Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଜି ଭୁବଶ୍ୱେରରେ ୧୨ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଭୁବନେଶ୍ୱର: କିଛିଦିନ ହେବ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ହୋଇଛି । ଦୈନିକ ସଂକ୍ରମଣଙ୍କ ସଂଖ୍ୟା ୧୦ ହଜାର ଟପିବାରେ ଲାଗିଛ । ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଏକ ହଜାର ଅତିକ୍ରମ କରିଛି । ଯାହା ରାଜଧାନୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।…

ରାଜ୍ୟରୁ ଆଜି ସର୍ବାଧିକ ୩୨୨୦ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୩୨୨୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ଆଜି ୭୬୨ ଜଣ ସୁସ୍ଥ ହୋଇ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଖୋର୍ଦ୍ଦା ଜିଲ୍ଲାରୁ ୬୦୪, ସମ୍ବଲପୁରରୁ ୩୭୨, କଟକରୁ ୩୪୬,…

ରାଜ୍ୟ ସରକାର ଯୁବପିଢ଼ୀଙ୍କୁ ନିଯୁକ୍ତିର ମରିଚିକା ଦେଖାଉଛନ୍ତି : କଂଗ୍ରେସ

ଭୁବନେଶ୍ୱର : ଚାକିରିରେ ସର୍ବନିମ୍ନ ବୟସ ବଢାଇବା ପ୍ରସଙ୍ଗ କୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି କ୍ରମରେ ସରକାରୀ ଚାକିରୀର ସର୍ବନିମ୍ନ ବୟସସୀମା ସାଧାରଣ ବର୍ଗଙ୍କ ପାଇଁ ୩୨ ବର୍ଷରୁ ୩୮ ବର୍ଷକୁ ବୃଦ୍ଧି କରିଥିବା ସ୍ଥଳେ…

କମଳାକାନ୍ତଙ୍କ ରେକର୍ଡ ନିଶା, ୨୪ ଘଣ୍ଟାରେ ଅତିକ୍ରମ କରିବେ ୨୦୦ କି.ମି!

ଭୁବନେଶ୍ୱର: ଭିନ୍ନକ୍ଷମ ଯୁବକଙ୍କ ରେକର୍ଡ ନିଶା । ୨୪ ଘଣ୍ଟାରେ ୨୦୦ କିଲୋମିଟର ହ୍ୱିଲ ଚେୟାର ଯୋଗେ ସାଇକେଲିଂ କରିବାକୁ ରଖିଛନ୍ତି ଟାର୍ଗେଟ । ଗିନିଜ ବୁକରେ ନିଜ ନାଁ ଯୋଡ଼ିବାକୁ ଦୃଢ ଆଶା । ଏଭଳି ନିଷ୍ପତ୍ତି ନେଇଛନ୍ତି ପୁରୀ ଜିଲ୍ଲା ବ୍ରହ୍ମଗିରି ନିଆଜପୁର ଅଂଚଳର ଦିବ୍ୟାଙ୍ଗ ଯୁବକ…

ମଞ୍ଚେଶ୍ୱର ପୋଲିସ ହାବୁଡରେ ହାଇପ୍ରୋଫାଇଲ ଠକ

ଭୁବନେଶ୍ୱର : ମଞ୍ଚେଶ୍ୱର ପୋଲିସ ହାତରେ ଧରା ପଡିଲା ହାଇପ୍ରୋଫାଇଲ ଠକ । ଅଧିକ ସୁଧର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକିଥିବା ଠକ ପ୍ରଭାକର ଜେନାକୁ ଗିରଫ କଲା ମଞ୍ଚେଶ୍ୱର ଥାନା ପୋଲିସ । ଲୋକଙ୍କ ଠାରୁ ଚାରି କୋଟିରୁ ଅଧିକ ଟଙ୍କା ଠକି ନେଇଛି ଏହି ହାଇ ପ୍ରୋଫାଇଲ ଠକ  । ଏହି ଠକ ଜଣଙ୍କ…

