Latest Odisha News

BREAKING NEWS

Browsing Category

ଓଡିଶା

Odisha

୭୬ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଜନନାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ଆଜି ୭୬ ବର୍ଷରେ ପଦାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏବର୍ଷ ଜନ୍ମଦିନ ପାଳନ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ । ଆଜି ନବୀନ ନିବାସ ନଆସି କୋଭିଡରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ସାହାଯ୍ୟ କରିବା ଓ ରକ୍ତଦାନ ଭଳି…

ଆଜି ୪୦୦ ତଳକୁ ଖସିଲା ରାଜ୍ୟରେ କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଆଜି ୪୦୦ ତଳକୁ ଖସିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୫୮ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟିନରୁ ୨୦୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪୯ । ୧୮ ବର୍ଷ ଭିତରେ ଆଉ ୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ୨୩ ଜିଲ୍ଲାରୁ ବାହାରିଛନ୍ତି…

କଟକରେ ଏନକାଉଣ୍ଟର: ଗୁଳି ଖାଇଲା ଦୁର୍ଦ୍ଦାନ୍ତ ଅପରାଧୀ ରାକା

କଟକ: ଦଶହରା ସରିବା ପରେ କଟକରେ ପୋଲିସର ଏନକାଉଣ୍ଟର । ଆଜି ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗୁଳି କରିଛି କମିଶନରେଟ ପୋଲିସ । ଏଥିରେ ବାଲିକୁଦା ଅଞ୍ଚଳର ହାର୍ଡକୋର୍ କ୍ରିମିନାଲ୍ ରାକା ଓରଫ ରାକେଶ ଦାସ ଆହତ ହୋଇଛି । ରାକାର ଗୋଡ଼ରେ ବାଜିଛି ଗୁଳି । ତାକୁ ଗୁରୁତର ଅବସ୍ଥାରେ କଟକ ବଡ଼…

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା…

ବିଶିଷ୍ଟ ଶିଳ୍ପପତି କମଳଜିତ ସିଂହଙ୍କ ପରଲୋକ

ଭୁବନେଶ୍ବର : ବିଶିଷ୍ଟ ଶିଳ୍ପପତି ତଥା କେଜେଏସ ଗ୍ରୁପର ଅଧ୍ୟକ୍ଷ କମଳଜିତ ସିଂହ ଆଲୁୱାଲିଆଙ୍କ ପରଲୋକ । ୭୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭାରାତୀୟ ଖଣି ଓ ଲୌହ ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ କମଳଜିତ ସିଂହ ଜଣେ ପ୍ରମୁଖ ଓ ଜଣାଶୁଣା ବ୍ୟକ୍ତିତ୍ବ ଥିଲେ । ଜୀବନରେ ବହୁ ସଂଗ୍ରାମ ଓ…

ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ କରିବାରୁ ପୋଲିସ ଗାଡି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ

ବରଗଡ଼ : ପୋଲିସ ଗାଡ଼ି ଭାଙ୍ଗିଲେ ଉତ୍ତ୍ୟକ୍ତ ଲୋକେ । ଦୁର୍ଗାପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କହିବାରୁ ପୋଲିସ ଗାଡି ଭଙ୍ଗାରୁଜା କରିଛନ୍ତି ଉତ୍ତ୍ୟକ୍ତ ଲୋକ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ମା’…

ଲଂଚ ହେଲା ଓଡିଆ ଓଟିଟି ପ୍ଲାଟଫର୍ମ “Kanccha Lannka”

ଭୁବନେଶ୍ୱର: ଏଣିକି ମନୋରଂଜନ କ୍ଷେତ୍ରରେ ଓଡିଶା କିମ୍ବା ଓଡିଆ ଭାଷା ଆଉ ପଛରେ ରହିବ ନାହିଁ । ପ୍ରତିଭାବାନ କଳାକାରଙ୍କୁ ମିଳିବ ଭରପୁର ସୁଯୋଗ, ଦର୍ଶକଙ୍କୁ ମିଳିବ ନନଷ୍ଟପ୍ ଅନ୍ ଡିମାଣ୍ଡ ଏଣ୍ଟରଟେନମେଣ୍ଟ । ଲଂଚ ହୋଇଛି ଓଡିଶାର ପ୍ରିମିଅମ୍ ଓଟିଟି ପ୍ଲାଟଫର୍ମ "Kanccha Lannka"…

ଯାଜପୁର ମା’ ପୁଅ ନିଖୋଜ ଘଟଣା; ଛତିଶିଗଡ଼ରୁ ହେଲେ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ବଜାରରୁ ନିଖୋଜ ମା' ପୁଅ ଛତିଶିଗଡ଼ରୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର। ଅଚେତ ଅବସ୍ଥାରେ ଛତିଶିଗଡ଼ର ଏକ ନିଛାଟିଆ ସ୍ଥାନରୁ ମା ଓ ପୁଅଙ୍କୁ ଉଦ୍ଧାର କରାଯାଇଛି  । ଗତ ୧୨ ତାରିଖ ସନ୍ଧ୍ୟାରୁ ବାଲିଚନ୍ଦ୍ରପୁର ବଜାରକୁ ମାର୍କେଟିଂ ପାଇଁ ଯାଇଥିବା ବେଳେ…

[ଭିଡ଼ିଓ] ବିଜୟାଦଶମୀରେ ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବିଜୟା ଦଶମୀରେ ମହାପ୍ରଭୁଙ୍କ ସୁନାବେଶ ।  ଶ୍ରୀମନ୍ଦିରରେ ଆଜି ପବିତ୍ର ଦଶହରା ବା ବିଜୟାଦଶମୀ । ମହାପ୍ରଭୁ ସୁନାବେଶ ବା ରାଜରାଜେଶ୍ୱର ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅବକାଶ ନୀତି, ଚନ୍ଦନ ନୂଆ ଲୁଗା,୩୨ ମୂର୍ତ୍ତି ସ୍ବର୍ଣ୍ଣ ଅଳଙ୍କାର ଲାଗି ପରେ…

କେନ୍ଦୁଝର ବିମଳା ଫରେଷ୍ଟ ବିଟ୍ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲଙ୍କ ଉପଦ୍ରବ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ବିଟରେ ମାତିଛନ୍ତି ହାତୀପଲ । ଭିମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗାଁରେ ୧୨ ଟିକିଆ ହାତୀପଲ ଉପଦ୍ରବ କରୁଛନ୍ତି । ଗାଁରେ ଜଙ୍ଗଲି ବାରହାଙ୍କୁ ନେଇ ଲୋକେ ଭୟଭୀତ ଥିବା ବେଳେ, ଏବେ ହାତୀପଲ ଲୋକଙ୍କ ଚିନ୍ତା ବଢ଼ାଇଛି । ଗତକାଲି…