Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ୱାଭାବିକ ହେଲା ମା’ ତାରିଣୀଙ୍କ ଦର୍ଶନ ,ଭୋଗଲାଗି କରିପାରିବେ ଭକ୍ତ

କେନ୍ଦୁଝର : ଶ୍ରଦ୍ଧାଳୁଙ୍କ ପାଇଁ ଆସିଲା ଖୁସିଖବର । ଏଣିକି ଘଟଗାଁ ପୀଠରେ ମା’ ତାରିଣୀଙ୍କ ପାଖରେ ଭୋଗଲାଗି କରିପାରିବେ ଶ୍ରଦ୍ଧାଳୁ । ଏନେଇ ପୂର୍ବରୁ ଥିବା କଟକଣାକୁ ହଟାଇ ଦେଇଛି ଜିଲ୍ଲା ପ୍ରଶାସନ । ଯାହାଫଳରେ ଭକ୍ତ ମାନେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ସହ ଭୋଗ ଲାଗି କରିପାରିବେ ।…

ଜଳୁଛି ଜଙ୍ଗଲ ସଙ୍କଟରେ ବନ୍ୟଜନ୍ତୁ : ନିଆଁରେ ମୂଲ୍ୟବାନ ଗଛଲତା ଜଳି ନଷ୍ଟ

ତେଲକୋଇ : ହୁତୁ ହୁତୁ ହୋଇ ଜଳୁଛି ଏକର ଏକର ଜଙ୍ଗଲ । ନିଆଁର ଆଁ ଭିତରେ ତେଲକୋଇ ବନାଞ୍ଚଳ। ଜଳୁଛି ଜଙ୍ଗଲ ଆଉ ସଙ୍କଟରେ ବନ୍ୟଜନ୍ତୁ । ତେଲକୋଇ ରେଞ୍ଜ ଅଧିନ କରଦାଙ୍ଗି ପଞ୍ଚାୟତ ଶ୍ରୀଧରପୁର ଗାଁ ନିକଟ ମାଙ୍କଡଚୁଆ ସଂରକ୍ଷିତ ଜଙ୍ଗଲରେ ଲାଗିଛି ନିଆଁ । ଜଙ୍ଗଲ ନିଆଁ ରେ ମୂଲ୍ୟବାନ ଗଛଲତା…

ରାଜ୍ୟରେ ଆଉ ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ନକଲି ଡାକ୍ତର ରମେଶ ସ୍ୱାଇଁ , ଆଜିଠୁ ୫ ଦିନିଆ ରିମାଣ୍ଡ

ଭୁବନେଶ୍ୱର : ଆଜିଠୁ ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ନିଜକୁ ଜଣେ ଡାକ୍ତରର ପରିଚୟ ଦେଇ ଏକାଧିକ ବିବାହ ସାଙ୍ଗକୁ ଲୁଟପାଟ କରୁଥିଲା। ଧରା ପଡ଼ିବା ପରେ ସବୁ ଗୁମର ଧୀରେ ଧୀରେ ବାହାରକୁ ଆସିଛି । ଏହି ନକଲି ଡାକ୍ତରକୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ଅଣାଯିବ । ଗୌହାଟୀର…

ୟୁକ୍ରେନର ଚର୍ନିହିବ ସହରରେ ଋଷର ସବୁଠାରୁ ବଡ଼ ଏୟାରଷ୍ଟ୍ରାଇକ : ୩୩ ମୃତ

ଦିଲ୍ଲୀ: ବେଲାରୁସ ସୀମାରେ ଦୁଇଦେଶ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଜାରି ରହିଥିବାବେଳେ ୟୁକ୍ରେନ ଉପରେ ଋଷର ଆକ୍ରମଣ ଦ୍ୱିତୀୟ ଦିନରେ ପଂହଚିଛି । ୟୁକ୍ରେନର ଚର୍ଣ୍ଣିହିବରେ ଋଷ ସବୁଠାରୁ ବଡ ଏୟାରଷ୍ଟ୍ରାଇକ କରିଛନ୍ତି । ଏଥିରେ ୩୩ ଜଣ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇଛନ୍ତି ।…