ନୂଆ ନିୟମ : ଅକ୍ଟୋବର ୧ ପରେ ନିର୍ମିତ ସବୁ ଗାଡିରେ ଲାଗିବ ୬ଟିକିଆ ଏୟାରବ୍ୟାଗ

ଦିଲ୍ଲୀ : ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଜାରି ହେଲା ନୂଆ ନିୟମାବଳୀ । ମୋଟର ଯାନରେ ବସିଥିବା ଯାତ୍ରୀମାନଙ୍କୁ ପାଶ୍ୱର୍ବତୀ ଧକ୍କା ଦେବା ବା ଦୁର୍ଘଟଣା ପ୍ରଭାବରୁ ସୁରକ୍ଷିତ ରଖିବା ଲାଗି ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ରେ ଶଂସୋଧନ…

୧୦୭ ପୌର ପରିଷଦ ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର : ପ୍ରକାଶ ପାଇଲା ମ୍ୟୁନିସପାଲଟି ଓ ଏନଏସିର ଅଧ୍ୟକ୍ଷ ପାଇଁ ସଂରକ୍ଷଣ ତାଲିକା ।୧୦୭ ଟି ପୌର ପରିଷଦ ପାଇଁ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି ।  । ୧୦୭ ଟି ଆସନରୁ ମହିଳାଙ୍କ ପାଇଁ ୫୪ ଟି ଆସନ ସଂରକ୍ଷିତ ରହିଛି । ୪୨ ଟି ଆସନ ଅଣସଂରକ୍ଷିତ ରହିଛି ।ଏସସିଙ୍କ ପାଇଁ ୮ ଟି ଓ ଏସଟିଙ୍କ…

ସେନା ଦିବସରେ ଦିଆସିଲି କାଠିରେ ଟ୍ୟାଙ୍କ ତିଆରି କଲେ ଯୁବଶିଳ୍ପୀ ଶାଶ୍ୱତ

ପୁରୀ : ଦିଆସିଲି କାଠିରେ ସେନା ଦିବସର ଶୁଭେଚ୍ଛା । ଏହି ଅବସରରେ ଦେଶର ରିଅଲ ହିରୋଙ୍କୁ କଳା ମାଧ୍ୟମରେ ସମ୍ମାନ ଜଣାଇଛନ୍ତି ପୁରୀ କୁମ୍ଭାରପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ସାହୁ ।  ଆଜି ଦେଶ ପାଳୁଛି ୭୪ ତମ ଜାତୀୟ ସେନା ଦିବସ । ଶାଶ୍ୱତ ରଞ୍ଜନ ସାହୁ ଦିଆସିଲ କାଠିରେ ଏକ ଦେଶୀ ଟି -୯୦…

ପଥର ଖୋଳିବା ବେଳେ ଖସିଲା ମାଟି ଅତଡା, ୨ ଶ୍ରମିକ ଗୁରୁତର

କୋରାପୁଟ : କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଅଘଟଣ । ବୋରିଗୁମ୍ମା ବ୍ଲକ କଣାଗା ପାହାଡରେ ପଥର ଖୋଳିବା ସମୟରେ ମାଟି ଧସି ହୋଇ ଦୁଇ ଜଣ ଶ୍ରମିକ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ଦୁଇଜଣ ଶ୍ରମିକଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରି ବୋରିଗୁମ୍ମା ମେଡିକାଲରେ ଦୁଇ ଜଣ…

ବିଏମସି ଅଫିସରେ ପୁଣି ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ

 ଭୁବନେଶ୍ୱର : ପୁଣି ବିଏମସି ଅଫିସରେ ପଶିଲା କରୋନା । ବିଏମସିରେ ଅଫିସରେ ଆଜି ପୁଣି ୪ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଆଗରୁ ଗୋଟିଏ ଦିନରେ ୨୨ ଜଣ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ବିଏମସି ଅଫିସରେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ଏନେଇ ସର୍ବ…