Latest Odisha News

BREAKING NEWS

Browsing Category

ଓଡିଶା

Odisha

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…

ଢ଼ିଙ୍କିଆ କୁ ଯାଇ ପାରିଲାନି ୧୭ ଜଣିଆ ବିରୋଧୀ ଦଳ କମିଟି; ଅଟକେଇ ଦେଲେ ଗ୍ରାମବାସୀ

ଭୁବନେଶ୍ୱର: ଜେଏସଡବ୍ଲୁ ପ୍ରକଳ୍ପକୁ ବିରୋଧ କରି ଚର୍ଚ୍ଚାରେ ଥିବା ଢ଼ିଙ୍କିଆ ଗ୍ରାମ ଆଜି ବିରୋଧୀ ଦଳ ନେତାଙ୍କୁ ନିରାଶ କରିଛି । ଜେଏସଡବ୍ଲୁ କୁ ବିରୋଧ କରୁଥିବା ରାଜ୍ୟର ୧୩ଟି ବିରୋଧୀ ଦଳର ୧୭ଜଣିଆ କମିଟି ବୁଧବାର ଢ଼ିଙ୍କିଆ ଗସ୍ତରେ ଯାଇ ଅଧା ବାଟରୁ ଫେରିଛି । କମିଟି ନୂଆଗାଁ ଓ ଗୋବିନ୍ଦପୁର…

ପୁଣି ଚାଲିଲା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍

ଭୁବନେଶ୍ୱର: କରୋନା ପରେ ବେଶ୍ ଦାବି ହେଉଥିବା ଖଡ଼ଗପୁର-ଖୋର୍ଦ୍ଧା ରୋଡ଼ ଏକ୍ସପ୍ରେସ୍(୧୮୦୨୧-୨୨) ଟ୍ରେନ୍ ପୁଣି ଚଳାଚଳ ଆରମ୍ଭ କରିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ମେ ୩ ରୁ ଏହି ଟ୍ରେନ ଚଳାଚଳ ଆରମ୍ଭ କରିଛି ଏବଂ ଖଡ଼ଗପୁରରୁ ଭୋର ୪.୪୦ ଓ ଖୋର୍ଦ୍ଧାରୋଡ଼ ରୁ ଅପରାହ୍ନ…

ମଙ୍ଗଳାଯୋଡିରେ ପୃଥିବୀର ପ୍ରଥମ ବେରଙ୍ଗ କାମ ପକ୍ଷୀ ଚିହ୍ନଟ

ଭୁବନେଶ୍ୱର: ପୃଥିବୀର ଏକମାତ୍ର ବେରଙ୍ଗ କାମ ପକ୍ଷୀ ଚିହ୍ନଟ । ଚିଲିକାର ମଙ୍ଗଳାଯୋଡ଼ି ଠାରେ ଏହି ବିରଳ ପକ୍ଷୀ ଚିହ୍ନଟ ହୋଇଛି । ପକ୍ଷୀ ଟି ବିରଳ ନୁହେଁ ବରଂ ତା’ର ବେରଙ୍ଗ ହେବା ଟି ବିରଳ । ୨୦୧୯-୨୦ ରୁ ଅନୁଧ୍ୟାନ କରାଯାଉଥିବା ପକ୍ଷୀ ଟି ଗତ ମେ ୩ରେ କାମ ପକ୍ଷୀ ବୋଲି ସ୍ୱୀକୃତି ପାଇଛି ।…

ଓମ୍ ବିର୍ଲାଙ୍କ ନକଲି ହ୍ୱାଟ୍ସଆପ୍: ଭୋଡାଫୋନ୍, ଜିଓ ଏବଂ ବିଏସଏନଏଲ କୁ କ୍ରାଇମବ୍ରାଞ୍ଚ ଜେରା

ଭୁୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ଙ୍କ ନାଁ ରେ ନକଲି ହ୍ୱାଟ୍ସଆପ୍ ମିଳିବା ପରେ ଫସିଯାଇଛନ୍ତି ତିନି ଟେଲିକମ୍ ନେଟୱର୍କ କମ୍ପାନୀ । ଭୋଡାଫୋନ୍, ବିଏସଏନଏଲ ଏବଂ ଜିଓ ର ଅଧିକାରୀଙ୍କୁ କ୍ରାଇମ ବ୍ରାଞ୍ଚ ନୋଟିସ୍ ଜାରି କରିଛି । ତିନୋଟି ଯାକ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ…

