Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୁରୀରେ ପହଁଞ୍ଚିଲା ୨୦୨୨ କମନୱେଲଥ ଗେମ୍ କୁଇନ୍ସ ବାଟେନ ରିଲେ

ପୁରୀ :ପୁରୀରେ ପହଁଞ୍ଚିଲା କୁଇନ୍ସ ବାଟେନ ରିଲେ । ଇଂଲଣ୍ଡର ବର୍ମିଂହୋମରେ ୨୦୨୨ କମନୱେଲଥ ଗେମ୍ ଅନୁଷ୍ଠିତ । ଏଥିପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ । ଏନେଇ ସାରା ବିଶ୍ୱରେ ଏବେ ବୁଲୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ ସ୍ୱାଗତ ମଧ୍ୟ କରାଯାଉଛି ।ଏବେ ଓଡିଶାରେ ଆସି…

ଶଙ୍ଖ ଛାଡି ପଦ୍ମ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ

ଝାରସୁଗୁଡ଼ା : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ  ପର୍ବ । ବିଜେଡି ଛାଡି ବିଜେପିରେ ଯୋଗଦେଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଭାଇ ବିହାରୀ ଚନ୍ଦ୍ର ବିଶ୍ୱାଳ । ତାଙ୍କ ପୁତ୍ର ବଧୂ ମଧ୍ୟ ବିଜେପିରେ ଯୋଗଦେଇଛନ୍ତି । ବେହେରାମାଲ ବିଜେପି କାର୍ଯ୍ୟାଳୟରେ…

ପଜିଟିଭ୍ ସଂସ୍ପର୍ଶରେ ଆସିଥିଲେ ଲକ୍ଷଣ ନାହିଁ ଯଦି ଟେଷ୍ଟ ଦରକାର ନାହିଁ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ପଜିଟିଭ୍ ସଂସ୍ପର୍ଶରେ ଯଦି ଆସୁଛନ୍ତି , ଯଦି ଆପଣଙ୍କ ଠାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ତେବେ ଟେଷ୍ଟ କରିବା ଦରକାର ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ…

ରାଜ୍ୟରେ ବଜ୍ରପାତ ଯୋଗୁ ଯାଇଛି ୨୧୩ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ବାର୍ଷିକ ଜଳବାୟୁ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ ୨୦୨୧ ମସିହାରେ ବର୍ଷା ,ଘଡଘଡି ଓ ବିଜୁଳି ଯୋଗୁ ଭାରତରେ ମୋଟ ୧୭୫୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ସେଥିରୁ ବିଜୁଳି ଓ ଘଡଘଡି ନେଇଛି ୭୮୭ ଜଣଙ୍କ ଜୀବନ।…

ଆଜିଠୁ ରାଜ୍ୟରେ ପୁଣି ବଢିବ ଶୀତ

ଭୁବନେଶ୍ବର: ରାଜ୍ୟରେ ବର୍ଷାର ପରିମାଣ କମିବା ପରେ ଆଜିଠୁ ପୁଣି ଶୀତ ବଢିବାର ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜ୍ୟରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ ପାରଦ। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀକୁ ଖସିବାର…

ରାଜ୍ୟରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା; ଆଜି ୧୦,୮୫୬ ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୦,୮୫୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୦ରୁ ୧୮ ବର୍ଷ ଭିତରେ ୧୦୨୧ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୬୨୯୩ ଜଣ କ୍ବାରେଣ୍ଟାଇନ୍‌ରୁ ଥିବା ବେଳେ ଲୋକାଲ କେସ୍‌ ରହିଛି ୪୫୬୩୧। ଅନୁଗୁଳରୁ ୧୦୪, ବାଲେଶ୍ବରରୁ ୩୨୬,…

ପଶୁଠାରେ ବି ‘ମାତୃ ସ୍ନେହ’

ଭଦ୍ରକ: ପ୍ରକୃତରେ କୁହାଯାଏ ମାଆ ହେଉଛି ସର୍ବଂସ୍ୱାହା । ଜଣେ ମାଆ ଯିଏ ନିଜ ସନ୍ତାନମାନଙ୍କ ପାଇଁ ନୀଜ ନୀବନକୁ ଉତ୍ସର୍ଗ କରିବାକୁ ସର୍ବଦା ପ୍ରସ୍ତୁତ । ସେ ପଶୁ ହେଉ ଅବା ମଣିଷ । ପ୍ରେମ ସହ ପ୍ରତିଦ୍ୱନ୍ଦିତା କରି ପାରିବେ ନାହିଁ । ଜ୍ଞାନଥିବା ମଣିଷ ଯେଉଁଠି ସ୍ୱାର୍ଥ ପାଇଁ ନିଜ…

ଆଜି ରାଜ୍ୟରେ ୨୨୧୬ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୨୨୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୪୭୯ ଜଣ ଅଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟର ମାଧ୍ୟମରେ ଏହି ସୂଚନା ଦିଆଯାଇଛି । ରାଜ୍ୟରେ ଆଜି ୧୦,୨୭୩ ଜଣ କରୋନା ପଜିଟିଭ ଚିହ୍ନଟ…

ଏସବିଆଇ ବ୍ୟାଙ୍କରୁ ସୁନା ଚୋରି , ପୋଲିସର ଛାନଭିନ୍ ଜାରି

କୋରାପୁଟ : ବ୍ୟାଙ୍କରେ କଳାକନା ବୁଲାଇଲେ ଚୋର । କୋରାପୁଟ ଲକ୍ଷ୍ମୀପୁର ଏସବିଆଇ ବ୍ୟାଙ୍କରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏସବିଆଇ ବ୍ୟାଙ୍କରୁ ପ୍ରାୟ କୋଟଏ ଟଙ୍କାର ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ପ୍ରାୟ ୧୬ଶହ ୧୦ ଗ୍ରାମ ସୂନା ଚୋରି ହୋଇଥିବା ବ୍ୟାଙ୍କ ମ୍ୟାନେଜର…

ପୋଲିସର ଚଢାଉ, ନଟେଇ ସୂତା ଜବତ

କଟକ: ମକର ସଂକ୍ରାନ୍ତିରେ ଅମାନିଆଙ୍କ ଉତ୍ପାତ । ବାରଣ ହେଲା ତାଗିଦ ବି ହେଲା, କିନ୍ତୁ ମାନିଲେନି ଅମାନିଆ । ଆକାଶରେ ଉଡେଇଲେ ଶହ ଶହ ଗୁଡ଼ି । ଅନେକ ସ୍ଥାନରେ ପଥଚାରୀ ଆହତ ହୋଇଥିବା ସୂଚନା ମିଳିଛି । ଆଜି କଟକର ବିଭିନ୍ନ ସ୍ଥାନରେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଶହଶହ ଗୁଡ଼ି ଉଡ଼ା…