Latest Odisha News

BREAKING NEWS

Browsing Category

ଓଡିଶା

Odisha

ସିଏମସି ମେୟର ନିର୍ବାଚନ: ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଆଗରେ କଂଗ୍ରେସର ପ୍ରାର୍ଥିନୀ ଗିରିବାଳା ବେହେରା

କଟକ: କଟକ ମହାନଗର ନିଗମ ମେୟର ନିର୍ବାଚନରେ ବିଜେଡି-କଂଗ୍ରେସ ଭିତେ କଡ଼ା ମୁକାବିଲା । ପ୍ରଥମ ରାଉଣ୍ଡରେ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ସୁବାସ ସିଂ । ଦ୍ଵିତୀୟ ରାଉଣ୍ଡରେ ତାଙ୍କୁ ଟପିଛନ୍ତି କଂଗ୍ରେସ ପ୍ରାର୍ଥିନୀ ଗିରିବାଳା ସାହୁ । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ଗଣତିରେ ଆଗରେ ଅଛନ୍ତି…

ପୌର ଭୋଟ ଗଣତି: ବହୁ ଆସନରେ ବିଜେଡ଼ି ଆଗରେ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି  ଆଗୁଆ ଅଛି । କେଉଁ ଆସନରେ କିଏ ଆଗୁଆ ଅଛି :  ଅନୁଗୁଳ- ପୌରାଧ୍ୟକ୍ଷ:- ଅନୁଗୁଳ…

ଯାଜପୁର ଓ ବୌଦ୍ଧ ଏନଏସି ଅଧ୍ୟକ୍ଷ ପଦ ହାତେଇଲା ବିଜେଡି

ଯାଜପୁର/ବୌଦ୍ଧ: ପୌର ନିର୍ବାଚନରେ ଆଜି ଆସିବ ରେଜଲ୍ଟ । ସକାଳ ୮ଟାରୁ ଭୋଟ୍ ଗଣତି ଚାଲିଛି । ପ୍ରାରମ୍ଭିକ ଗଣତିରେ ବିଭିନ୍ନ ଏନଏସି, ମ୍ୟୁନିସିପାଲିଟିରେ ରହିଛନ୍ତି ବିଜେଡି ପ୍ରାର୍ଥୀ । ଯାଜପୁର ଓ ବୌଦ୍ଧ ଜିଲ୍ଲାରେ ଏନଏସି ଅଧ୍ୟକ୍ଷ ନିର୍ବାଚନରେ ବାଜି ମାରିଛି ବଜେଡି । ଏଠାର ଅଧ୍ୟକ୍ଷ ପଦ…

ସିଏମି ମେୟର ନିର୍ବାଚନ: ପ୍ରଥମ ରାଉଣ୍ଡ ସୁଦ୍ଧା ଆଗରେ ବଜେଡି ପ୍ରାର୍ଥୀ ସୁବାସ ସିଂ

କଟକ: କିଏ ହାତେଇବ କଟକ ମହାନଗର ନିଗମ ମେୟର ପଦ ? ଭୋଟ୍ ଗଣତି ସହ ପ୍ରାର୍ଥୀଙ୍କର ହୃତସ୍ପନ୍ଦନ ବଢୁଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା କଟକ ମହାନଗର ନିଗମରେ ବିଜେଡି ଓ କଂଗ୍ରେସ ଭିତରେ ଟକ୍କର ହେଉଛି । ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ସୁବାସ ସିଂ ୩୧୬୦ ଖଣ୍ଡ ଭୋଟ୍…

ଧାମନଗର ଏନଏସିର କାଉଣ୍ଟିଂ ବନ୍ଦ: ସହରରେ ୧୪୪ ଧାରା ଲାଗୁ

ଭଦ୍ରକ : ଭଦ୍ରକ ଜିଲ୍ଲାର ୨ଟି ପୌରପାଳିକା ଓ ଗୋଟିଏ ଏନ୍‌ଏସିରେ ଭୋଟ ଗଣତି ଜାରି ରହିଛି । ମତଦାନ ବେଳେ ବୁଥ୍‌ ସମ୍ମୁଖରେ ଛୁରାମାଡ଼ ପରେ ଧାମନଗର ଏନ୍‌ଏସିରେ ସୁରକ୍ଷା ଦୃଷ୍ଟିରୁ ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସାନି ମତଦାନ ହୋଇନଥିବାରୁ ଏହି ଭୋଟ ଗଣତିକୁ ବନ୍ଦ ରଖାଯାଇଛି । ସେପଟେ…

