Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀ ରେ ହଲମାର୍କ ସୁନା ବାଧ୍ୟତାମୂଳକ

ଭୁବନେଶ୍ୱର: ସୁନା ଗହଣା ବିକ୍ରି ରେ କଳା ବଜାରୀ, ଠକେଇ ରୋକିବା ସକାଶେ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଗହଣା ର ଗୁଣବତ୍ତା ଉତ୍ତମନିଶ୍ଚିତ କରିବା ପାଇଁ ବ୍ଯୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ ‘ହଲମାର୍କ’ ବ୍ଯବସ୍ଥା ରଖିଛି। ଏବେ ଏହାକୁ ବାଧ୍ଯତାମୂଳକ କରିଛନ୍ତି କେନ୍ଦ୍ର…

ଏପ୍ରିଲରେ କୋଲ ଇଣ୍ଡିଆର ସର୍ବାଧିକ କୋଇଲା ଉତ୍ପାଦନ; ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ ଉତ୍ପାଦିତ

ଭୁବନେଶ୍ୱର : ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି । ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ ଏବଂ ତାହାର ସହଯୋଗୀ ସଂସ୍ଥା ଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବା ବେଳେ ସିଙ୍ଗରେନି କୋଲେରିଜ କମ୍ପାନୀ ଲିମିଟେଡ ଦ୍ୱାରା ୫୩.୨୩…

ଅକ୍ଷୟ ତୃତୀୟାରେ ମୁଖ୍ୟମନ୍ତ୍ରୀ ଦେଲେ କାଳିଆ ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଅକ୍ଷୟ ତୃତୀୟା ଓ କୃଷକ ଦିବସ ଅବସରରେ ରାଜ୍ୟର କୃଷକ ମାନଙ୍କୁ କାଳିଆ ଯୋଜନାର ସହାୟତା ପ୍ରଦାନ କରିଛନ୍ତି । ଝାରସୁଗୁଡା ବ୍ୟତୀତ ରାଜ୍ୟର ପ୍ରାୟ ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ବ୍ୟାଙ୍କ ଖାତାକୁ ପାଖାପାଖି ୮୦୦ କୋଟି…

ଡେନମାର୍କ ଗସ୍ତରେ ମୋଦି: ଓଡ଼ିଶା ପଟ୍ଟଚିତ୍ର ଦେଖାଇଲେ ଡାନିସ୍ ପ୍ରଧାନମନ୍ତ୍ରୀ ମେଟ୍ଟେ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁରୋପ ଗସ୍ତରେ ଦ୍ୱିତୀୟ ଦିନ ପାଳି ପଡ଼ିଛି ଡେନମାର୍କ । ଜର୍ମାନୀ ରୁ ଡେନର୍ମାକ ଯାଇ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକସେନ ଙ୍କୁ ଭେଟିଛନ୍ତି ମୋଦି । ଦ୍ୱିପାକ୍ଷିକ ଆଲୋଚନା ସହ ୟୁକ୍ରେନ ଯୁଦ୍ଧ ପରିସ୍ଥିତି ବିଷୟରେ ଦୁଇ…

ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି ଡିଏମଏଫ ଟଙ୍କା; ଟ୍ରଷ୍ଟ ସ୍ଥିର କରିବ କେଉଁଠି ହେବ ଖର୍ଚ୍ଚ

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି । ରାଜ୍ୟ ସରକାରଙ୍କ ଅନୁମୋଦିତ କୌଣସି ପ୍ରକଳ୍ପ ରେ ଏହି ଟଙ୍କା ଖର୍ଚ୍ଚ ହୋଇପାରିବନି । ଡିଏମଫ ଟ୍ରଷ୍ଟ ବୋର୍ଡ ଅନୁମୋଦିତ ପ୍ରକଳ୍ପରେ ହିଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ । ଏନେଇ କେନ୍ଦ୍ର ସରକାରଙ୍କ ଖଣିଜ…

