Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଣ୍ଡିଆ ମାରିବା ପୂର୍ବରୁ ଠାକୁର ଉଭାନ୍, ମୂର୍ତ୍ତିଶୂନ୍ୟ ହେବ କି ମନ୍ଦିରମାଳିନି ସହର ?

ଭୁବନେଶ୍ୱର: ମାତିଛନ୍ତି ଦୁର୍ଲ୍ଲଭ ମୁର୍ତ୍ତି ଚୋର । ଖାଲି କରିଦେଉଛନ୍ତି ମନ୍ଦିର । ମନ୍ଦିର ଅଛି ହେଲେ ଗାଏବ ହୋଇଯାଉଛି ଅଷ୍ଟଧାତୁରେ ନିର୍ମିତ ଠାକୁର।ରାତି ଅଧିଆ ମନ୍ଦିର‌ ବେଢାରୁ ଚୋରି ହୋଇଯାଉଛି ଦୁର୍ଲଭ ମୁର୍ତିର‌ ଠାକୁର। ରାଜଧାନୀରେ ଏବେ ମୁର୍ତ୍ତି ଚୋର ରାକେଟ ନେଇ ଲୋକଙ୍କ ଭାବା…

ସଡ଼କ ଦୁର୍ଘଟଣା ରେକର୍ଡ ପାଇଁ ପୋଲିସଙ୍କୁ ମିଳିଲା ଟ୍ୟାବ୍

ଭୁବନେଶ୍ୱର: ରାଜ୍ୟରେ ହେଉଥିବା ମୋଟରଯାନ ଦୁର୍ଘଟଣାର ରହିବ ଟିକିନିକି ରେକର୍ଡ । ଖାତା କଲମ ନୁହେଁ, ଡିଜିଟାଲ ରେକର୍ଡ ରହିବ । ସବୁ ଦୁର୍ଘଟଣାର ରେକର୍ଡ ରଖିବା ପାଇଁ ପୋଲିସ ଓ ପରିବହନ ବିଭାଗ କର୍ମଚାରୀ ମିଳିତ ଭାବେ କାମ କରିବେ । ଇଣ୍ଟିଗ୍ରେଟେଡ୍ ରୋଡ୍ ଆକ୍ସିଡେଣ୍ଟ ଡାଟାବେସ୍ ଅଧୀନରେ…

ଚିକିତ୍ସାଧୀନ ଅବସ୍ଥାରେ ବିଚରାଧୀନ କଏଦୀର ମୃତ୍ୟୁ, ଦାୟି କିଏ ?

ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ବିଚରାଧୀନ କଏଦୀର ମୃତ୍ୟୁ । ଚୋରି ଅଭିଯୋଗରେ ରାଜେଶ ସିଂ ନାମକ ଜଣେ ବ୍ୟକ୍ତିକୁ ବେତନଟୀ ପୋଲିସ ଗିରଫ କରିଥିଲା । ଗିରଫଦାରୀ ପରେ ଅଭିଯୁକ୍ତ ରାଜେଶକୁ ବାରିପଦା ମଣ୍ଡଳ କାରାଗାରରେ ରଖାଯାଇଥିଲା । ତେବେ ଅସୁସ୍ଥତା କାରଣରୁ…

ଖରା ପାଇଁ ଭତ୍ତା ଗ୍ରହିତାଙ୍କୁ ମିଳିବ ଅତିରିକ୍ତ ୧୦୦ ଟଙ୍କା

ଭୁବନେଶ୍ୱର: ଭତ୍ତା ଗ୍ରହିତା ମାନଙ୍କୁ ରାଜ୍ୟ ସରକାର ଦେବେ ଅତିରିକ୍ତ ୧୦୦ ଟଙ୍କା । ସାମାଜିକ ସହାୟତା କାର୍ଯ୍ୟକ୍ରମ ଆଧାରରେ ରାଜ୍ୟରେ ଭତ୍ତା ପାଉଥିବା ହିତାଧିକରୀ ପାଇବେ ଅତିରିକ୍ତ ଗ୍ରୀଷ୍ମକାଳୀନ ସହାୟତା । ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଓ ମଧୁବାବୁ ପେନ୍‌ସନ୍‌ ଯୋଜନାରେ…

