ଜବତ ହୋଇଥିବା ସୂଚନା ରହିଛି।…

ପ୍ରକଳ୍ପକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲା ଜିଲ୍ଲା ପ୍ରଶାସନ

ପୁରୀ: ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପକୁ ନେଇ ଗତକାଲି ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ପ୍ରକାଶ କରିଥିଲେ ପୁରୀ ଗୋବର୍ଦ୍ଦନ ପୀଠର ଶଙ୍କରାଚାର୍ଯ୍ୟ । ଏହାପରେ ଆଜି ଗଜପତି ମହାରାଜ ଏବଂ ଶ୍ରୀମନ୍ଦିର ପ୍ରଶାସକ  ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା ଶଙ୍କରାଚାର୍ଯ୍ୟଙ୍କୁ…

ଏମକେସିଜିରେ ଡାକ୍ତର ଅଭାବ, ଘଣ୍ଟ ବାଡେଇ ପ୍ରତିବାଦ

ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟରେ ସମସ୍ତ ଡାକ୍ତର ପଦବୀ ପୂରଣ ଓ ରୋଗୀ ଦେଖା ସମୟରେ ଅନୁପସ୍ଥିତ ରହୁଥିବା ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ନେଇ ବ୍ରହ୍ମପୁରର ସଚେତନ ନାଗରିକ ଓ ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ…

ରାୟଗଡାରୁ ବାଘ ଛାଲ ଜବତ କଲା ଏସଟିଏଫ୍

ରାୟଗଡା: ଜବତ ହେଲା ଆଉ ଏକ ବାଘ ଛାଲ । ଏସଟିଏଫ ଟିମ ଚଢ଼ାଉ କରି ରାୟଗଡା ଜିଲ୍ଲା ବାଙ୍ଗି ଛକ ନିକଟରୁ ଏକ ଚିତା ବାଘର ଛାଲ ଜବତ କରିଛି। ଏହି ମାମଲାରେ ଜୟନ୍ତ ବିଭାରକୁ ଏସଟିଏଫ ଟିମ୍ ଗିରଫ କରିଛି। ଜବତ ବାଘ ଚମଡାକୁ ଗୁଣୁପୁର ବନ ବିଭାଗକୁ ହସ୍ତାନ୍ତର ଏସଟିଏଫ ଟିମ୍ ହସ୍ତାନ୍ତର କରିଥିବା…