ସ୍ୱତନ୍ତ୍ର ବେସାମରିକ ବିମାନ ଜରିଆରେ ୟୁକ୍ରେନରୁ ଫେରିଲେଣି ୬୨୦୦ରୁ ଅଧିକ ଭାରତୀୟ

ଭୁବନେଶ୍ୱର: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ‘ଅପରେସନ ଗଙ୍ଗା’ ଅଧୀନରେ ଭାରତ ଏକ ବ୍ୟାପକ ଉଦ୍ଧାର ଅଭିଯାନ ଜାରି ରଖିଛି । ଦ୍ରୁତ ଗତିରେ ଭାରତୀୟମାନଙ୍କୁ ଫେରାଇ ଆଣିବା ଲାଗି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ନିବିଡ଼ ସହଯୋଗରେ ବୈଦେଶିକ ବ୍ୟାପାର…

AIIMSରେ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର କ୍ଲିନିକ୍ କାର୍ଯ୍ୟକ୍ଷମ

ଭୁବନେଶ୍ୱର: ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବା ସହିତ ବାର୍ଦ୍ଧକ୍ୟ ରୋଗ ଜନିତ ଚିକିତ୍ସା ନିମନ୍ତେ AIIMS ଭୁବନେଶ୍ୱରର ମେଡିସିନ୍ (ଭେଷଜ) ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର କ୍ଲିନିକ୍ ସେବା ଆରମ୍ଭ କରିଛି। ଚଳିତ ମାସ ପହିଲାରୁ କାର୍ଯ୍ୟାରମ୍ଭ କରିଥିବା ଏହି…

ରାଜଧାନୀରୁ ନକଲି ସିବିଆଇ ଅଫିସର ଗିରଫ

ଭୁବନେଶ୍ୱର: ସିବିଆଇ ଅଫିସର କହି ଠକୁଥିଲା । ଧରିଦେଲା ପୋଲିସ । ରାଜଧାନୀରେ ନକଲି ସିବିଆଇ ଅଧିକାରୀକୁ ତମାଣ୍ଡୋ ଥାନା ପୋଲିସ ଗିରଫ କରିଛି । ଅଭିଯୁକ୍ତର ନାଁ ହେଉଛି ନିଖିଲ ସ୍ୱାଇଁ । ନିଖିଳ ନିରିହ ଲୋକଙ୍କୁ ମିଛ ପରିଚୟ ଦେଇ ଠକୁଥିଲା । ବିଶେଷକରି ଲୋକଙ୍କୁ ସିବିଆଇ ଅଫିସର କହି ଟାର୍ଗଟ…

କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ

ଭୁବନେଶ୍ୱର : କଥକ ନୃତ୍ୟଶିଳ୍ପୀ ଆଦିତିଙ୍କୁ ମିଳିବ ମାହାରୀ ସମ୍ମାନ। ଚଳିତଥର ମର୍ଯ୍ୟାଦା ଜନକ ମାହାରୀ ସମ୍ମାନ ପାଇଁ ବିଶିଷ୍ଟ କଥକ ନୃତ୍ୟ ଶିଳ୍ପୀ ଆଦିତି ମଙ୍ଗଳ ଦାସ ମନୋନୀତ ହୋଇଛନ୍ତି। ଗୁରୁ ପଙ୍କଜ ଚରଣ ଓଡ଼ିଶୀ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପ୍ରଦାନ କରଯାଉଥିବା ଏହି ସମ୍ମାନ ପ୍ରଦାନ…

[ଦେଖନ୍ତୁ ଭିଡିଓ] ୟୁକ୍ରେନରୁ ଫେରିଲେ ବରଗଡ଼ର ୨ ଛାତ୍ର

ବରଗଡ଼ : ଚାଲିଛି ଘମାଘୋଟ ଯୁଦ୍ଧ। ଲଢେଇରେ କେହି ବି ପଛକୁ ହଟିବାର ନାହିଁ। ଋଷ-ୟୁକ୍ରେନ୍ ଯୁଦ୍ଧକୁ ୮ଦିନ ହୋଇଥିବା ବେଳେ ଦିନକୁ ଦିନ ପରିସ୍ଥିିତି ଜଟିଳ ହେବାରେ ଲାଗିଛି । ସେପଟେ ୟୁକେନକୁ ଡାକ୍ତରୀ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଭାରତକୁ ଫେରିବାରେ ଲାଗିଛନ୍ତି । ସେମାନଙ୍କ ପାଇଁ…