Latest Odisha News

BREAKING NEWS

Browsing Category

ଓଡିଶା

Odisha

ଓଡ଼ିଶାରେ ୮୩ ପ୍ରତିଶତ ମହିଳା କହିଲେ ସ୍ୱାମୀଙ୍କ ସହ ସମ୍ଭୋଗ ରଖିବା ବାଧ୍ୟତାମୂଳକ ନୁହେଁ, ପୁରୁଷଙ୍କ ମତ ?

ନୂଆଦିଲ୍ଲୀ: ଦେଶରେ ବିଭିନ୍ନ ସମ୍ପ୍ରଦାୟର ଲୋକେ ଶିଶୁ ଜନ୍ମ ପୂର୍ବ ଭଳି କରୁନାହାନ୍ତି । ସ୍ୱାସ୍ଥ୍ୟ ବିଭାଗ ସର୍ଭେ କରି ଏପରି ଏକ ରିପୋର୍ଟ ଦେବା ପରେ ଆଉ ଏକ ରିପୋର୍ଟ ସାମ୍ନାକୁ ଆସିଛି। ଦେଶର ୮୨% ମହିଳା ସ୍ୱାମୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିପାରନ୍ତି ବା ବାଧ୍ୟତାମୂଳକ…

ଅଶାନ୍ତ ସମୁଦ୍ର: ମରଣଯନ୍ତାରୁ ଖସିଆସିଲେ ମତ୍ସ୍ୟଜୀବୀ

ଗୋପାଳପୁର: ସମୁଦ୍ର ଅଶାନ୍ତ ଥିବା ବେଳେ ଦରିଆ ଭିତରକୁ ଯାଉଛନ୍ତି ମତ୍ସ୍ୟଜୀବୀ । ଯାହାର ପରିଣାମ ଆଜି ବ୍ରହ୍ନପୁର ଗୋପାଳପୁର ବନ୍ଦର ନିକଟରେ ଦେଖିବାକୁ ମିଳିଛି। ସୌଭାଗ୍ୟବଶତଃ ଡଙ୍ଗାଟି ବୁଡି ଯାଇଥିଲା ହେଲେ ମତ୍ସ୍ୟଜୀବୀ ମାନେ ମରଣଯନ୍ତାକୁ ଖସି ଆସିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର…

‘ଅହଙ୍କାର ଏବଂ ଅବହେଳା ପାଇଁ ଜଗନ୍ନାଥ ପ୍ରେମୀ କ୍ଷତି ସହୁଛନ୍ତି’

ଭୁବନେଶ୍ୱର: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ତିଆରି ହେଉଛି ବୋଲି ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି । ଏହାପରେ ବିରୋଧୀ ବିଜେପି ଫ୍ରଣ୍ଟଫୁଟକୁ ଆସି ରାଜ୍ୟ ସରକାରକୁ ଘେରିଛି । ଏବେ ବରିଷ୍ଠ ନେତା ବିଜୟ ମହାପାତ୍ର ପ୍ରେସମିଟ୍ କରି ଉଭୟ ଏଏସଆଇ ଏବଂ ରାଜ୍ୟ ସରକାରଙ୍କ…

ମାମଲା ଗଡୁଛି କୋର୍ଟରେ, ଛାତ ପଡ଼ି ଚାଲିଛି ନିଷିଦ୍ଧାଞ୍ଚଳରେ

ପୁରୀ: ଐତିହ୍ୟ ପ୍ରକଳ୍ପ ମାମଲା ହାଇକୋର୍ଟ ବିଚାରଧୀନ ରହିଛି। ଏଏସଆଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରି କହିଛି, ୧୦୦ ମିଟିର ପରିଧି ଭିତରେ ଖନନ କରିବାକୁ ଏଏସଆଇ ଅନୁମତି ଦେଇନାହିଁ । ଅନ୍ୟପଟେ ନିଷିଦ୍ଧାଞ୍ଚଳରେ ଛାତ ପଡ଼ି ଚାଲିଛି । ବିରୋଧୀ ଏବଂ ବୁଦ୍ଧୀଜୀବୀ ଯେତେବେଳେ ବେଆଇନ କାମକୁ…

