Latest Odisha News

BREAKING NEWS

Browsing Category

ଓଡିଶା

Odisha

ଜମୁଛି ପ୍ରଚାର ,ହାଟ ବଜାର ବୁଲି ଭୋଟ ଭିକ୍ଷା କରୁଛନ୍ତି ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ପ୍ରଚାର ଜୋରଦାର । ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡି ପ୍ରାର୍ଥୀ କରିଥିବା ମେୟର ପ୍ରାର୍ଥୀନୀ ସୁଲୋଚନା ଦାସ ଜୋରଦାର ପ୍ରଚାର ଜାରି ରଖିଛନ୍ତି ।ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଚାଲିଛି ଅଭିନବ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମର ପାର୍କ ଚା…

ବିଜାପୁରରେ ଏନକାଉଣ୍ଟର ,ହାର୍ଡକୋର ମାଓବାଦୀ ନିହତ

ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁରରେ ଗୁଳିବିନିମୟ । ପୋଲିସ ଗୁଳିରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ସୂଚନା । ମୃତ ମାଓବାଦୀ ଜଣକ ହେଉଛନ୍ତି ବିଜାପୁର ନକ୍ସଲ ସଙ୍ଗଠନର ଡେପୁଟି କମାଣ୍ଡର ରିତେଶ ପୁନେମ । ଘଟଣା ସ୍ଥଳରୁ ବହୁ ପରିମାଣର ବିସ୍ପୋରୋକ ସହ ମାଓ…

ଏପ୍ରିଲ ୨୯ରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା, ଅଫଲାଇନରେ ଏକଜାମ୍

ଭୁବନେଶ୍ୱର: ଚଳିତ ବର୍ଷ ଅଫଲାଇନରେ ହେବ ମାଟ୍ରିକ ପରୀକ୍ଷା । ବଡ଼ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଏପ୍ରିଲ ୨୯ରୁ ପରୀକ୍ଷା ଆରମ୍ଭ ହୋଇ ମେ’ ୬ ପର୍ଯ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା । ନିଜ ସ୍କୁଲରେ ପରୀକ୍ଷା ହୋଇ ନ ପାରିଲେ ନିକଟତମ ସ୍କୁଲରେ ହେବ ପରୀକ୍ଷା ।…

ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ କରାଯିବ । ସମେଟିଭ୍ ଆସେସମେଣ୍ଟ ପରୀକ୍ଷା-୨ ସବୁ ପିଲାଙ୍କ ପାଇଁ ବାଧ୍ୟତାମୂଳକ । ଯଥାସମ୍ଭବ ପରୀକ୍ଷାଗୁଡ଼ିକ ନିଜ ସ୍କୁଲରେ କରାଯିବ ।…

ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ସିଧାମଳା ବ୍ରିଜ୍ ଉପରୁ ମହାନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଯୁବକଙ୍କୁ ୨୫ ବର୍ଷ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ସକାଳ ପ୍ରାୟ ୯ଟା ବେଳେ ଯୁବକ…

ଆଉ କିଛି ସମୟ ପରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆଉ କିଛି ସମୟ ପରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଦିନ ୧୨ଟାରେ ସେ ପ୍ରେମସିଟରେ ସୂଚନା ଦେବେ । କଣ କହିବେ ମୁଖ୍ୟ ଶାସନ ସଚିବ ତାଉପରେ ସମସ୍ତଙ୍କର ନଜର ରହିଛି । ଏବେ ରାଜ୍ୟରେ କୋଭିଡ୍ ସଂକ୍ରମଣ…

ବେଆଇନ ଗୋରୁ ଚାଲାଣ; ୫୦ ଗୋରୁ ଉଦ୍ଧାର, ୪ ଗିରଫ

ମାହାଙ୍ଗା : ବେଆଇନ ଗୋଚାଲଣ କରିବା ମହଙ୍ଗା ପଡିଲା । ଗୁରୁବାର ବିଳମ୍ବିତ ରାତିରେ ମାହାଙ୍ଗା ବାଲିଚନ୍ଦ୍ରପୁର ନଳିପୁର ଜାତୀୟ ରାଜପଥ ନିକଟରୁ ୫୦ରୁ ଅଧିକ ଗୋରୁ ଉଦ୍ଧାର ହୋଇଛନ୍ତି । ବେଆଇନ ଗୋ ଚାଲାଣ ମାମଲାରେ ଡ୍ରାଇଭର ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ ।ଉଦ୍ଧାର ହୋଇଥିବା ଗୋରୁଙ୍କୁ…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…

ଜଙ୍ଗଲରୁ ଲିଭୁନି ନିଆଁ, ସଙ୍କଟରେ ବନ୍ୟ ଜନ୍ତୁ

କେନ୍ଦୁଝର :ଜଙ୍ଗଲରୁ ଲିଭୁନି ନିଆଁ । କିଛି ଦିନ ଧରି ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାରେ ନାଁ ନେଉନି । ଏନେଇ ସଙ୍କଟରେ ପଡିଛନ୍ତି ବନ୍ୟ ପ୍ରାଣୀ। ଜଳୁଛି ତେଲକୋଇ ସଂରକ୍ଷିତ ଜଙ୍ଗଲ । ନିଆଁର ଆଁ ଭିତରେ ରହିଛି କୁଇଲିସୂତା ଗାଁର ମାଟିହୁଳି ଜଙ୍ଗଲ । ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ ।…

ଟାଟା ପାଓ୍ୱାର ଜେନେରାଲ୍ ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ରେଡ୍

ସମ୍ୱଲପୁର: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିତରଣକାରୀ ସଂସ୍ଥାର ଜେନେରାଲ୍ ମ୍ୟାନେଜର । ଟାଟା ପାଓ୍ୱାର ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିଃର ଜେନେରାଲ୍ ମ୍ୟାନେଜର ସନ୍ତୋଷ କୁମାର ଦର୍ଜିଙ୍କ ଘରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଝା ମାରିଛି ଭିଜିଲାନ୍ସ । ସମ୍ୱଲପୁର ଓ…