Latest Odisha News

BREAKING NEWS

Browsing Category

ଓଡିଶା

Odisha

[ଭିଡ଼ିଓ] ଚିତ୍ତରଞ୍ଜନ ପଲେଇ ମୃତ୍ୟୁ ମାମଲାରେ ୨ ଗିରଫ

ପୁରୀ : ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇ ହତ୍ୟାକାଣ୍ଡ ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ଟିମ୍ ହାତରେ । ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା…

ପ୍ରବଳ ଜାଡ଼ ପରେ ଆସୁଛି ବର୍ଷା

ଭୁବନେଶ୍ବର : ପ୍ରବଳ ଜାଡରେ ଥରୁଛି ସାରା ଓଡ଼ିଶା । ଅସହ୍ୟ ଶୀତରେ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ । ଶୀତ ବଢୁଥିବା ବେଳେ, ଏବେ ଜାଡ ପରେ ଆସୁଛି ବର୍ଷା । ଶୀତ ଓ କୋହଲା ପାଗରେ ଅସ୍ତବ୍ୟସ୍ତ ହେବ ଜନଜୀବନ । ଆସନ୍ତା ୨୭ ତାରିଖରେ ରାଜ୍ୟରେ କୋହଲା ପାଗ ସାଙ୍ଗକୁ ବର୍ଷା ହେବ ବୋଲି ସୂଚନା…

ଓଡ଼ିଶାରେ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ

ଭୁବନେଶ୍ବର : ରାଜ୍ୟରେ ଏବେ ଚିନ୍ତା ବଢ଼ାଇଲା ଭାଇରସ ଓମିକ୍ରନ୍ । ୪ ଆକ୍ରାନ୍ତ ଚିହ୍ନଟ ପରେ ସଜାଗ ରହିଛି ସ୍ବାସ୍ଥ୍ୟ ବିଭାଗ । ସଂକ୍ରମଣରୁ ବର୍ତ୍ତିବା ପାଇଁ ଗୋଟିଏ ଲେୟାର ମାକ୍ସ ନପିନ୍ଧି ତିନି ଲେୟାର ମାକ୍ସ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । କାରଣ, ଭାଇରସ ଓମିକ୍ରନ ୫ ଗୁଣ…

ରାମକୃଷ୍ଣଙ୍କ ପରଲୋକରେ ମୁଁ ଅତ୍ୟନ୍ତ ମ୍ରିୟମାଣ: ରାଜା ସ୍ୱାଇଁ

ଭୁବନେଶ୍ୱର: ରାଜ୍ୟର ଜଣେ ବର୍ଷିଆନ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଆଜି ସକାଳ ୯.୩୦ ମିନିଟ୍ରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଏ ବାବଦରେ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଥିଲେ ।…

ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର : ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ସଂରକ୍ଷଣ ନେଇ ପୁଣି ପ୍ରକାଶ ପାଇଲା ବିଜ୍ଞପ୍ତି । ଏନେଇ ଚିଠି ଜରିଆରେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସଂରକ୍ଷଣ ନେଇ ନୂଆ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୦ ଦିନ ପର୍ଯ୍ୟନ୍ତ ଅଭିଯୋଗ ଗ୍ରହଣ ପାଇଁ ସମୟ ଦିଆଯାଇଛି । ଆସନ୍ତା…

ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ

କଟକ : ଶହେ ବର୍ଷରେ ପ୍ରଦାର୍ପଣ କଲା ରେଭେନ୍ସା ଇଷ୍ଟ ହଷ୍ଟେଲ  । ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚନ କରାଯିବା ସହ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା । ରେଭେନ୍ସା ସେଭେନ ପିଲର ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ପ୍ରଫେସର…

ଓମିକ୍ରନକୁ ନେଇ ସତର୍କ କଲା ସ୍ୱାସ୍ଥ୍ୟ ବିଭାଗ, ୩ ଲେୟାର ମାସ୍କ ପିନ୍ଧିବାକୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରେ ଚାରିଜଣ କରୋନା ସଂକ୍ରମିତଙ୍କଠାରୁ ଓମିକ୍ରନ ଚିହ୍ନଟ ପରେ ସଜାଗ ହୋଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଗୋଟିଏ ଲେୟାର ମାସ୍କ ନପିନ୍ଧି ତିନି ଲେୟାର ମାସ୍କ କିମ୍ବା ଏନ୍-୯୫ ପିନ୍ଧିବା ପାଇଁ ଡ଼ିଏମଇଟି ପରାମର୍ଶ ଦେଇଛନ୍ତି । ଓମିକ୍ରନ ୫ଗୁଣ ଅଧିକ ଜୋରଦାର ବ୍ୟାପୁଥିବାରୁ…

[ଭିଡ଼ିଓ] ନିଆରା ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ

ଭୁବନେଶ୍ୱର: ଓଡ଼ିଆ ସିନେ ଜଗତର ଏକ ଜଣାଶୁଣା ନାଁ । ଜଣେ ଭିନ୍ନ ଢଙ୍ଗର ଚଳଚ୍ଚିତ୍ରି ନିର୍ଦ୍ଦେଶକ ସେ । ତେବେ ସେହି ନିର୍ଦ୍ଦେଶକ ଜଣକ ଆଉ କେହି ନୁହନ୍ତି। ସେ ହେଉଛନ୍ତି ଯୁବ ଫିଲ୍ମ ନିର୍ଦ୍ଦେଶକ ଆଶୁତୋଷ ପଟ୍ଟନାୟକ । ଆଶୁତୋଷ କେତେବେଳେ ଶିଶୁ ନିର୍ଯାତନାକୁ ନେଇ ତ ଆଉ କେତେବେଳେ ମହିଳା…

ରାତି ପାହିଲେ ବଡଦିନ : କିଣାକିଣି ପାଇଁ ବଜାରରେ ଲୋକଙ୍କ ଭିଡ

ଭୁବନେଶ୍ୱର : ରାତି ପାହିଲେ ବଡ ଦିନ ।ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ବଜାର । ରାଜଧାନୀର ଏକ ନମ୍ବର ମାର୍କେଟ ପରିସରରେ ଖ୍ରୀଷ୍ଟମାସ ଅବସରରେ ବିଭିନ୍ନ ଦୋକାନର ପସରା ମେଲିଛି ।ଏହାକୁ କିଣିବା ପାଇଁ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ମଧ୍ୟ ଜମୁଛି । ଖ୍ରୀଷ୍ଟମାସ ଟ୍ରି ,…

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ସିଏମସିର ନୋଟିସ୍

କଟକ: ଗତକାଲି ରେଭେନ୍ସା ବିଶ୍ୱବିଦ୍ୟାଳୟରୁ କରୋନା କଟକଣା ଉଲ୍ଲଂଘନ କରି ନାଚ,ଗୀତ କରିଥିବା ଭିଡ଼ିଓ ଭାଇରାଲ ହୋଇଥିଲା । ଏନେଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । ଏହା ମହାମାରୀ ଆଇନ୍ ଅନୁଯାୟୀ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ…