Latest Odisha News

BREAKING NEWS

Browsing Category

ଓଡିଶା

Odisha

କରୋନା ମହାମାରୀ ସମୟରେ କିଟରେ ରେକର୍ଡ ପ୍ଲେସମେଣ୍ଟ

ଭୁବନେଶ୍ବର : କରୋନା ମହାମାରୀ ଭଳି କଠିନ ସମୟରେ ଚଳିତ ବର୍ଷ କିଟରେ ହୋଇଛି ରେକର୍ଡ ପ୍ଲେସମେଣ୍ଟ । କିଟ୍‍ର ୨୦୨୨ ପାସ୍‍ ଆଉଟ୍ ବ୍ୟାଚ୍‍ ପାଇଁ ଜୁଲାଇ ମାସରୁ ଆରମ୍ଭ ହୋଇଥିଲା । ୨୦୨୧ ଡିସେମ୍ବର ସୁଦ୍ଧା ୫୦ଟି ନୂଆ କମ୍ପାନୀ ସହ ୨୭୦ଟି କମ୍ପାନୀ କିଟ୍‍କୁ କ୍ୟାମ୍ପସ୍‍ ପ୍ଲେସମେଣ୍ଟ ପାଇଁ…

ଜେଏସ୍‌ଡବ୍ଲ୍ୟୁ ପକ୍ଷରୁ ଗରିବ ଅନ୍ତେବାସୀଙ୍କ ମଧ୍ୟରେ କମ୍ବଳ ବଂଟନ

ସୁନ୍ଦରଗଡ: ଭୂମିହୀନଙ୍କୁ ଥଣ୍ଡାରୁ ରକ୍ଷା କରିବା ପାଇଁ ଅଗ୍ରଣୀ ଇସ୍ପାତ ଉତ୍ପାଦକ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ତରଫରୁ ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ମାଲଦା ପଚାଂୟତର ଦଲିତା ଏବଂ ଗିଦେଇ ଗାଁର ଗରିବ ଅନ୍ତେବାସୀଙ୍କ ମଧ୍ୟରେ ସୋମବାର ଦିନ କମ୍ବଳ ବଂଟନ କରାଯାଇଛି । ଜେଏସଡବ୍ଲ୍ୟୁ ଷ୍ଟିଲର…

କୋଭିଡ ସମୀକ୍ଷା : ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର :କୋଭିଡ ସଂକ୍ରମଣ ବ୍ୟାପୁଥିବାରୁ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର…

ସୁନ୍ଦରଗଡର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଓ ଗବେଷଣା ମନୋଭାବ ସୃଷ୍ଟି କରିବ ଆଧୁନିକ ବିଜ୍ଞାନାଗାର

ସୁନ୍ଦରଗଡ: ରାଜ୍ୟ ସରକାରଙ୍କ ୫-ଟି ଅଧୀନରେ ଚାଲିଥିବା ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ଜରିଆରେ ସ୍କୁଲ ଭିତ୍ତିଭୂମିର ସାମଗ୍ରିକ ବିକାଶ କରାଯିବା ସହ ସ୍ମାର୍ଟ କ୍ଲାସରୁମ, ଇ- ଲାଇବ୍ରେରୀ, ଆଧୁନିକ ବିଜ୍ଞାନାଗାର, ସ୍ୱଚ୍ଛ ଶୌଚାଳୟ ଏବଂ ଖେଳପଡ଼ିଆ ଆଦିର ଉନ୍ନତିକରଣ କରାଯାଉଛି । ଆଦିବାସୀ…

ମିହିର ଦାସଙ୍କୁ ଦିଆଯିବ ‘ଗାର୍ଡ ଅଫ୍‌ ଅନର୍‌’

ଭୁବନେଶ୍ବର : ଆଉ ନାହାନ୍ତି ବରିଷ୍ଠ ସିନେ ଅଭିନେତା ମିହିର ଦାସ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ପରଲୋକ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା । ତାଙ୍କ ଅକାଳ…

