Latest Odisha News

BREAKING NEWS

Browsing Category

ଓଡିଶା

Odisha

ଫସଫେଟ୍ ଓ ପଟାସ ଜାତୀୟ ସାରର ମୂଲ୍ୟବୃଦ୍ଧିକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ : ଫସ୍‌ଫେଟ ଓ ପଟାସ ଜାତୀୟ ସାରର ମୂଲ୍ୟ ବୃଦ୍ଧିକୁ ଅନୁମୋଦନ କରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ…

ଫ୍ଲୋରିଆ ପରିବାର ତରଫରୁ ସୁଦୂର ଆମେରିକାରେ ଶାରଦୀୟ ଦୁର୍ଗାପୂଜାର ଆୟୋଜନ

ଫ୍ଲୋରିଡା : ମହାମାୟାଙ୍କ ଆବାହନରେ ପୂରି ଉଠିଛି ଧରା । ମନ୍ତ୍ର ଓ ହୋମଯଜ୍ଞରେ ପ୍ରକମ୍ପିତ ହେଉଛି ପରିବେଶ । ଅସୁରତ୍ୱ ଉପରେ ଦେବତ୍ବ, ଅନ୍ୟାୟ ଉପରେ ନ୍ୟାୟର ବିଜୟ ପାଇଁ ଦେବୀଙ୍କ ଏହି ଶାରଦୀୟ ଆବାହନ । ଶରଣାଗତଙ୍କ ଦୁଃଖ ଦୂର କରି, ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ପ୍ରଦାନ ପାଇଁ…

ପୋଲିସ ତଦନ୍ତ ପ୍ରକ୍ରିୟାରେ ଅସନ୍ତୁଷ୍ଟ ମୋହନ ମାଝି, ଦାବି କଲେ ସିବିଆଇ ତଦନ୍ତ

କେନ୍ଦୁଝର : ବିଧାୟକ ମୋହନ ମାଝି ଗାଡିକୁ ବୋମାମାଡ଼ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ୫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ବ୍ୟକ୍ତିଗତ ଶତ୍ରୁତା ଓ ଆର୍ଥିକ କାରବାରକୁ ନେଇ ଏହି ବୋମା ମାଡ଼ ହୋଇଥିବା ପୋଲିସ ସୂଚନା ଦେଇଛି । ତେବେ ପୋଲିସର ତଦନ୍ତକୁ ନେଇ ଅସନ୍ତୋଷ…

ଖୋଲୁଛି ମନୀଷ ମୃତ୍ୟୁର ଗୁମର, ଘଟଣା ଦିନ ୨ ସନ୍ଦିଗ୍ଧ କେଉଁଠି ଯାଇଥିଲେ ପୋଲିସ ହାତରେ ପ୍ରମାଣ

ଭୁବନେଶ୍ବର : ଖୋଲୁଛି ମନୀଷ ମୃତ୍ୟୁର ଖିଅ । ଘଟଣା ପରେ ଲିଟୁ ଓ ମୁନା, କେଉଁଠି ରହିଥିଲେ ତାହାର ସବୁ ପ୍ରମାଣ ଲାଗିଛି ପୋଲିସ ହାତରେ । ଘଟଣା ଦିନ ହୋଟେଲ ସାଉଥ ସିଟିରୁ ବାହାରି ୨ ସନ୍ଦିଗ୍ଧ ୟୁନିଟ ୪ରେ ଥିବା ହୋଟେଲ ସ୍ବାଗତ ପ୍ୟାଲେସକୁ ଆସିଥିଲେ । ସେହିଦିନ ଭୋର ୫ଟା ୩୦ରେ ଲିଟୁ ଓ…

ଭାରତୀୟ ପାଣିପାଗ ବିଭାଗର ସୂଚନା, ବାତ୍ୟା ନୁହେଁ କେବଳ ବର୍ଷା ହେବ

ଭୁବନେଶ୍ବର : ବାତ୍ୟା ନୁହେଁ, କେବଳ ବର୍ଷା ହେବ । ଏଭଳି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଆସନ୍ତାକାଲି ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ…

ପୂଜା ଛୁଟି ପରେ ଖୋଲିପାରେ ସ୍କୁଲ !

