Latest Odisha News

BREAKING NEWS

Browsing Category

ଓଡିଶା

Odisha

ବଡ଼ଦିନ ଓ ନୂଆବର୍ଷ ଲାଗି ଆସିଲା ରାଜ୍ୟ ସରକାରଙ୍କ ଗାଇଡ଼ଲାଇନ୍

ଭୁବନେଶ୍ୱର: ଫିକାପଡ଼ିବ ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ । ବଡ଼ଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା । କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ସଂକ୍ରମଣକୁ ରୋକିବା ପାଇଁ ଏହି କଟକଣା କରାଯାଇଛି । ଡ଼ିସେମ୍ବର ୨୫ରୁ ଜାନୁଆରୀ ୨ତାରିଖ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି ।…

ମାଣିକେଶ୍ୱରୀ ପୀଠ ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଥୁଆମୂଳ ରାମପୁର ମାଣିକେଶ୍ୱରୀ ପୀଠର ବିକାଶ କାମର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ କଳାହାଣ୍ଡିର ଥୁଆମୂଳ-ରାମପୁର ମା ମାଣିକେଶ୍ବରୀ ପୀଠର ବିକାଶ କାମର ଶିଳାନ୍ୟାସ କରିଛନ୍ତି ।…

ଉଠା ଦୋକାନୀଙ୍କୁ ୩୦୦୦ ଟଙ୍କା ଲେଖାଏ କୋଭିଡ ସହାୟତା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଉଠା ଦୋକାନୀ ମାନଙ୍କୁ କୋଭିଡ ସହାୟତ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୧୧୪ଟି ସହରାଞ୍ଚଳର ୧ ଲକ୍ଷ ୧ ହଜାର ପଥପାର୍ଶ୍ବ ବିକ୍ରେତାଙ୍କୁ ତୃତୀୟ ପର୍ୟ୍ୟାୟରେ ୩୦୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ପ୍ରଦାନ କରିଛନ୍ତି ।…

ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ଘେରିଲେ ଗ୍ରାମବାସୀ

କାମାକ୍ଷାନଗର: ପ୍ରଧାନ ଶିକ୍ଷକଙ୍କ ନାମରେ ଅଭିଯୋଗ ଆଣିଲେ ଗ୍ରାମବାସୀ । ଏହିଭଳି ଘଟଣା ଦେଖିବାକୁ ମିଳିଛି ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡ଼ାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ବିଭିନ୍ନ ଦୁର୍ନୀତିରେ ଲିପ୍ତ ହୋଇଥିବା…

ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏସାର ବଲକ୍ ଟର୍ମିନାଲ

ପାରଦୀପ : ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଆଗକୁ ଆସିଛି ଏଷାର ବଲକ୍ ଟର୍ମିନାଲ । ପାରଦୀପ ଅଠରବାଙ୍କୀ ଲକ ପଡା ବସ୍ତି ବାସିନ୍ଦାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ମାଗଣା ମେଗା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜନ କରାଯାଇଛି । ଦୀର୍ଘ ୧୦ ବର୍ଷ ହେଲା ଏଷାର ପକ୍ଷରୁ ଅଠର ବାଙ୍କୀ…

ରାଜ୍ୟର ସବୁଠୁ ଥଣ୍ଡା ସହର ଫୁଲବାଣୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରି। ଫୁଲବାଣୀ ଲଗାତାର୍‌ ଭାବେ ତୃତୀୟ ଦିନ ପାଇଁ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ଫୁଲବାଣୀରେ ରାତ୍ରି ତାପମାତ୍ରା ୬.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଫୁଲବାଣୀରେ ଗୁରୁବାର ରାତିରେ ସର୍ବନିମ୍ନ ତାପମାତ୍ରା ରେକର୍ଡ…

ଯୁବ ଚାଷୀ ଅଜିତଙ୍କ କମାଲ୍, ଦୁର୍ଗମ ଅଞ୍ଚଳରେ ଫଳାଇଲେ ବିଦେଶୀ ଫଳ

କାମାକ୍ଷାନଗର: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସଫଳ ହୋଇପାରିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଲେ ବିଦେଶୀ ଚାଷ । ଏହିପରି ଏକ ଉଦାହରଣ ସାଜିଛନ୍ତି ଢ଼େଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଗୋପପୁର ଗାଁର ଅଜିତ କୁମାର ମହାନ୍ତ । ଏଥିପାଇଁ ଦୀର୍ଘ ୧୪ବର୍ଷର ହେଲଥ୍ କେୟାର…

କାଲିଠୁ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ଦୁଇ ଦିନିଆ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତାକାଲିଠୁ ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ଓଡ଼ିଶା ପଲିଟିକାଲ ସାଇନ୍ସ ଆସୋସିଏସନ୍‌ର ୨୯ତମ ସମ୍ମିଳନୀ । ଉତ୍କଳ ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଆନୁକୂଲ୍ୟରେ ଏହି ସମ୍ମିଳନୀ ଦୁଇ ଦିନ ଧରି ଆୟୋଜିତ ହେବ । କାଲି ସକାଳ ୧୦ଟାରେ ଉତ୍କଲଳ…

ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି, ସ୍ୱର୍ଗତ ପଟ୍ଟନାୟକ ଜଣେ ଅଭିଜ୍ଞ ଜନନେତା ଓ ପ୍ରଶାସକ ଥିଲେ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାରେ…

ପୁଣି ଛୁଟି ବଢ଼ାଇଲେ ସୁମିତ, ଶ୍ୱଶୁର ଘରେ ତପସ୍ୱିନୀଙ୍କ ଧାରଣା ଜାରି

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ଓ ପତ୍ନୀ ତପସ୍ୱିନୀଙ୍କ ବିବାଦ କେବେ ତୁଟିବ ? ନ୍ୟା ଦାବିରେ ତପସ୍ୱିନୀଙ୍କ ତପସ୍ୟା ଜାରି ରହିଥିବା ବେଳେ ସୁମିତଙ୍କ ଖୋଜଖବର ନାହିଁ । ସୁମିତ ଛୁଟି ପରେ ଛୁଟି ବଢ଼ାଇ ଚାଲିଛନ୍ତି । ପୁଣି ଥରେ ୧୫ ଦିନ ଛୁଟି ନେଇଛନ୍ତି ସୁମିତ ।…