ବିଏସଏନଏଲର ଓଡିଶା ସର୍କଲ ସିଜିଏମ୍ ଭାବେ ଦାୟିତ୍ୱ ନେଲେ ହରିଶ୍ଚନ୍ଦ୍ର ମହାନ୍ତି

ଭୁବନେଶ୍ୱର : ବିଏସଏନଏଲର ଓଡିଶା ସର୍କଲର ସିଜିଏମ୍ ଭାବେ ଦାୟିତ୍ୱ ନେଲେ ଶ୍ରୀ ହରିଶ୍ଚନ୍ଦ୍ର ମହାନ୍ତି ଆଇ. ଟି.ଏସ୍ । ଏହି ଅବସରରେ ଶ୍ରୀ ମହାନ୍ତି ଗ୍ରାହକ ମାନଙ୍କୁ ନବବର୍ଷ ଓ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି । ସରକାରୀ ରାଷ୍ଟ୍ରାୟତ୍ତ ସଂସ୍ଥା ବିଏସଏନଏଲ ବନ୍ୟା , ବାତ୍ୟା ଓ…

କରୋନା ମୁକାବିଲା ପାଇଁ ବିଏମସିର ପଦକ୍ଷେପ, ରାସ୍ତାରେ ବସିବ ହାଟ

ଭୁବନେଶ୍ବର : ଧିରେ ଧିରେ ମୁଣ୍ଡ ଟେକି ଚାଲିଲାଣି ମହାମାରୀ କରୋନା । ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ସଜାଗ ହେଲାଣି ପ୍ରଶାସନ । ଖାସ କରି ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବଢ଼ିଥିବାରୁ ପଦକ୍ଷେପ ନେଇଛି ବିଏମସି । ବିଭିନ୍ନ ସ୍ଥାନରେ କଣ୍ଟେନମେଣ୍ଟ କଟକଣା ଲଗାଇଛି ବିଏମସି । ଆଉ ଏବେ କରୋନା…

ଚନ୍ଦନପୁରରୁ ୧୬୫ଗ୍ରାମ ବ୍ରାଉନସୁଗାର ଜବତ, ଦୁଇ ଗିରଫ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ଼ ସଫଳତା । ଚନ୍ଦନପୁରରୁ ୧୬୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଏହାସହ ୭ହଜାର ୫୬୦ ନଗଦ ଟଙ୍କା, ଦୁଇଟି ମୋବାଇଲ, ଗୋଟିଏ ବାଇକ ଜବତ କରାଯାଇଛି । ଘଟଣାରେ ଦୁଇଜଣଙ୍କୁ ପୋଲିସ ଗିରଫ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧୬ ଲକ୍ଷ ୫୦ହଜାର ଟଙ୍କା ।…

ବ୍ରିଜ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର

କଟକ: କଟକ ମଧୁସୂଦନ ବ୍ରିଜ୍ ତଳୁ ଡ଼ାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ର ଜଣକ ହେଲେ ଏସସିବି ମେଡ଼ିକାଲ କଲେଜରେ ପିଜି ଶେଷବର୍ଷ ଛାତ୍ର । ମୃତ ଛାତ୍ର ବ୍ରହ୍ମପୁର ଅଞ୍ଚଳର ଜଗମୋହନ ସେଠୀ ବୋଲି ଜଣାପଡ଼ିଛି । ଗତକାଲିଠାରୁ ସେ ନିଖୋଜ ଥିଲେ । ବ୍ରିଜ ଉପରେ ଗତକାଲିଠୁ ତାଙ୍କର…

ସୋମବାର ୫୦ ହଜାର ୫୭୫ଜଣ ନେଇଥିଲେ ପ୍ରିକସନ ଡ଼ୋଜ୍

ଭୁବନେଶ୍ୱର: ରାଜ୍ୟରେ ଜାରି ହୋଇଛି ପ୍ରିକସନ ଟିକାକରଣ । ସୋମବାର ରାଜ୍ୟରେ ୫୦ ହଜାର ୫୭୫ଜଣ ପ୍ରିକସନ ଡ଼ୋଜ୍ ନେଇଥିଲେ । ଏହା ମଧ୍ୟରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ଏହା ଭିତରେ ହେଲଥ କେୟାର ୱାର୍କର ୨୩ ହଜାର ୪୧୨ଜଣ ରହିଛନ୍ତି । ସମ୍ମୁଖ ଯୋଦ୍ଧା ଅଛନ୍ତି ୬ହଜାର ୮୮୩ଜଣ…