ଦୁଇ ଦିନ ଗଞ୍ଜାମ ଜିଲ୍ଲାରେ ସମୁଦ୍ର ଉପକୂଳ ଯିବା ପାଇଁ ଲୋକଙ୍କୁ ବାରଣ

ବ୍ରହ୍ମପୁର: ବାତ୍ୟା ଅସାନି ଭୀଷଣ ରୂପ ଧାରଣ କରି ସମୁଦ୍ର ଭିତରେ ଓଡ଼ିଶା ଉପକୂଳ ମୁହାଁ ହେଉଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ଏହାର ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷ ପବନ ହେବ । ଅଶାନ୍ତ ରହିବ ସମୁଦ୍ର । ଏଥିପାଇଁ ଗଞ୍ଜାମ…

ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଅପରାଜିତାଙ୍କ ଟାର୍ଗେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାରେ ହାଇକୋର୍ଟରେ ASIର ସତ୍ୟପାଠ ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଟ୍ୱିଟ୍ କରି ସେ କହିଛନ୍ତି, ମହାପ୍ରଭୁ ଜଗନ୍ନାଥ ନିଜକୁ ଓ ଶ୍ରୀମନ୍ଦିରକୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି । ଏକ…

ଅସାନି ପ୍ରଭାବରେ ଆଜିଠୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଉପକୂଳ ମୁହାଁ ହେଉଛି ବାତ୍ୟା ଅସାନି । ସାଙ୍ଗରେ ନେଇ ଆସୁଛି ବର୍ଷା ପବନ । ତାପୂର୍ବରୁ କିଛି ସ୍ଥାନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଆଜିଠୁ ଉପକୂଳ ଓଡ଼ିଶାରେ ୩ ଦିନ ବର୍ଷା ହେବ । ଆଜି ଉପକୂଳ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏଥିସହ ଗଞ୍ଜାମ,…

ଉପକୂଳ ନିକଟତର ହେଉଛି ଭୀଷଣ ବାତ୍ୟା ଅସାନି, ଘଣ୍ଟାପ୍ରତି ବେଗ ୧୨ କି.ମି

ଭୁବନେଶ୍ୱର: ଭୀଷଣ ବାତ୍ୟା ‘ଅସାନି’ ଉପକୂଳ ନିକଟତର ହେଉଛି । ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୨ କିଲୋମିଟର ବେଗରେ ଗତି କରୁଛି । ଗୋପାଳପୁରର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ୫୧୦ କିମି ଓ ପୁରୀଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୫୯୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ…

ହାଇକୋର୍ଟରେ ଏଏସଆଇ ସତ୍ୟପାଠ: ପୁରୀ ଐତିହ୍ୟ ପ୍ରକଳ୍ପ ବିନା ଅନୁମତିରେ ଚାଲିଛି, ମନ୍ଦିରକୁ କ୍ଷତି ପହଞ୍ଚାଇପାରେ

କଟକ: ପୁରୀ ଐତିହ୍ୟ ପ୍ରକଳ୍ପ ତିଆରି ନାଁରେ ଯେଉଁସବୁ ଦିଗକୁ ରାଜ୍ୟ ସରକାର ଅଣଦେଖା କରିଛନ୍ତି ବୋଲି ଅଭିଯୋଗ ହେଉଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ସୋମବାର ହାଇକୋର୍ଟରେ ଏଏସଆଇ ଏକ ସତ୍ୟପାଠ ଦାଖଲ କରି କହିଛି, ଶ୍ରୀମନ୍ଦିର ଚାରିପାଖରୁ ମାଟି କାଢ଼ିବା ଓ ଖୋଳିବା ପରେ ପୁରୀରେ…

ଲୋକ ଦେଖୁଥିଲେ ଲୁଟେରା ଛଡାଉଥିଲେ, ମୋବାଇଲ ପାଇଁ ୧୦୦ ମିଟର ଘୋଷାଡି ନେଲେ

ଭୁବନେଶ୍ୱର: ସହରରେ ବୁଲୁଛନ୍ତି ରକ୍ତମୁଖା ଲୁଟେରା। ମାଡ ମାରିବା ସହ ମୋବାଇଲ ଛଡାଇବାକୁ ଘୋଷାଡି ନେଉଛନ୍ତି ରାସ୍ତାରେ। ଏପରିକି ମୋବାଇଲ ପାଇ ନେଇଯାଇଥାନ୍ତେ ଜୀବନ। କାରଣ ସହରରେ ଲୁଟେରା ପ୍ରବଳ ହେଲେ ପୋଲିସ ଦୁର୍ବଳ। ଲୁଟେରାକୁ ଚେକମେଟ ଦେବାରେ ପୋଲିସ ବିଫଳ। କାରଣ ବିଗତ କିଛି ଦିନ‌ ଧରି…