ଜେଏସଡବ୍ଲୁ ପ୍ରକଳ୍ପ ବିରୋଧରେ ଢିଙ୍କିଆ ଲୋକଙ୍କୁ ଉସକାଉଛି ନୂଆଦିଲ୍ଲୀର ଏକ ଏନଜିଓ ?

ପାରାଦ୍ୱୀପ: ଜେଏସଡବ୍ଲୁ  ପ୍ରକଳ୍ପକୁ ବିରୋଧ କରିବାକୁ ନୂଆଦିଲ୍ଲୀରୁ ଆସୁଛି ଟଙ୍କା । ଏକ ଏନଜିଓ ଏଥିପାଇଁ ଢିଙ୍କିଆ ଗାଁର କିଛି ଲୋକଙ୍କୁ ବର୍ଷ ହେବ ଟଙ୍କା ପଠାଉଛି। ଏପରି ଅଭିଯୋଗ ଆଣିଛନ୍ତି ଢିଙ୍କିଆ ଗ୍ରାମର କିଛି ଲୋକେ । ଯେଉଁମାନେ କି ସଂପୃକ୍ତ ଏନଜିଓ ଠାରୁ ପଇସା ପାଇଛନ୍ତି ବୋଲି…

ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବା ଆଶଙ୍କା, ଟୁଇଟ୍ କରି ମନ୍ତ୍ରୀ ଦେଲେ ପରାମର୍ଶ

ଭୁବନେଶ୍ୱର: ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବାତ୍ୟା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବନୁମାନ ଅନୁଯାୟୀ ଆଜି ଘୁର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ୬ ତାରିଖରେ ଏହା ଲଘୁଚାପରେ…

ଦିନରେ ତାତି, ରାତିରେ ପ୍ରବଳ ବର୍ଷା : ବଜ୍ରପାତରେ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଦିନରେ ଗ୍ରୀଷ୍ମ ପ୍ରବାହ, ରାତିରେ ପ୍ରବଳ ବର୍ଷା । ମଙ୍ଗଳବାର ଏପରି କିଛି ଥିଲା ପାଣିପାଗର ମିଜାଜ । ଟୁଇନ ସିଟି ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିଲା । ଯାହାକି ଲୋକଙ୍କୁ ତାତିରୁ ନିଃଶ୍ୱାସ ମାରିବାରେ ସୁଯୋଗ ଦେଇଛି। ତେବେ କାଳବୈଶାଖୀ ପ୍ରଭାବରେ ବିଭିନ୍ନ…

ସାଇଲେଣ୍ଟ ପୋଲିସ୍, ଭାଉଲେଣ୍ଟ ଅପରାଧୀ: ଗହଣା ଦୋକାନୀଙ୍କୁ ଗୁଳି ମାଡ଼

ଭୁବନେଶ୍ୱର: ସୁନା ଦୋକାନୀଙ୍କ ପାଇଁ ହାଇ ଆଲର୍ଟ। ସହରରେ ବିପଦରେ ଗହଣା ବ୍ୟବସାୟୀ। ରାଜଧାନୀରେ ଗୋଟିଏ ପରେ ଗୋଟିଏ ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ। ଏବେଠୁ ସୁନା‌ ଦୋକାନୀଙ୍କ ପାଇ ସତର୍କବାଣି। ହୋଇଯାନ୍ତୁ ସତର୍କ ନଚେତ ପରବର୍ତି ଶିକାର ହୋଇପାରନ୍ତି ଅନ୍ୟ ଗହଣା ଦୋକାନୀ। କାରଣ ଏଠି ପୋଲିସ…

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ର ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ‘ହଲମାର୍କ’ ବ୍ଯବସ୍ଥା ରଖିଛି। ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର…