Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀରେ ସିରିଜ୍ ଦୁର୍ଘଟଣା: ୪ ଗରୁତର, କାର ଜବତ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଜୟଦେବ ବିହାରରୁ ଜାଭିୟର ଛକ ପର୍ଯ୍ୟନ୍ତ ଦୁର୍ଘଟଣା । ଦୁର୍ଘଟଣା ଘଟାଇଲା ମଦ୍ୟପ କାର୍ ଚାଳକ । ଏଥିରେ ୪ ଜଣ ଗରୁତର ଥିବା ଜଣା ପଡ଼ିଛି । ସୂଚନା ଅନୁସାରେ, ଜଣେ ମଦ୍ୟପ କାର ଡ୍ରାଇଭର ଜୟଦେବ ବିହାରରୁ ଜାଭିୟର ପଟେ ଯାଉଥିଲେ । ମଦ୍ୟପ କାର ଚାଳକ…

[ଦେଖନ୍ତୁ ଭିଡିଓ] ଗୁଣି ଗାରେଡି ସନ୍ଦେହରେ ବୋମା ମାଡ଼, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ

ଢେଙ୍କାନାଳ: ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ । ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୫ ଜଣ ସଦସ୍ୟ । ଘଟଣା ଘଟିଛି ଢେଙ୍କାନାଳ କାମାକ୍ଷାନଗର ଥାନା ମହୁଲପାଳ ଗାଁରେ । ଗୁଣିଗାରେଡିକୁ ସନ୍ଦେହ କରି ବୋମା ମାଡ କରାଯାଇଥିବା ହୋଇଛି ଅଭିଯୋଗ । ଘଟଣା ନେଇ ୨ ଜଣଙ୍କୁ ଅଟକ ରଖିଛି ପୁଲିସ୍…

ବିଜେପି ପକ୍ଷରୁ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାରେ ଅନୁ ଓ ଲେଖାଶ୍ରୀଙ୍କ ନାଁ

ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳ ରଣନୀତି ଆରମ୍ଭ କରି ସାରିଲେଣି । ଚଳିତ ଥର ପୌର ନିର୍ବାଚନରେ ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।ଏନେଇ ରାଜ୍ୟ ବିଜେପି ଦଳରେ ଆରମ୍ଭ ହୋଇଯାଇଛି ମେୟର ପ୍ରାର୍ଥୀ ଖୋଜା । ବିଜେଡିକୁ କିଭଳି ଟକ୍କରେ ଦେବେ ସେନେଇ ବିଜେପି ଏଥର ଦମଦାର…

କଳାହାଣ୍ଡିରେ ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ

କଳାହାଣ୍ଡି : ମୃଦୁ ଭୂକମ୍ପରେ ଥରିଲା କଳାହାଣ୍ଡି । କଳାହାଣ୍ଡିରେ ଗୁରୁବାର ସାମାନ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ସକାଳ ପ୍ରାୟ ୧୧.୩୦ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୫ ଥିବା ଜଣାପଡିଛି । ଭୂକମ୍ପର କେନ୍ଦ୍ର ଅକ୍ଷାଂଶ…

ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁ ଅଭିଯୋଗ, ଫାର୍ମାସିଷ୍ଟକୁ ମାଡ ମାରିଲେ ଗାଁ ଲୋକ

ମାଲକାନଗିରି : ମାଲକାନଗିରିରେ ଚିକିତ୍ସାଧିନ ଅବସ୍ଥାରେ ନାବାଳିକାର ମୃତ୍ୟୁକୁ ନେଇ ଉତ୍ତେଜନା । ଫାର୍ମାସିଷ୍ଟକୁ ନିସ୍ତୁକ ମାଡ ମାରିଲେ ଗାଁ ଲୋକ । ମାଲକାନଗିରି ସଦର ଡାକ୍ତରଖାନାରେ ଏପରି ଘଟଣା ଘଟିଛି । ମାଲକାନଗିରି ଜିଲ୍ଲା ଏମଭି ୪୪ ଗାଁର ବାସୁଦେବ ବାଲାଙ୍କ ୧୪ ବର୍ଷୀୟା ଝିଅ ଜ୍ୱରରେ…

