Latest Odisha News

BREAKING NEWS

Browsing Category

ଓଡିଶା

Odisha

ରମାଦେବୀ ବିଶ୍ୱବିଦ୍ୟାଳୟର ୨ ଦୃଷ୍ଟିହୀନ ଛାତ୍ରୀ ନିଖୋଜ ଘଟଣା , ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର

ଭୁବନେଶ୍ୱର : ରମାଦେବୀ ବିଶ୍ୱବିଦ୍ୟାଳୟ ନିଖୋଜ ଦୁଇଜଣ ଛାତ୍ରୀ ଉତ୍ତରପ୍ରଦେଶ ମଥୁରାରୁ ଉଦ୍ଧାର ହୋଇଛନ୍ତି । ମଥୁରା ଷ୍ଟେସନରୁ ଛାତ୍ରୀ ଦୁଇଜଣଙ୍କୁ ଉଦ୍ଧାର କରିଛି ରେଲୁୱେ ପୋଲିସ । ସେପଟେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କୁ ଆଣିବା ପାଇଁ ଉତ୍ତରପ୍ରଦେଶ ଯାଇଛି କମିଶନରେଟ୍ ପୋଲିସ ଟିମ୍ । ସୂଚନା…

ବିଜେଡିରୁ ଆଉ ୨ ନେତା ସସପେଣ୍ଡ

ଭୁବନେଶ୍ୱର: ଆକ୍ସନମୁଡରେ ବିଜେଡି । ବିଶୃଙ୍ଖଳିତ ନେତାଙ୍କ ଉପରେ ପଡୁଛି ଶୃଙ୍ଖଳା ଛାଟ । ଦଳ ବିରୋଧୀ କାମ ପାଇଁ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଏନଏସିର ଦୁଇ ଜଣ ନେତାଙ୍କୁ ଦଳରୁ ସସପେଣ୍ଡ କରିଛି ବିଜେଡି । ସେମାନେ ହେଲେ ନିହାର ହୋତା ଓ ସନ୍ତୋଷ ହୋତା । ସେମାନଙ୍କୁ ଦଳରୁ ନିଲମ୍ବନ କରିଛନ୍ତି…

୨୧ ତାରିଖରେ ବଙ୍ଗୋପସାଗରରେ ବାତ୍ୟା, ୨୩ରେ ଲ୍ୟାଣ୍ଡଫଲ୍: କୁଆଡ଼େ ଯିବ ଜାଣନ୍ତୁ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇ ସାମୁଦ୍ରିକ ଝଡ଼ର ରୂପ ନେବ । ଆସନ୍ତା ୨୧ ତାରିଖରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଆଣ୍ଡୋମାନ ନିକୋବର ନିକଟରେ ୧୯ ତାରିଖରେ ଓ୍ୱେଲ୍ ମାର୍କଡ ଲୋ ପ୍ରେସର ହେବ ଲଘୁଚାପ । ଧୀରେ ଧୀରେ ଘନୀଭୂତ ହୋଇ ୨୦ ତାରିଖରେ ଡିପ୍ରେସନ୍ ହେବ । ୨୧ ତାରିଖରେ…

ଗାଁରେ ଭୟାବହ ଅଗ୍ନିକାଣ୍ଡ, ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର

ଗୁଣପୁର : ଗାଁରେ ଭୟାବହ ଅଗ୍ନିକାଣ୍ଡ । ଘରଦ୍ୱାର ପୋଡି ଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ଗୁଣପୁର ଚିନାରୀଗୁଡ଼ା ଗାଁରେ ଘଟିଛି ଏହି ଅଘଟଣ। ଗାଁରେ ପ୍ରାୟ ୧୫ରୁ ଅଧିକ ଘର ପୋଡି ଜଳି ଛାରଖାର ହୋଇଯାଇଛି । ଅଗ୍ନିକାଣ୍ଡର ଭୟାବହତା ଏତେ ଅଧିକ ଥିଲା କିଛି ସମୟ…

ନୂଆପଡାରେ ରାଜନୈତିକ ହିଂସା ପରାଜିତ ପ୍ରାର୍ଥୀଙ୍କ ଘରେ ଗୁଳିମାଡ

ନୂଆପଡା : ପଞ୍ଚାୟତ ନିର୍ବାଚନ ସରିଲାଣି ।ହେଲେ ଥମୁନି ରାଜନୈତିକ ହିଂସା । ନୂଆପଡା ଜିଲ୍ଲା ଲଖନା ଥାନା କୁରୁମପୁରୀ ପଂଚାୟତ ର ଲିମଡିହି ଗାଁ ରେ ୱାର୍ଡ ମେମ୍ବର ନିର୍ବାଚନକୁ କେନ୍ଦ୍ରକରି ଗୁଳି ମାଡ ହୋଇଥିବା ଅଭିଯୋଗ ହୋଇଛି,। ଗୁଳିମାଡରେ ରୁପେସ ସାହୁ ନାମକ ଜଣେ ଯୁବକ ଗୁରୁତର…

