Latest Odisha News

BREAKING NEWS

Browsing Category

ଓଡିଶା

Odisha

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର…

ଭୁବନେଶ୍ବର ରେଳ ଷ୍ଟେସନରେ ଉଦ୍ଧାର କାର୍ଯ୍ୟର ମକ୍ ଡ୍ରିଲ୍

ଭୁବନେଶ୍ବର : ରେଳ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ ହେଲେ କେମିତି ହେବ ମୁକାବିଲା ? କେମିତି ଲୋକଙ୍କୁ କରାଯିବ ଉଦ୍ଧାର ? ସେନେଇ ଭୁବନେଶ୍ବର ରେଳ ଷ୍ଟେସନରେ ମକ୍ ଡ୍ରିଲ କରିଛି ରେଳବାଇ ପୋଲିସ ଓ ଜିଆରପି । ଏଭଳି ଏକ କଠିନ ସମୟରେ କିଭଳି ଏହି ସ୍ଥିତିର ମୁକାବିଲା କରାଯିବ ସେନେଇ ଏକ କାଉଣ୍ଟର…

୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଗିରଫ

ମୋହନା : ବିପୁଳ ପରିମାଣର ଗଞ୍ଜେଇ ଜବତ । ଗଜପତି ଜିଲ୍ଲା ଅଡବା ଓ ମୋହନା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ଗାଡି ସହ ୪ କୁଇଣ୍ଟାଲ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି । ଗୁରୁବାର ଅଡବା ପୋଲିସ ଡୁମିଗୁଡା ଅଞ୍ଚଳରେ ପେଟ୍ରୋଲିଂ କରୁଥିଲେ । ଏହି ସମୟରେ ଏକ ବୋଲେରୋ ଗାଡିକୁ ପୋଲିସ ଯାଞ୍ଚ କରିଥିଲା…

୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଜାରି ରହିଛି ସ୍କୁଲ ରୂପାନ୍ତର ପର୍ବ । 5T ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ଦିବସରେ ୫ଟି ଜିଲ୍ଲାର ୧୫୮ଟି ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ମାଲକାନଗିରିର ୬ଟି ସ୍କୁଲ, ଝାରସୁଗୁଡାର ୨୫ଟି, କଳାହାଣ୍ଡିର…

ପୋଲିସ ପଞ୍ଝାରେ ନକଲି ଡାକ୍ତର ,ବ୍ୟାଙ୍କରୁ ଋଣ ନେଇ ଧରାପଡିଲେ

କଟକ : ପୋଲିସ ହାତରେ ଧରାପଡିଲା ହାଇ ପ୍ରୋଫାଇଲ ଠକ । କଟକ ବାଦାମବାଡି ଅଞ୍ଚଳରୁ ଏହି ଠକକୁ ଗିରଫ କରିଛି ପୋଲିସ । ନିଜକୁ ଡାକ୍ତର କହି ଏହି ଠକ ଜଣକ ବିଭିନ୍ନ ବ୍ୟାଙ୍କରୁ କାର ଲୋନ ନେଇଥିଲେ ବୋଲି ଜଣାପଡିଛି । ଗିରଫ ହୋଇଥିବା ଅଭିଯୁକ୍ତ କଟକ ଗୋପାଳପୁର ଅଞ୍ଚଳର ସିଦ୍ଧାନ୍ତ ସାର୍ଥକ ।…

କୋଣାର୍କ ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣ ପ୍ରସଙ୍ଗ, ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ…

ପୁରୀ : ଚନ୍ଦ୍ରଭାଗାରେ ଦ୍ବିତୀୟ କୋଣାର୍କ ମନ୍ଦିର ନିର୍ମାଣକୁ ନେଇ ତେଜୁଛି ବିବାଦ । ଜମିର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲାପାଳ । ମନ୍ଦିର ନିର୍ମାଣ ଜାଗା ସମ୍ପୂର୍ଣ୍ଣ ସରକାରୀ । ପୂର୍ବରୁ ରାଜସ୍ବ ନୀରିକ୍ଷକଙ୍କ ପକ୍ଷରୁ ଜାରି ହୋଇଥିଲା…

