Latest Odisha News

BREAKING NEWS

Browsing Category

ଓଡିଶା

Odisha

ମେଡିକାଲ ଛାତ୍ର ନିଶାନ୍ତ ମୃତ୍ୟୁ ଘଟଣା, ପିଏମଓକୁ ଟ୍ୟାଗ କରି ନ୍ୟାୟ ମାଗିଲେ ବାପା

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ କଲେଜରେ ଦଶ ଦିନ ହେବ ଆଡମିଶନ ନେବା ପରେ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ହରିଆଣାର କର୍ଣ୍ଣାଲ ନିବାସୀ ନିଶାନ୍ତଙ୍କ ମୃତ୍ୟୁର ତଦନ୍ତର ଗତି କୁଆଡେ ଗଲା ତାହା ଏବେ ପ୍ରଶ୍ନ ଘେରରେ । ଏହାରି ଭିତରେ ମୃତକଙ୍କ ବାପା ଓ ପରିବାର ଲୋକେ ନ୍ୟାୟ ପାଇଁ…

କଟକରେ ଅଘଟଣ: ସ୍କୁଲ ବାରଣ୍ଡାରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: ସ୍କୁଲ ବାରଣ୍ଡାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ସଦର ଥାନା ଅନ୍ତର୍ଗତ ଶଂଖତରାସ ହାଇସ୍କୁଲ ବାରଣ୍ଡାରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବେକରେ ରଶି ଲଗାଇ ସେମାନେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତକ ନିକଟସ୍ଥ ଗାଁର ହୋଇଥିବା ସୂଚନା…

ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ: କାଳବୈଶାଖୀ ଯୋଗୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର: ଆସନ୍ତାକାଲିଠାରୁ ତାତିରେ ଲାଗିବ ବ୍ରେକ । କାଳବୈଶାଖୀ ପ୍ରଭାବରେ କମିବ ତାପମାତ୍ରା । ମେ’ ୧ରୁ ୨ ତାରିଖ ମଧ୍ୟରେ ୨ ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିବ ଦିନର ତାପମାତ୍ରା । ଆସନ୍ତାକାଲିଠାରୁ ପାରଦ କମିଥିବାବେଳେ ଆଜିବି କଲବଲ କରିବ ତାତି । ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ…

ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ

ଦିଲ୍ଲୀ: ଆଜି ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ବିଚାରପତି ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗଦେବେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟର ମୁଖ୍ୟ ବିଚାରପତି । ବିଜ୍ଞାନ ଭବନରେ ଆୟୋଜିତ ଏହି ସମ୍ମିଳନୀକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମ୍ମିଳନୀରେ…

ରାଜଧାନୀରେ ଧୋକାବାଜ୍ ପ୍ରେମିକ: ନା ଟଙ୍କା ମିଳୁଛି, ନା ପ୍ରେମିକ ଧରାପଡୁଛି

ଭୁବନେଶ୍ୱର : ମହଙ୍ଗା ପଡ଼ିଲା ନିବିଡ଼ ସମ୍ପର୍କ । କଲେଜର ଯେଉଁ ପୂର୍ବତନ ଛାତ୍ର ସହ ବନ୍ଧୁ ବାନ୍ଧିଥିଲେ ଲେଡ଼ି ଆକାଉଣ୍ଟାଣ୍ଟ, ଆଜି ସେହି ଛାତ୍ର ଲଗାଇଦେଲା ଲକ୍ଷ ଲକ୍ଷ ଟଙ୍କାର ଚୂନ । ଝାଡ଼ଖଣ୍ଡର ଏହି ଯୁବକର ଏଭଳି କାଣ୍ଡ ପରେ ମୁଣ୍ଡରେ ହାତ ଦେଇଛନ୍ତି ଓଡ଼ିଶାର ଜଣେ ବାନ୍ଧବୀ । ଏଭଳି…

ସୁନ୍ଦରଗଡ଼ ସରକାରୀ ମହାବିଦ୍ୟାଳୟ ରୋଡରେ ଗୁଳିମାଡ଼, ଜଣେ ମୃତ

ସୁନ୍ଦରଗଡ : ବିଚ୍ ରାସ୍ତାରେ ପୁଣି ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଲେ ମହାନ୍ତିଆପଡ଼ାର ମୁରାରୀ ତନ୍ତୀ । ସୁନ୍ଦରଗଡ ଟାଉନ ଥାନା ସରକାରୀ କଲେଜ ରାସ୍ତାରେ ନିଜ କାରରୁ ଓହ୍ଲାଇ ଘରକୁ ଯିବାବେଳେ ପଛ ପଟୁ ଦୁଇ ଦୁର୍ବୃତ୍ତ ଆସି ଦୁଇ ରାଉଣ୍ଡ ଫାଇରିଂ କରିଥିବା…

