Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଖଣ୍ଡଳମଣୀ-କୁଆଖିଆ ରାସ୍ତା: ଧସିଲା ବନ୍ଧ, ଦବିଲା ରାସ୍ତା

ଭଦ୍ରକ: ବୈତରଣୀ ନଦୀକୁ ଧସିଲା ସୁରକ୍ଷାବନ୍ଧ । ଯାତାୟତରେ ସୃଷ୍ଟି ହେଉଛି ସମସ୍ୟା । ଭଦ୍ରକ ଜିଲ୍ଲା ଆରଡ଼ି ନିକଟସ୍ଥ ବୋଡ଼କ ନିକଟରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ସୁରକ୍ଷାବନ୍ଧରେ ଫାଟ ସୃଷ୍ଟି ହୋଇଛି । ଏହାର କିଛି ଅଂଶ ନଦୀକୁ ଧସିଯାଇଛି । ଆଖଣ୍ଡଳମଣୀ କୁଆଖିଆ ଜାତୀୟ ରାଜପଥର ଦୁଇଶହ…

ଓଡ଼ିଶାର ୫ ଜିଲ୍ଲାରେ କେବଳ ୬୨% କୋଭିଡ୍ ଆକ୍ଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା କେସ୍ ୧୦ ହଜାର ତଳକୁ ଖସୁନି । ଉପରମୁହାଁ ହେଉଛି କରୋନା ଗ୍ରାଫ । ସଂକ୍ରମଣ ସହ ବଢୁଛି ଆକ୍ଟିଭ୍ କେସ୍ । ପଜିଟିଭ୍ ହାର ବି ବଢୁଛି । କରୋନା ମାନଚିତ୍ରରେ ବଦଳୁଛି ଓଡ଼ିଶାର ରଙ୍ଗ । ପଜିଟିଭିଟିରେ ନାଲି ହୋଇଚି ଓଡ଼ିଶା । ଆକ୍ଟିଭ୍ କେସ୍ ରେଡ୍ ଜୋନରେ ଅଛି…

୧୦ ଡିଗ୍ରୀ ତଳେ ରାଜ୍ୟର ୩ ସ୍ଥାନ; ଟ୍ବିନ୍‌ସିଟିରେ ୧୩ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାର ୩ଟି ସ୍ଥାନରେ ରାତ୍ରି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ବୁଧବାର ସୂଚନା ଦେଇଛି। ଦାରିଙ୍ଗବାଡିରେ ରାତ୍ରି ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ ରହିଥିଲା। ଏହାସହିତ କେନ୍ଦୁଝର ଏବଂ କିରେଇରେ…

ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା

ଭୁବନେଶ୍ବର : ଚୋରା ଚାଲାଣ ବେଳେ ଉଦ୍ଧାର ହେଲା ବଜ୍ରକାପ୍ତା । ପୁଣି ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ୟବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବଜ୍ରକାପ୍ତା ବ୍ୟବସାୟୀକୁ ଧରିଛି ଏସଟିଏଫ । ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ଅଜିତ କୁମାର…

ରାଜ୍ୟରେ କରୋନା ନେଲା ଆଉ ୬ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅନ୍ୟପଟେ ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ମଧ୍ୟ ବଢ଼ୁଛି । ୨୪ଘଣ୍ଟାରେ ୧୧,୬୦୭ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ମଧ୍ୟରେ ରାଜ୍ୟରେ ଆଉ ୬ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୨ଜଣ,…

ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍, ଓମିକ୍ରନ ଟେଷ୍ଟ ହେବ ସହଜ

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା ଓମିସିଓର ଟେଷ୍ଟିଂ କିଟ୍ । ଏଣିକି ଓମିକ୍ରନ ଟେଷ୍ଟ କରିବା ସହଜ ହେବ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟକୁ ଆସିଛି କିଛି ପରିମାଣର କିଟ୍ । କିଟ୍ ଆସିବା ପରେ ଏହାର ଡ୍ରାଏ ରନ୍ ଚାଲିଛି । କିଟ୍ ଠିକ ଅଛି କି ନାହିଁ ଟେଷ୍ଟ କରାଯାଉଛି । ଇଣ୍ଟରନାଲ ଷ୍ଟଡ଼ି ପାଇଁ…

ଗାଁକୁ ନାହିଁ ଭଲ ରାସ୍ତା ନଥିବାରୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ରୋଗୀଙ୍କ ଜୀବନ

କେନ୍ଦୁଝର: ପୁଣି ଆସିଲା ସ୍ୱାସ୍ଥ୍ୟସେବାର କରୁଣ ଚିତ୍ର । କେନ୍ଦୁଝର ଜିଲ୍ଲାର ସିଲିପଦା ଗାଁରୁ ଆସିଛି ଏହିଭଳି ଚିତ୍ର । ଗାଁକୁ ଭଲ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଷ୍ଟ୍ରେଚରରେ ବୁହା ହେଲେ ରୋଗୀ । ହେଲେ ଭାଗ୍ୟର ବିଡ଼ମ୍ବନା ମେଡ଼ିକାଲରେ ଠିକ ସମୟରେ ପହଞ୍ଚି…

ରାଜ୍ୟରେ ୧୧ ହଜାରେ ଉପରେ ଦୈନିକ କରୋନା କେସ୍, ଖୋର୍ଦ୍ଧାରୁ କେବଳ ୪ହଜାର

ଭୁବନେଶ୍ୱର: ରାଜ୍ୟରେ ୧୧ ହଜାର ଉପରେ ରହିଛି ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୬୦୭ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୬୭୨୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୮୭୯ଟି । ୧୮ ବର୍ଷ ଭିତରେ ଆଉ ୯୯୧ ଜଣ ପଜିଟିଭ୍ ବାହାରିଛନ୍ତି । ୨୩ ଜିଲ୍ଲାରେ ଶହେ ଉପରେ ରହିଛି…

ଫାଙ୍କା ଗୁଳି ଚଳାଇ ପେଟ୍ରୋଲ ପମ୍ପରୁ ୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍

ଖୋର୍ଦ୍ଧା: ପେଟ୍ରୋଲ ପମ୍ପରୁ ଲକ୍ଷାଧିକ ଟଙ୍କା ଲୁଟ୍ । କର୍ମଚାରୀଙ୍କୁ ମାଉଜର ଦେଖାଇଲେ । ଫାଙ୍କା ଗୁଳି ଚଳାଇ ଭୟଭୀତ କଲେ । ଏହାପରେ ୨ ଲକ୍ଷରୁ ଅଧିକ ଟଙ୍କା ଧରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ଏକ ପେଟ୍ରୋଲ ଟାଙ୍କିରୁ ସଶସ୍ତ୍ର ଡକାୟତି…

ଆହୁରି ଦୁଇ ଦିନ ଜାରି ରହିବ ପ୍ରବଳ ଶୀତ, ଘନ କୁହୁଡ଼ି ନେଇ ପୂର୍ବାନୁମାନ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା । ଜାଡ଼ରେ କଲବଲ ହେଉଛନ୍ତି ଲୋକେ । ଆଗାମୀ ଦୁଇଦିନ ଯାଏଁ ରାଜ୍ୟର ରାତି ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଏହିପରି ସ୍ଥିତି ଜାରି ରହିବ । ଆସନ୍ତା ଦୁଇ ଦିନ ପରେ ତିନି ଦିନ ରାତି…