ଯୁକ୍ତ ୩ ପ୍ରଥମ ବର୍ଷ ୨ୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି,୨୩ ରୁ କରିପାରିବେ ଆବେଦନ

ଭୁବନେଶ୍ୱର : ଯୁକ୍ତ ୩ ନାମ ଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଶିକ୍ଷାବର୍ଷ ୨୦୨୧-୨୦୨୨ ଯୁକ୍ତ ୩  ପ୍ରଥମ ବର୍ଷ ଦ୍ୱିତୀୟ ପର୍ୟ୍ୟାୟ ନାମ ଲେଖା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏନେଇ ଆଜି ଉଚ୍ଚଶିକ୍ଷା ବିଭାଗ ରାଜ୍ୟର ସମସ୍ତ ଘରୋଇ ଡିଗ୍ରୀ କେଲେଜର…

ସଡ଼କ ସୁରକ୍ଷା ଉପରେ ଗୁରୁତ୍ବ, ପରିବହନ ବିଭାଗ ଓ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ମଧ୍ୟରେ ଚୁକ୍ତି ସ୍ବାକ୍ଷର

ଭୁବନେଶ୍ବର : ରାଜ୍ୟରେ ସଡ଼କ ସୁରକ୍ଷାକୁ କରାଯିବ ସୁଦୃଢ଼ । ଏଥିପାଇଁ ପରିବହନ ବିଭାଗ ପକ୍ଷରୁ ବେସରକାରୀ ସଙ୍ଗଠନ ସେଭ୍ ଲାଇଫ୍ ଫାଉଣ୍ଡେସନ୍ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଚୁକ୍ତିନାମାକୁ ରାଜ୍ୟ ପରିବହନ ପ୍ରାଧିକରଣ ଯୁଗ୍ମ କମିଶନର୍ ସଞ୍ଜୟ ବିଶ୍ବାଳ ଏବଂ ସେଭ୍ ଲାଇଫ୍ ଫାଉଣ୍ଡେସନର…

ସତ୍ୟବାଦୀ ଏସବିଆଇ ଶାଖାରେ ଅଗ୍ନିକାଣ୍ଡ

ଭୁବନେଶ୍ୱର : ଏସବିଆଇ ଶାଖାରେ ଅଗ୍ନିକାଣ୍ଡ । ପୁରୀ ଜିଲ୍ଲା ସତ୍ୟବାଦୀ ଏସବିଆଇ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ ଘଟିଛି । ସୂଚନା ଅନୁସାରେ ବ୍ୟାଙ୍କ କ୍ୟାଣ୍ଟିନର ଗ୍ୟାପ ପାଇପ ଲିକ ହୋଇ ଏହି ଅଗ୍ନିକାଣ୍ଡ ଘଟିଥିଲା । ବ୍ୟାଙ୍କ ରେ ଧୂଆଁମୟ ହେବାରୁ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇ ବ୍ୟାଙ୍କ…

ଡ଼ଙ୍ଗା ଭସାଇବାବେଳେ ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ

ପୁରୀ: ପୁରୀ ଜିଲ୍ଲା କାକଟପୁର ବ୍ଲକ ବେଢ଼ାବନ୍ଦ ଗାଁରେ ଦୁଃଖଦ ଘଟଣା ଘଟିଛି । ପୋଖରୀରେ ବୁଡ଼ି ମା’ ଓ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଲେ ରିତା ମିଶ୍ର ଓ ପ୍ରଭୁ ମିଶ୍ର । ସୂଚନା ଅନୁସାରେ, ରିତା ମିଶ୍ର ଓ ତାଙ୍କ ପୁଅ ପ୍ରଭୁ ମିଶ୍ର ସକାଳୁ ଗାଁ ପୋଖରୀରେ ଡ଼ଙ୍ଗା ଭସାଇବାକୁ…