ରାତିରେ ମୋବାଇଲ ସିମ୍ ଦୋକାନ ଉପରେ ରେଡ୍

ଢେଙ୍କାନାଳ: ମୋବାଇଲ ସିମ୍ ଦୋକାନ ଉପରେ ରେଡ୍ । ଗତକାଲି ସଂଧ୍ୟା ସମୟରେ କ୍ରାଇମବ୍ରାଞ୍ଚ ଢେଙ୍କାନାଳରେ ରେଡ୍ କରିଛି । ଢେଙ୍କାନାଳର ସହରର ଟାଉନ ପ୍ଲାନିଂ ଅଂଚଳରେ ରହିଛି ଏହି ସିମ୍ ଦୋକାନ। ସ୍ଥାନୀୟ ପୁଲିସ ସହାୟତାରେ ଆସି କ୍ରାଇମବ୍ରାଞ୍ଚ ଏହି ରେଡ୍ କରିଛି। ଦୋକାନରେ ବସୁଥିବା ଦୁଇ ଜଣ…

ସରିଲା ବିନା ୟୁନିଫର୍ମର ‘ବନବାସ’, ଖାକି ପିନ୍ଧିବେ ଆଇପିଏସ ବୋଥ୍ରା

ଭୁବନେଶ୍ୱର: ଦୁଇ ବର୍ଷରୁ ଅଧିକ ଦିନ ହେବ ଖାକି ବର୍ଦ୍ଦିରେ ନଥିଲେ ଆଇପିଏସ ଅରୁଣ ବୋଥ୍ରା । ଏବେ କିନ୍ତୁ ନୂଆ ନିଯୁକ୍ତି ସହ ଆଇପିଏସ ଅରୁଣ ବୋଥ୍ରାଙ୍କ 'ବନବାସ' ଶେଷ ହୋଇଛି । ସେ ପୁଣିଥରେ ଖାକି ବର୍ଦ୍ଦି ପିନ୍ଧିବେ, ଅପରାଧୀଙ୍କୁ ପାନେ ଦେବେ । ଓଏସଆରଟିସିର ସିଏମଡି ଭାବେ ଦାୟିତ୍ୱ…

ପୁରୀ ଐତିହ୍ୟ ପ୍ରକଳ୍ପ: ଏଏସଆଇ ଅଫିସ ଘେରିଲା ଜଗନ୍ନାଥ ସେନା

ପୁରୀ: ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ତିଆରି ଚାଲିଛି ଖନନ କାର୍ଯ୍ୟ । ଐତିହ୍ୟ ପ୍ରକଳ୍ପ ନିର୍ମାଣ ନାଁରେ ଚାଲିଥିବା ଏହି କାମକୁ  ନେଇ  ବିବାଦ ଲାଗି ରହିଛି । ମୁଖ୍ୟତଃ ପ୍ରକଳ୍ପ ତିଆରି ପାଇଁ ଏଏସଆଇର ଅନୁମତିକୁ ନେଇ ବିବାଦ ରହିଛି । ଏହାରି ଭିତରେ ପୁରୀରେ ଜଗନ୍ନାଥ ସେନା ଏଏସଆଇର…

ବିଜେବି ପରେ ରାଜଧାନୀ କଲେଜରୁ ୬ ଜଣ ନକଲି ଦିବ୍ୟାଙ୍ଗ ଛାତ୍ର ଚିହ୍ନଟ

ଭୁବନେଶ୍ୱର: ବିଜେବି କଲେଜ ପରେ ରାଜଧାନୀ କଲେଜରୁ ଚିହ୍ନଟ ହେଲେ ନକଲି ଭିନ୍ନକ୍ଷମ ଛାତ୍ର । ୬ ଜଣ ନକଲି ଭିନ୍ନକ୍ଷମ ଛାତ୍ର ରାଜଧାନୀ କଲେଜରେ ଚିହ୍ନଟ ହୋଇଛନ୍ତି । କଟକ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦ୍ୱାରା ନକଲି ଛାତ୍ର ଚିହ୍ନଟ ହୋଇଥିବା ଜଣାପଡ଼ିଛି ।…