ମୋବାଇଲ ଆପ୍ଲିକେସନ ଋଣ ସଂସ୍ଥା ଉପରେ ଇଓଡବ୍ଲୁ ଚଢ଼ଉ: କୋକୋ ଏବଂ ଜୋଜୋ କ୍ୟାସ୍ ସିଜ୍

ଭୁବନେଶ୍ୱର: ମୋବାଇଲ ଆପ୍ଲିକେସନ ଜରିଆରେ ଋଣ ଦେଉଥିବା ଠକ ସଂସ୍ଥାଙ୍କ ଉପରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଭୁବନେଶ୍ୱର ଇଓଡବ୍ଲୁ ‘ମହାଗ୍ରାମ ପେମେଣ୍ଟଓ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାର ୬.୫୭ କୋଟି ଟଙ୍କା ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି । ଏହି…

ମୁକ୍ତାପଶି ଶିଶୁ ହତ୍ୟା ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ଶୁଣାଇଲେ ଏସଡିଜେଏମ

କାମାକ୍ଷାନଗର: ମୁକ୍ତାପଶି ଗ୍ରାମର ୨୦୧୮ ମସିହାରେ ଆଠ ବର୍ଷର ଶିଶୁ ଅପହରଣ ଓ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଛି । କାମାକ୍ଷାନଗର ଏସଡିଜେଏମ କୋର୍ଟ ଅଭିଯୁକ୍ତ ସତ୍ୟ ସ୍ୱରୂପ ସାହୁ ଓରଫ ବାପୁନା କୁ ଆଜୀବନ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କାର ଆର୍ଥିକ ଜରିମନା ଦେବାକୁ ଆଦେଶ…

ବ୍ରଜରାଜନଗର ଉପ-ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ପ୍ରସ୍ତୁତି ବୈଠକ

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ସୋମବାର ଭାରତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ନିର୍ବାଚନ ସୁପରିଚାଳନା ପାଇଁ ମଙ୍ଗଳବାର ଜିଲ୍ଲାପାଳ ଏକ ବୈଠକ କରିଛନ୍ତି । ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ, ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ଜିଲ୍ଲାପାଳ ବୈଠକର…

ଅଧା ରାସ୍ତାରେ ଦୁର୍ଘଟଣା, ଅଧୁରା ରହିଗଲା ଗୁପ୍ତେଶ୍ୱର ଦର୍ଶନ

ଜୟପୁର: ବୋଧ ହୁଏ ଭାଗ୍ୟରେ ନଥିଲା ଗୁପ୍ତେଶ୍ୱର ଦର୍ଶନ । ରାସ୍ତା ମଝିରେ ବାଟ ହୁଡିଥିଲେ ଯମ । ଫେଲ୍ ମାରିଥିଲା ବ୍ରେକ୍‌, ହେଲେ ପାସ୍ କରିଥିଲା ମୃତ୍ୟୁର ଫର୍ମାନ୍ । ଗୁପ୍ତେଶ୍ୱର ଦର୍ଶନ କରିବାକୁ ଘରୁ ବାହାରିଥିବା କିଛି ଲୋକ ଅଧା ରାସ୍ତାରେ ଦୁର୍ଘଟଣାର ଶିକାର ହେବା ପରେ ଶୋକର ବାତାବରଣ…

[ଦେଖନ୍ତୁ ଭିଡିଓ] ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ

ସୁବର୍ଣ୍ଣପୁର : ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଅଖିମୁଠି ଅନୁକୂଳ କରିଛି ଚାଷୀକୂଳ। ମାଟିମାଆକୁ ପୂଜା କରି ଆଜିର ଦିନରେ ଚାଷୀ ଚାଷ ଅନୁକୂଳକରିଥାଏ। ଅନ୍ୟ ସ୍ଥାନ ଭଳି ସୁବର୍ଣ୍ଣପୁରରେ ମଧ୍ୟ ଚାଷୀ ଅଖି ମୁଠି ପର୍ବ ପାଳନ କରିଛି। ସୁ ମଧୁର ହଳିଆ ଗୀତର ସୁରେ ସୁରେ ଜିଲ୍ଲା ପରିଷଦ…