ପୌର ନିର୍ବାଚନରେ ବି ବିଜେଡି ଆଗରେ: ଦ୍ବିତୀୟ ସ୍ଥାନରେ ବିଜେପି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ପୌର ନିର୍ବାଚନର ମତ ଗଣନା। ଏହାର ପ୍ରାରମ୍ଭିକ ଟ୍ରେଣ୍ଡରୁ ଜଣାପଡ଼ୁଛି ଯେ ଗତ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ବି ବିଜେଡି ଆଗରେ ରହିବ । ତାଜା ତଥ୍ୟ ଅନୁଯାୟୀ, ୮୦ଟି ଭିତରୁ ବିଜେଡି ୫୩ ଟି, ବିଜେପି ୧୯ଟି, କଂଗ୍ରେସ ୩ଟି  ଓ ୫ଟି ସ୍ଥାନରେ…

କାଉନସିଲର ଓ କର୍ପୋରେଟର ଆସନରେ ବହୁ ଆଗରେ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହୋଇଛି । ସାମନାକୁ ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । କାଉନସିଲର ଓ କର୍ପୋରେଟର ଆସନରେ ବିଜେଡି ବହୁ ଆଗରେ ରହିଛି । ବର୍ତ୍ତମାନ ସୁଦ୍ଧା ୩୫୪ ଆସନରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଛନ୍ତି । ସେହିପରି ୬୧ ଆସନରେ ଆଗରେ…

ପୌର ନିର୍ବାଚନ: ୧୦୫ ପୌରାଞ୍ଚଳ ଓ ୩ ମହାନଗର ନିଗମରେ ଆଜି ଆସିବ ରେଜଲ୍ଟ

ଭୁବନେଶ୍ୱର: ଖୋଲିଲା ଇଭିଏମ୍ ପେଡି । ପୌର ନିର୍ବାଚନ ନେଇ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍ ଗଣତି । ୩ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ମପୁର ସମେତ ୧୦୫ଟି ପୌରାଞ୍ଚଳ ପାଇଁ ଭୋଟ୍ ଗଣତି ଚାଲିଛି । ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଟ୍ରେଣ୍ଡ ସାମନାକୁ ଆସିଛି । ଅଧିକାଂଶ ଆଗରେ ରହିଛନ୍ତି…

ମେମୋରୀ ଚିପରେ ଥିଲା ନିରଞ୍ଜନଙ୍କ ସହ ଦୁଇ ଯୁବତୀଙ୍କ ଗାଧୁଆ ଦୃଶ୍ୟ!

ଭୁବନେଶ୍ୱର: ମେମୋରୀ ଚିପ୍ ପାଇଁ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାକୁ ନେଇ ମାନସଙ୍କ ସହଯୋଗୀ ଦେଲେ ଚାଞ୍ଚଲ୍ୟକର ବୟାନ । କହିଲେ ଚିପରେ ଥିଲା ନିରଞ୍ଜନଙ୍କ ସହ ଯୁବତୀଙ୍କ ଗାଧୁଆ ଦୃଶ୍ୟ । ମାନସଙ୍କ ସହଯୋଗୀଙ୍କ ବୟାନ ଏବଂ ଅନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତି କରି ପୋଲିସ ନିରଞ୍ଜନ…

ଦୂତୀଙ୍କ ଆଭିମୁଖ୍ୟକୁ ନିନ୍ଦା କଲେ ଓସିଏ ସମ୍ପାଦକ ସଂଜୟ ବେହେରା ଓ ପୂର୍ବତନ ଭାରତୀୟ କ୍ରିକେଟର୍ ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦଙ୍କୁ ନେଇ ବିବାଦ ଘନେଇବାରେ ଲାଗିଛି । ଆଜି ଦୂତୀଙ୍କର ଏକ ଫେସବୁକ୍ ପେଜ ପୋଷ୍ଟ ସାରା ଓଡିଶାରେ ହଟଚମଟ ସୃଷ୍ଟି କରିଛି । ଜଣେ ସଫଳ ଅଲିମ୍ପିଆନ୍ ଭାବେ ସେ ରାଜ୍ୟ ସରକାରଙ୍କଠାରୁ ଯଥେଷ୍ଟ ସମ୍ମାନ ଓ ପୁରସ୍କାର ପାଇଛନ୍ତି । ତଥାପି ଓଡିଶା…