Latest Odisha News

BREAKING NEWS

Browsing Category

ଓଡିଶା

Odisha

ନନ୍ଦନକାନନରେ ତୃତୀୟଥର ପାଇଁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

ଭୁବନେଶ୍ୱର : ନନ୍ଦନକାନନରେ ଖୁସି ଖବର ଆଣିଲା ସିଂହୀ ବିଜଲୀ ।ତୃତୀୟ ଥର ପାଇଁ ମା’ ହୋଇଛି ସିଂହ ବିଜଲୀ । ଆଜି ଭୋରର ୨.୧୫ ମିନିଟ୍ ସମୟରେ ବିଜଲୀ ଏକ ଶାବକ ଜନ୍ମ ଦେଇଛି । ପୂର୍ବରୁ ବିଜଲୀ ୪ଟି ଶାବକ ଜନ୍ମଦେଇଥିଲା । ସେମାନଙ୍କ ମଧ୍ୟରୁ ୨ ଟି ମୃତ୍ୟୁ ଘଟିଥିବା ବେଳେ ୨ ଟି ଶାବକ ବଡ…

ଜି.ଉଦୟଗିରିରେ ଜମୁଛି ପ୍ରଚାର, ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀମାନେ

କନ୍ଧମାଳ : ପ୍ରଚାରରେ କମ୍ପୁଛି ଗାଁ ଗଣ୍ଡା । ଆସନ୍ତା ୨୪ ତାରିଖରେ ଜି ଉଦୟଗିରି ଏନଏସିରେ ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ମଇଦାନକୁ ଓହ୍ଲାଇଥିବା ପ୍ରାର୍ଥୀମାନେ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି ।ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି ବିଜେଡି ଓ କଂଗ୍ରେସ ନିଜ ନିଜ ରଣନୀତି ଆରମ୍ଭ…

୧୦୯ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ସମ୍ବନ୍ଧ ପ୍ରାଇଭେଟ ଲିମିଟେଡର ଏମଡି ଗିରଫ

ଭୁବନେଶ୍ୱର : ଠକେଇ ମାମଲାରେ ଗିରଫ ହେଲେ ସମ୍ବନ୍ଧ ଫିନସର୍ଭ ପ୍ରାଇଭେଟ ଲିମିଟେଡର ଏମଡି ଦୀପକ କିଣ୍ଡୋ । ୧୦୯ କୋଟିରୁ ଉଦ୍ୱର୍ ଟଙ୍କା ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଦୀପକ କିଣ୍ଡୋ ହେଉଛନ୍ତି ପୂର୍ବତନ ଆଇଏସ୍ ଅଧିକାରୀ ସ୍ୱର୍ଗତ ଲିଭନଓ କିଣ୍ଡୋଙ୍କ ପୁଅ । କ୍ରାଇମବ୍ରାଞ୍ଚର…

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ , ବ୍ୟାରିକେଡ ଭାଙ୍ଗି ଧସେଇ ପଶିଲେ ଭକ୍ତ

ପୁରୀ : ପୁରୀରେ ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ।ମହାପ୍ରଭୁଙ୍କ ରାଜାରାଜେଶ୍ୱର ବେଶ ଅର୍ଥାତ୍ ସୁନେବେଶ ଥିବାରୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା । ଏହି ସମୟରେ ନୀତିକାନ୍ତି ବିଳମ୍ବ ହେବାରୁ ଶ୍ରୀମନ୍ଦିର ଭିତରକୁ ବ୍ୟାରିକେଟ ଭାଙ୍ଗି ଧସେଇ ପସିଛନ୍ତି ଭକ୍ତମାନେ । ସିଂହଦ୍ୱାର ସମ୍ମୁଖ…

ରାଉରକେଲାରେ ନିର୍ମାଣାଧୀନ ହକି ଷ୍ଟାଡିୟମର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