ଭୁବନେଶ୍ୱର : ଦୂର୍ଗାପୂଜା ଛୁଟି ପରେ ଅନ୍ୟ ଶ୍ରେଣୀ ଗୁଡିକ ପାଇଁ ସ୍କୁଲ ଖୋଲିପାରେ । ଏନେଇ ସଙ୍କେତ ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଆଶା କରିବା ପୂଜା ଛୁଟି ପରେ ସ୍ଥିତିରେ ସୁଧାର ଆସିବ ଏବଂ ଅନ୍ୟ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ ।  ସ୍କୁଲ…

ବିଧାୟକ ମୋହନ ମାଝୀ ଆକ୍ରମଣ ମାମଲାରେ ୫ ଅଭିଯୁକ୍ତ ଗିରଫ

କେନ୍ଦୁଝର: ବିଧାୟକ ମୋହନ ମାଝୀଙ୍କ ଉପରେ ହୋଇଥିଲା ବୋମାମାଡ । ଗତ ୧୦ ତାରିଖରେ ହୋଇଥିବା ମରଣାନ୍ତକ ଆକ୍ରମଣ ନେଇ ଦିନରାତି ଏକ କରିଥିଲା ତଦନ୍ତକାରୀ ଦଳ । ଏପରିକି ଅଭିଯୁକ୍ତଙ୍କ ସିସିଟିଭି ଫୁଟେଜ ଜାରି କରାଯାଇ ପୁରସ୍କାର ଘୋଷଣା ମଧ୍ୟ ହୋଇଥିଲା । ଆଜି ଆକ୍ରମଣ ମାମଲାରେ ୫…

କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱରର ପ୍ରସିଦ୍ଧ ବାଡିଖେଳ

ବାଲେଶ୍ୱର : କରୋନା କଟକଣା ପାଇଁ ଫିକା ପଡ଼ିଲା ବାଲେଶ୍ୱର ପସିଦ୍ଧ ବାଡିଖେଳ ପରମ୍ପରା । ଜଗତଜନନୀ ମା ଦୁର୍ଗାଙ୍କ ପୂଜାରେ ବାଲେଶ୍ୱର ଜିଲ୍ଲାର ମୁଖ୍ୟ ଆକର୍ଷଣ ହେଉଛି ବାଡିଖେଳ। ଦୀର୍ଘ ୯୬ ବର୍ଷ ଧରି ବାଲେଶ୍ୱରବାସୀ ଏହି ପ୍ରଥା ବଜାୟ ରଖିଛନ୍ତି । ହେଲେ ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ…

ନବରାତ୍ରୀରେ ନବଦୁର୍ଗାଙ୍କ ନାଁରେ କୁଆଁରୀ ପୂଜନ

ସୁବର୍ଣ୍ଣପୁର: ନବରାତ୍ରୀ ଅବସରରେ କୁଆଁରୀ ପୂଜାର ବିଧି। ମା’ଦୁର୍ଗାଙ୍କ ପୂଜା ସମୟରେ କୁଆଁରୀ ମାନଙ୍କର ପୂଜା କରାଯିବାର ରହିଛି ପରମ୍ପରା। ଏହି ଦିନ କୁଆଁରୀ ଝିଅମ।ନଙ୍କୁ ଏକାଠି ବସାଯାଇ ପୂଜା କରାଯାଇଥାଏ । ତା ସହିତ ବିଭିନ୍ନ ଅନ୍ନ ପ୍ରସାଦ ଓ ନୂତନ ବସ୍ତ୍ର ଦିଆଯାଇଥାଏ । ଅନ୍ୟ ସ୍ଥାନ ଭଳି…

ଚଳିତ ବର୍ଷ ପାଳିତ ହେବନି ଭୁବନ ବଳଦ ଯାତ୍ରା

ଢେଙ୍କାନାଳ: ଚଳିତ ବର୍ଷ ହେବନି ଭୁବନର ପ୍ରସିଦ୍ଧ ବଳଦ ଯାତ୍ରା । କୋଭିଡ଼ କଟକଣା ସାଙ୍ଗକୁ ଏହି ଯାତ୍ରା ଉପରେ ଲାଗିଛି ରୋକ୍ । ପୁଣି ଥରେ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଲାଣି । ଆଉ ଯାତ୍ରା ହେଲେ ପୁଣି ଭିଡ଼ ଲାଗିବାର ଆଶଙ୍କା ରହିଛି । ଏନେଇ ବଳଦ ଯାତ୍ରା ଉପରେ ଲାଗିଛି ରୋକ୍ ।…