Latest Odisha News

BREAKING NEWS

Browsing Category

ଓଡିଶା

Odisha

ତପସ୍ୱିନୀଙ୍କୁ ନୋଟିସ୍ କଲେ ହାଇକୋର୍ଟ

କଟକ: ହାଇକୋର୍ଟରେ ପହଞ୍ଚିଲା ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ପାରିବାରିକ ବିବାଦ । ସୁମିତଙ୍କ ଘରକୁ କିଛି ମହିଳା ଧସେଇ ପଶିବା ଘଟଣାରେ ପୋଲିସର ନିଷ୍କ୍ରିୟତା ନେଇ ଶୁଣାଣି ହୋଇଛି । ପିଟିସନରେ ତପସ୍ୱିନୀ ଓ ତାଙ୍କ ବାପା ପକ୍ଷଭୁକ୍ତ ହୋଇନଥିବା ଦର୍ଶାଇଛନ୍ତି କୋର୍ଟ । ଆଉ ଏଥିପାଇଁ ଉଭୟ…

୫ରୁ ଊର୍ଧ୍ବ ଜିଲ୍ଲାକୁ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ଜିଲ୍ଲାକୁ କୁହୁଡ଼ି ପାଇଁ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ କନ୍ଧମାଳ, ନୟାଗଡ଼, ବୌଦ୍ଧ, ଅନୁଗୁଳ, ଢ଼େଙ୍କାନାଳ, କଟକ, ଯାଜପୁର ଓ ଭଦ୍ରକ ଆଦି ରହିଛି ।…

ସାଧାରଣତନ୍ତ୍ର ଦିବସ ପାଳନ ଲାଗି ସରକାରଙ୍କ ଗାଇଡଲାଇନ୍

ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲି ସାଧାରଣତନ୍ତ୍ର ଦିବସ ପାଳନ କରାଯିବ। ଏଥିପାଇଁ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ସ୍ବତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, ଯେଉଁମାନେ ବ୍ୟକ୍ତିଗତ ଭାବେ ନିଜ ଘରେ ପତାକା ଉତ୍ତୋଳନ କରିବେ ସେହି ସ୍ଥାନରେ ସର୍ବାଧିକ ପାଇଁ ୫…

[ଭିଡ଼ିଓ] ଯୁବ ଶିଳ୍ପୀଙ୍କ ନିଆରା କଳାକୃତି, ଆଇସକ୍ରିମ କାଠି ଚିତ୍ରକଳାରେ ସହିଦଙ୍କୁ ସମ୍ମାନ

ପୁରୀ: ସାଧ଼ାରଣତନ୍ତ୍ର ଦିବସ ଅବସରରେ ନିଆରା କଳାକୃତି । ଏହି ଦିବସ ଅବସରରେ ଦେଶବାସୀଙ୍କୁ୍ ଶୁଭେଚ୍ଛା ଜଣାଇଛନ୍ତି ଜଣେ ଯୁବ ଶିଳ୍ପୀ। ଆଇସକ୍ରିମ କାଠିରେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ତିଆରି କରିଛନ୍ତି କଳାକୃତି । ସମସ୍ତଙ୍କୁ ସାଧାରଣତନ୍ତ୍ର ଦିବସ ଶୁଭେଚ୍ଛା ଜଣାଇବା ସହିତ ସହିଦଙ୍କୁୁ…

ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ

ଭୁବନେଶ୍ବର: ସାଧାରଣତନ୍ତ୍ର ଦିବସ ଅବସରରେ ଓଡ଼ିଶାର ୨୨ ଜଣଙ୍କୁ ମିଳିବ ପୁଲିସ ପଦକ । ସାଧାରଣତନ୍ତ୍ର ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉତ୍ତମ କାର୍ଯ୍ୟ ଓ ଉଲ୍ଲେଖନୀୟ ସେବା ପାଇଁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ତିନୋଟି ବର୍ଗରେ ୯୩୯ ଜଣଙ୍କୁ ପୁଲିସ ପଦକ ଲାଗି ମନୋନୀତ…

ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ, ଥାନାରେ ଏତଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ର ବିଜେପି ସାଂସଦ ଜୁଏଲ୍ ଓରାମଙ୍କ ପାଇଁ ବଢିଲା ଅଡୁଆ । ଖରାପ ଆଚରଣ ପ୍ରଦର୍ଶନ ବିରୋଧରେ ପୋଲିସର ଆଶ୍ରୟ ନେଲେ ନିଜ ଦଳର ଯୁବନେତ୍ରୀ । ଝିରପାଣି ଥାନାରେ ଅଭିଯୋଗ କରିବା ସହ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏଥିସହ ତାଙ୍କ ଜୀବନ ପ୍ରତି…

ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ

ନୂଆପଡା: ସମିତି ସଭ୍ୟା ଆଶାୟୀ ପ୍ରାର୍ଥିନୀଙ୍କ ଆକସ୍ମିକ ମୃତ୍ୟୁ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚନୁଟମାଲ ଗ୍ରାମର ଚନ୍ଦ୍ରକାନ୍ତୀ ଶବର । ସୋମବାର ରାତିରେ ହଠାତ ଅସୁସ୍ଥ ହେବାରୁ ତାଙ୍କୁ ପ୍ରଥମେ ଖଡିଆଳ ମେଡିକାଲ ଓ ପରେ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ…

[ଭିଡ଼ିଓ] ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ-ୱାର୍ଡମେମ୍ବର ପ୍ରାର୍ଥୀ

ମୟୂରଭଞ୍ଜ: ନାମାଙ୍କନକୁ ନାକଚକୁ ବିରୋଧ କରି ଧାରଣାରେ ସରପଂଚ ଏବଂ ୱାର୍ଡମେମ୍ବର ପ୍ରାର୍ଥୀ । ପଂଚାୟତ ନିର୍ବାଚନକୁ ନେଇ ଏବେ ସରଗରମ ରାଜନୀତି । ଯାଂଚ ପ୍ରକ୍ରିୟା ସରିଥିବା ବେଳେ ଯାଂଚରେ ଅସନ୍ତୁଷ୍ଟ ରହିଛନ୍ତି ଅନେକ ପ୍ରାର୍ଥୀ । କପ୍ତିପଦା ପଂଚାୟତରେ ସରପଂଚ ପାଇଁ ନାମାଙ୍କନ ଦାଖଲ…

ଭଦ୍ରକରେ ୫୦ ରୁ ଅଧିକ ଗୋରୁ ଉଦ୍ଧାର , ୩ ଅଟକ

ଭଦ୍ରକ : ଭଦ୍ରକରେ ବେଆଇନ ଗୋରୁ ଚାଲଣ । ବେଆଇନ ଗୋରୁ ଚାଲଣ ବେଳେ ୫୦ରୁ ଅଧିକ ଗାଇଙ୍କୁ ଉଦ୍ଧାର କରାଯିବା ସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ । ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସ ଏହି ଗୋରୁ ବୋଝେଇ ଗାଡି ଜବତ କରିଛି । ସୂଚନା ଅନୁସାରେ ଏହି  ଗୋରୁ ବୋଝେଇ ଟ୍ରକ ଭୁବନେଶ୍ୱରରୁ ଭଦ୍ରକ ଦେଇ…

ସଂକ୍ରମଣ ସବୁ ଜିଲ୍ଲାରେ ରହିଛି, ଲୋକଙ୍କୁ ଆହୁରି ସଜାଗ ହେବାକୁ ପଡିବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ୧୨ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ସଂକ୍ରମଣ କମିବା ଆରମ୍ଭ କରିଛି । ଯଦି ଏହି ଧାରା ଆଉ କିଛି ଦିନ ଯାଏଁ ଜାରି ରହେ ଆମେ କହିପାରିବା ରାଜ୍ୟ ପିକ ଅତିକ୍ରମ କରିସାରିଛି । ଯାହା କି ଏକ ଆଶ୍ବସ୍ତିର ଖବର ମଧ୍ୟ କୁହାଯାଇପାରେ । ଯଦି ଏହି ଭିତରେ ସଂକ୍ରମଣ ପୁଣି ବଢେ ତାହାଲେ…