ଭୁତୁମୁଣ୍ଡାଇରୁ ୨୫କେଜି ହରିଣ ମାଂସ ଜବତ, ଜଣେ ଗିରଫ

ପାରାଦ୍ଵୀପ: ଭୁତୁମୁଣ୍ଡାଇ ମହାନଦୀ ପୋଲ ଉପରୁ ୨୫ କେଜି ହରିଣ ମାଂସ ଜବତ କରିଛି କୁଜଙ୍ଗ ବନ ବିଭାଗ। ହରିଣ ମାଂସ ବ୍ୟବସାୟୀକୁ ଗିରଫ କରିବା ସହିତ ଏକ ସ୍କୁଟି ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ କେନ୍ଦ୍ରାପଡା ଜିଲ୍ଲା ଖରିନାସି ଗ୍ରାମର ଗୋପାଳ ମଣ୍ଡଳ। ଅଭିଯୁକ୍ତ ଗୋପାଳ ମଣ୍ଡଳ…

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା…

ଗାଡ଼ି ବାଡ଼େଇ ଖସିଗଲେ ବାବୁ, ଲୋକେ ଗୋଡ଼େଇ କଲେ କାବୁ

ଭୁବନେଶ୍ୱର: ସୋମବାର ସକାଳେ ରାଜଧାନୀରେ ଜଣେ କାର୍ ଚାଳକ ଗାଡ଼ି ବାଡ଼େଇ ଖସିଯାଉଥିବା ବେଳେ ଗୋଡ଼େଇ ଧରିଛନ୍ତି ଦେଖଣାହାରୀ । ଶିଶୁ ଭବନ ଛକ ନିକଟ ଜେଏସଡବ୍ଲୁ ଅଫିସ୍ ସାମନାରେ ସାଣ୍ଟ୍ରୋ ଗାଡ଼ି (ଓଡି ୦୨ ବିଭି ୭୮୬୭) ଏକ ସୁଜୁକି ଆକ୍ସେସ୍ କୁ ପିଟିଥିଲେ । ସ୍କୁଟି ଚାଳକ ଓ ପଛରେ ବସିଥିବା…

ବାତ୍ୟା ଆଣୁଛି ବର୍ଷା ପବନ: କାଲିଠୁ ତିନି ଦିନ ଉପକୂଳ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ନେଇ ଓଡ଼ିଶା ଉପକୂଳ ନିକଟତର ହେଉଛି ବାତ୍ୟା ଅସାନି । ଓଡ଼ିଶା ଉପକୂଳ ମୁହାଁ ହେଲେ ବି ସ୍ଥଳଭାଗ ଛୁଇଁବ ନାହିଁ । କିନ୍ତୁ ବାତ୍ୟା ସାଙ୍ଗରେ ବର୍ଷା ପବନ ନେଇ ଆସୁଛି । ଅସାନ ପ୍ରଭାବରେ ଓଡ଼ିଶା ଉପକୂଳରେ ବର୍ଷା ପବନ ହେବ । କାଲିଠୁ ଆରମ୍ଭ ହେବ ବର୍ଷା । କାଲି…

ପୁରୀଠାରୁ ୭୪୦ କି.ମି. ଦୂରରେ ଭୀଷଣ ବାତ୍ୟା ‘ଅସାନି’

ଭୁବନେଶ୍ୱର: ସମୁଦ୍ର ଭିତରେ ଆଗକୁ ବଢୁଛି ବାତ୍ୟା ଅସାନି । ଭୀଷଣ ରୂପ ଧାରଣ କରିଛି । ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହୋଇଛି ବାତ୍ୟା । ଏବେ ପୁରୀ ଉପକୂଳରୁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ୭୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ରହିଛି ଭୀଷଣ ବାତ୍ୟା ଅସାନି । ବର୍ତ୍ତମାନ ଭୀଷଣ ବାତ୍ୟା…