ରାଉରକେଲା  : ରାଉରକେଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ୫- ଟି ସଚିବ ଭିକେ ପାଣ୍ଡିଆନ୍ ।ରାଉରକେଲାର ବିପିୟୁଟି ପରିସରରେ ନିର୍ମାଣାଧିନ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟ ଶାସନ ଓ ୫- ଟି ସଚିବ । ଷ୍ଟାଡିୟମ୍ ପରିସର ବୁଲିଦେଖିବା…

ରାୟଗଡା ଶିକରପାଇ ଗାଁରେ ଅଗ୍ନିକାଣ୍ଡ ଘଟଣା : ପରିବାରର ୫ ଜଣ ସଦସ୍ୟଙ୍କ ମଧ୍ୟରୁ ୨ ମୃତ

ରାୟଗଡା  : ରାୟଗଡା କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁରେ ବେକେରୀରେ ଅଗ୍ନିକାଣ୍ଡ ଘଟଣା । ଅଗ୍ନିକାଣ୍ଡ ପରେ ଗୋଟିଏ ପରିବାରର ୨ ଜଣ ସଦସ୍ୟଙ୍କ ଆଜି ମୃତ୍ୟୁ ହୋଇଯାଇଛି । ଆଉ ୩ ଜଣ ଗୁରୁତର ଅବସ୍ଥାରେ ମରଣ ସହ ସଂଗ୍ରାମ କରୁଛନ୍ତି । ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଗତକାଲି…

ଦିନକ ପରେ ରଙ୍ଗର ପର୍ବ ହୋଲି , ଚାରିଆଡେ ଉତ୍ସବର ମାହୋଲ

ଭୁବନେଶ୍ୱର : ଦିନକ ପରେ ହୋଲି ।ଏନେଇ ଉତ୍ସବ ମୁଖର ରାଜଧାନୀ । ଚାରିଆଡେ ଉତ୍ସବର ମାହୋଲ । କେମିତି ରାତି ପାହିବ ଆଉ ହୋଲି ଖେଳ ହେବ। ଏନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି । ମହାମାରୀ କରୋନା ହୋଲି ଖେଳକୁ ଫିକା ପକାଇଦେଇଥିଲା । ହେଲେ ଚଳିତ ଥର ସଂକ୍ରମଣ ହ୍ରାସ ପାଇଛିା ତେଣୁ ଭଲକରି ହୋଲିଖେଳ…

ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ଦୋଳ ପୂର୍ଣ୍ଣିମା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ଦୋଳ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଛନ୍ତି ।ଏନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ…

୪୦ ଡିଗ୍ରୀ ପାର କଲା ଦୁଇଟି ଜିଲ୍ଲା

ଭୁବନେଶ୍ୱର: ସାରା ରାଜ୍ୟରେ ଖରା ତା’ ସାଙ୍ଗକୁ ଅସହ୍ୟ ତାତି ବଢିବାରେ ଲାଗିଛି । ଆଜି ରାଜ୍ୟର ୨ଟି ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ବଲାଙ୍ଗୀର ସବୁଠାରୁ ଉତ୍ତପ୍ତ ଜିଲ୍ଲା ହୋଇଛି। ବଲାଙ୍ଗୀରରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ କରାଯାଇଛି। ସେହିପରି ବୌଦ୍ଧ ଜିଲ୍ଲାରେ…

[ଭିଡିଓ] କୋରାପୁଟ: ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାର ରାୟ ଶୁଣାଣି

କୋରାପୁଟ: କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳର ଜଣେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଆଜି ରାୟ ଶୁଣାଣି ହୋଇଛି । ଆଡହକ ଆଡିସନାଲ ସେସନ ଜଜ, ଫାଷ୍ଟଟ୍ରାକ ସ୍ପେସିଆଲ କୋର୍ଟ ଜୟପୁର ପ୍ରଦୀପ କୁମାର ସାସମଲ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଶୁଣାଣି କରିଛନ୍ତି । ଅଭିଯୁକ୍ତ…