ବଢୁଛି ନକଲି ଡାକ୍ତର ରମେଶଙ୍କ ଅଡୁଆ, ଆଜି ପୁଣି ରିମାଣ୍ଡ ଆବେଦନ କରିବ ପୋଲିସ

ଭୁବନେଶ୍ୱର :ପୁଣି ରିମାଣ୍ଡରେ ଆସିବେ ନକଲି ଡାକ୍ତର । ହାଇ ପ୍ରୋଫାଇଲ ଠକ ଡାକ୍ତର ଏବେ କଡା ସୁରକ୍ଷା ବଳୟ ଭିତରେ ଜେଲର ସେଲର ଦିନ କାଟୁଛି । ନକଲି ଡାକ୍ତରଙ୍କ ବିରୋଧରେ ଦିନକୁ ଦିନ ଠକେଇ ଅଭିଯୋଗ ବଢିବାରେ ଲାଗିଛି ।ଏନେଇ ଆଜି ପୁଣି ଥରେ ରିମାଣ୍ଡରେ ଆସିବ ଠକ ଡାକ୍ତର ରମେଶ ସ୍ୱାଇଁ ।…

ନବରଙ୍ଗପୁରରେ ବିଜେଡିର ବାଜିମାତ୍ ,ଚାଲିଛି ସେଲିବ୍ରେସନ

ନବରଙ୍ଗପୁର : ନବରଙ୍ଗପୁରରେ ବିଜେଡିର ବାଜିମାତ୍ । ୨୬ଟି ଜିଲ୍ଲା ପରିଷଦ ଆସନରୁ ୨୪ ଆସନରେ ହାସଲ କରିଛି ବିଜେଡି । ବିଜେଡି ବିଜୟ ହାସଲ କରିଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ପରିବେଶ । ଜିତିଥିବା ପ୍ରାର୍ଥୀଙ୍କୁ ନେଇ ସମର୍ଥକ ମାନେ ଖୁସି ମନାଇଥିବା ଦେଖିବାକୁ ମିଳିଛି । ସେପଟେ…

ବାଘ ଛାଲ ଜବତ, ଜଣେ ଅଟକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଆର୍‌.ଉଦୟଗିରି ବ୍ଲକ ରାମଗିରି ବନବିଭାଗ ପକ୍ଷରୁ ବାଘ ଛାଲ ଜବତ । ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରାଙ୍କ ନିର୍ଦ୍ଦେଶରେ ଏସିଏଫ୍ ଗୌରୀପ୍ରସାଦ ରଥଙ୍କ ତତ୍ତ୍ୱାବଧାନରେ…

NH-୫୫ର ଶୋଚନୀୟ ସ୍ଥିତି, ପ୍ରତିବାଦରେ ବଅଁରପାଳରେ ୪ ଘଣ୍ଟିଆ ରାସ୍ତାରୋକ

ଅନୁଗୋଳ: କଟକରୁ ଅନୁଗୋଳ ଓ ଢେଙ୍କାନାଳ ଦେଇ ସମ୍ୱଲପୁର ଯାଇଥିବା ୫୫ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ । ଅନୁଗୋଳ ଓ ଢେଙ୍କାନାଳ ମଧ୍ୟରେ ଥିବା ରାସ୍ତାର ଅବସ୍ଥା ଦୁର୍ବିସହ ହୋଇଛି । ଚାରିଆଡ଼େ ଖାଲଖମା । ଭାରି ଯାନ କଥା ଛାଡନ୍ତୁ ବାଇକ୍ ବି ଚଲାଇ ଯିବା ମୁସ୍କିଲ ହୋଇଛି । ରାଜପଥର ଶୋଚନୀୟ…

ମିଲ୍କ କ୍ୟାନରେ ଫସିଲା ଗୋଧିର ମୁଣ୍ଡ, ବହୁ କସରତ ପରେ ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ମିଲ୍କ କ୍ୟାନରେ ଫସିଗଲା ଗୋଧିର ମୁଣ୍ଡ । ଆଉ ବହୁ କସରତ ପରେ ସେଥିରୁ ଉଦ୍ଧାର ହେଲା ଗୋଧି । ଘଟଣା ସ୍ଥଳରେ ସ୍ନେକ ହେଲପ ଲାଇନ୍ ପହଞ୍ଚି ଗୋଧିଟିକୁ ଉଦ୍ଧାର କରିଛନ୍ତି । ଭୁବନେଶ୍ୱର ବରଗଡ଼ କେନାଲ ରୋଡ ଲକ୍ଷ୍ମୀ ବିହାର ଅଞ୍ଚଳରେ ଏକ ଗୋଧି ଟିଣ ଡବାରେ ଫସିଥିବା ଦେଖିବାକୁ…