Latest Odisha News

BREAKING NEWS

Browsing Category

ଓଡିଶା

Odisha

କୋଭିଡ ଟେଷ୍ଟିଂ ବଢାଇବାକୁ କେନ୍ଦ୍ର ସରକାରଙ୍କ ଚିଠି

ନୂଆଦିଲ୍ଲୀ: କୋଭିଡ ଟେଷ୍ଟିଂ ବଢାଇବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । କିଛି ଦିନ ହେଲା ଦେଶର କରୋନା ଗ୍ରାଫ୍ ତଳମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨.୩୮ ଲକ୍ଷ ପଜିଟିଭ୍ କେସ୍ ଆସିଛି । Ministry of Health & Family…

[ଭିଡ଼ିଓ] ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା: ୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ । ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ଭାରତର ଏକମାତ୍ର ସହର ଭାବେ ରାଉରକେଲା ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ…

ଗଣତନ୍ତ୍ର ଦିବସ ପାଇଁ ଗାଇଡ୍‌ଲାଇନ୍ ଜାରି

ଭୁବନେଶ୍ଵର : ଗତ ବର୍ଷ ଭଳି ଏଥର ମଧ୍ୟ କରୋନା ମହାମାରୀ ପ୍ରକୋପ ମଧ୍ୟରେ ପାଳନ ହେବ ଗଣତନ୍ତ୍ର ଦିବସ । ଏ ନେଇ ମଙ୍ଗଳବାର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି ନିର୍ବାଚନ କମିଶନର । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ  ବିଧି ଲାଗୁ ହୋଇଥିବାରୁ ଏଥର ଅତିଥିଙ୍କ ଭାଷଣରେ ରହିବନି ସରକାରୀ ସଫଳତାର ଚିତ୍ର…

ପଂଚାୟତ ନିର୍ବାଚନ ପରିଚାଳନାର ନିରପେକ୍ଷତାକୁ ନେଇ ସନ୍ଦେହ ଘନୀଭୁତ: ଡ. ଲେଖାଶ୍ରୀ

ଭୁବନେଶ୍ୱର: ଦୁର୍ନୀତିଗସ୍ତ ଓ ଭ୍ରଷ୍ଠାଚାରୀ ରାଜ୍ୟ ସରକାରଙ୍କ କାରଣରୁ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, ଆଇନଶୃଙ୍ଖଳା ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମହାଦୁର୍ନୀତି, ଅବ୍ୟବସ୍ଥିତ ଧାନ ମଣ୍ଡି, ପଛୁଆ ଓ ଆଦିବାସୀ ସଂରକ୍ଷଣ ବ୍ୟବସ୍ଥାକୁ…

ଢିଙ୍କିଆ ପରିଦର୍ଶନରେ ଜେଏସଡବ୍ଲ୍ୟୁ କର୍ମଚାରୀ

ପାରାଦୀପ: ପାରାଦୀପ ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ଠାରେ ହେବାକୁ ଥିବା ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଆଜି କମ୍ପାନୀର ଅଧିକାରୀ ମାନେ ଗସ୍ତ କରିଥିଲେ। ଏହି ଟିମରେ କମ୍ପାନୀର କାର୍ୟ୍ୟ ନିର୍ବାହୀ ଅଧିକାରୀ ରଞ୍ଜନ ନାଏକ, ଜେଏସଡବ୍ଲ୍ୟୁ ଖଣି ମୁଖ୍ୟ…

[ଭିଡ଼ିଓ] ସରକାରୀ ବାବୁଙ୍କୁ ୭ ଖୁଣ୍ ମାଫ୍

ନବରଙ୍ଗପୁର: କହିବେ କାହାକୁ ଶୁଣିବ କିଏ । ମଣ୍ଡିରେ ଧାନ ବିକ୍ରି କରିନପାରି ଚିନ୍ତାରେ ଚାଷୀକୂଳ । ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଲ୍ୟାମ୍ପକୁ ସବୁ କାଗଜପତ୍ର ଦେଇଥିଲେ । ହେଲେ ରେଜିଷ୍ଟ୍ରେସନ ହୋଇପାରିଲା ନାହିଁ । ଏଥିପାଇଁ ସରକାରଙ୍କୁ ଧମକ ଦେଇଛନ୍ତି ଚାଷୀକୂଳ । ନବରଙ୍ଗପୁର ଜିଲ୍ଲା…

ବିଲ୍ କରାଇଦେବାକୁ ୨୦ ହଜାର ଲାଞ୍ଚ ନେଇ ଫସିଲେ ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ଏବଂ ମହିଳା କର୍ମଚାରୀ

ଯାଜପୁର: ଲାଞ୍ଚ ନେଇ ଫସିଲେ ଯାଜପୁର ହସ୍ତଶିଳ୍ପ ନିଗମର ସହ ନିର୍ଦ୍ଦେଶକ ପ୍ରଭାତ ମିଶ୍ର ଏବଂ ମହିଳା କର୍ମଚାରୀ ଲକ୍ଷ୍ମୀପ୍ରିୟା ମହାରଣା । ଜଣେ କାରିଗରଙ୍କ ଠାରୁ ଲାଞ୍ଚ ନେବା ବେଳେ ଉଭୟ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ବିଲ୍ କରାଇ ଦେବାକୁ ୨୦ ହଜାରଟଙ୍କା ଲାଞ୍ଚ ନେଉଥିବା ବେଳେ…

ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୁରଭଞ୍ଜ: ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ । ମୟୁରଭଞ୍ଜ ଜିଲ୍ଲା ଉଦଳାରେ ଥିବା ଏକ ଜୁଏଲାରୀ ଦୋକାନରେ ଜିଏସଟି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ବାରିପଦା ଓ ବାଲେଶ୍ୱର ଟିମ୍ ମିଶି ଜୁଏଲାରୀ ଦୋକାନ ଉପରେ ଚଢ଼ାଉ କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ଗହଣା ଦୋକାନରେ ୨ଘଣ୍ଟା ହେବ ଚଢ଼ାଉ…

କମିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଶୁକ୍ରବାର ଓ ଶନିବାର ଓଡ଼ିଶାର କେତେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବ । ଏନେଇ ଆଇଏମଡି ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାସହ ବୁଧବାର ଓ ଗୁରୁବାର ବିଭିନ୍ନ ଜିଲ୍ଲାରେ…

୨୧ ଓ ୨୨ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଶୁକ୍ରବାର ଏବଂ ଶନିବାର ଅର୍ଥାତ୍‌ ଜାନୁୟାରୀ ୨୧ ଓ ୨୨ରେ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଏବଂ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ବୁଧବାର ଏବଂ ଗୁରୁବାର ଦିନ…