ମାଆକୁ ହାଣି ହତ୍ୟା କଲା ପୁଅ, ବାପା ଓ ସ୍ତ୍ରୀ ଗୁରୁତର

ପୁରୀ: ପାରିବାରିକ କଳହର ଭୟାଙ୍କର ପରିଣତି । ରାଗରେ ବାପା, ମାଆ ଓ ସ୍ତ୍ରୀକୁ ହାଣିଲା ପୁଅ । ପୁରୀ ତାଳବଣିଆ ସୁଭଦ୍ରାନଗରରେ ଏହି ଘଟଣା ଘଟିଛି । ଆକ୍ରମଣରେ ମାଆଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୁଲିଳତା ଦୀକ୍ଷିତ । ଆକ୍ରମଣରେ ବାପା ଓ ସ୍ତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ…

ପୁରୀରେ ସେବାୟତଙ୍କୁ ଗୁଳି କରି ହତ୍ୟା

ପୁରୀ: ସେବାୟତଙ୍କୁ ହତ୍ୟା । ପୁରୀରେ ପୁଣି ଫୁଟିଲା ଗୁଳି । ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଟାଉନ୍ ଥାନା ଅନ୍ତର୍ଗତ ବାରବାଟୀ ଜାଗା ପରିସରରେ ତାଙ୍କ ଉପରେ ଗୁଳିମାଡ଼ ହୋଇଛି । ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି…

ଆଜିଠୁ ତାତିରେ ସିଝିବ ଓଡ଼ିଶା: ୩ ଦିନ ହିଟଓ୍ୱେଭ୍ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଜିଠୁ ତାତିରେ ସିଝିବ ଓଡ଼ିଶା । ୩ ଦିନ ତାପମାତ୍ରା ବଢ଼ିବ । ୪୦ ଡିଗ୍ରୀ ପାର କରିଯିବ ଦିନର ତାପମାତ୍ରା । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଉତ୍ତପ୍ତ ବାୟୁ ରାଜ୍ୟ ଭିତରକୁ ପ୍ରବେଶ କରିବ । ଫଳରେ ଆଜିଠୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ହିଟେଓ୍ଵଭ୍‌…

ଠକ ଡାକ୍ତର ରମେଶ ସ୍ୱାଇଁର ମିଛଧରା ପରୀକ୍ଷାରେ ୯୦ ପ୍ରଶ୍ନ

ଭୁବନେଶ୍ୱର: ୧୮ ମହିଳାଙ୍କ ରସିକିଆ ସ୍ୱାମୀ ରମେଶ ସ୍ୱାଇଁର ଆଜି ହେବ ମିଛଧରା ପରୀକ୍ଷା । ଝାରପଡା ଜେଲରୁ ଆଣି ରାଜ୍ୟ ଫୋରେନସିକ ଲାବକୁ ରମେଶକୁ ଆଣିବ ପୁଲିସ । ମହିଳାଙ୍କୁ ବିବାହ, ଡାକ୍ତରୀ ପାଠ ପଢା ନାଁରେ ଠକେଇ, ଚାକିରି କରାଇଦେବା ନାଁରେ ଚୂନ ଲଗାଇବା ସହିତ ଅନେକ ବ୍ୟବସାୟୀଙ୍କୁ ଠକେଇ…

ପୁଣି ନନ୍ଦନକାନନରେ ପଶିଲେ ଜଙ୍ଗଲୀ ହାତୀ, ବାହାର କରିବାକୁ କସରତ

ଭୁବନେଶ୍ୱର: ନନ୍ଦନକାନନରେ ପୁଣି ପଶିଲେ ଜଙ୍ଗଲୀ ହାତୀ । ଆଜି ଦୁଇଟି ହାତୀ ଚିଡିଆଖାନା ଭିତରେ ପ୍ରବେଶ କରିଛନ୍ତି । ସେମାନେ ଏବେ ବାଘ ସଫାରୀ ପଛ ପଟ ଜଙ୍ଗଲରେ ଥିବା ଜଣାପଡ଼ିଛି । ହାତୀଙ୍କୁ ବାହାର କରିବା ପାଇଁ ଲାଗିଛନ୍ତି ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ । ଗତ ୮ ତାରିଖରେ ନନ୍ଦନକାନନରେ…