Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାସ୍ତା ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ

ଅନୁଗୁଳ: ଦୁର୍ଘଟଣାରେ ସାହିତ୍ୟିକଙ୍କ ମୃତ୍ୟୁ । ନୂଆପଡ଼ା ଗାଁର ସାହିତ୍ୟିକ ତ୍ରିଲୋଚନ ପ୍ରଧାନଙ୍କର ମୃତ୍ୟୁ ହୋଇଛି । ସାଇକେଲରେ ଯାଉଥିବା ବେଳେ ପାଲଲହଡା ଖମାର କଲେଜ ନକିଟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା । ତେବେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯୋଇଥିବା ବେଳେ…

ହାତୀଗାଁରେ ହାତୀ ଆତଙ୍କ

ନବରଙ୍ଗପୁର: ହାତୀଗାଁରେ ପଶିଲେ ହାତୀ । ନବରଙ୍ଗପୁର ଜିଲ୍ଲାରେ ପ୍ରଥମ ଥର ଦେଖିବାକୁ ମିଳିଛି ହାତୀ ପଲ । ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ସମ୍ବଲପୁର ନିକଟ ହାତୀ ଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଓଡ଼ିଶା ଜଙ୍ଗଲ ଦେଇ ହାତୀଗାଁ ଭିତରକୁ ପଶି ଆସିଥିଲେ l ଗତକାଲି ରାତିରୁ ଛତିଶଗଡ଼ ଗରିଆବନ୍ଧର…

ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ ଏସଆଇ ନିଲମ୍ବିତ

ପିପିଲି : ପିପିଲି ବଳଙ୍ଗା ଥାନା ବିସ୍ପୋରଣ ଘଟଣାରେ ନିଆଗଲା କାର୍ଯ୍ୟାନୁଷ୍ଠାନ । ମାଲଖାନା ଦାୟିତ୍ୱରେ ଥିବା ମହିଳା ଏସଆଇ ତଅପୋଇ ନାୟକ ନିଲମ୍ବିତ ହୋଇଛନ୍ତିା ସୋମବାର ରାତିରେ ଏହି ବିସ୍ୱୋରଣ ହୋଇଥିଲା । ଏହି ବିସ୍ୱୋରଣ ଏତେ ଭୟଙ୍କର ଥିଲା ଯେ ଥାନାର ଛାତ ଭୁଷୁଡି ପଡ଼ିବା ସହ କାନ୍ଥ ଭୁଷୁଡି…

ଆଜି ପଶ୍ଚିମ ଓଡ଼ିଶାରେ ପୁଅ ଜିଉଁନ୍ତିଆ ଓଷା , ପୂଜା ବଜାରରେ ଭିଡ

ସୋନପୁର : ଆଜି ପୁଅ ଜିଉଁନ୍ତିଆ। ଏଥିପାଇଁ ପଶ୍ଚିମ ଓଡ଼ିଶା ଚଳଚଞ୍ଚଳ ହୋଇଉଠିଛି । ପୁଅର ମଙ୍ଗଳ କାମନା ପାଇଁ ମା' ମାନେ ଉପାସ କରି ଅତି ନିଷ୍ଠାର ସହ ପାଳନ କରନ୍ତି ଏହି ପର୍ବକୁ । ସୋନପୁର ସହରରେ ମଧ୍ୟ ପୂଜା ସାମଗ୍ରୀ କିଣିବା ପାଇଁ ପାଇଁ ପୂଜା ବଜାରରେ ଭିଡ ଲାଗିଛି । ପୂଜାରେ…

ପାରଳା ACF ମୃତ୍ୟୁ ମାମଲା: ଆସିଲା ୩ ଜଣଙ୍କର ଲାଏ ଡିଟେକସନ୍ ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଦୁଇ ମାସ ପରେ ବି ଖୋଲିନି ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ । ଏହାରି ଭିତରେ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇଛି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ ପଣ୍ଡା, ଗଜପତି ଡିଏଫଓ ସୌମ୍ୟରଞ୍ଜନ ମହାମାତ୍ର ଓ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକସନ୍ ଟେଷ୍ଟ…

DRDO ତଥ୍ୟ ଲିକ୍ ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାନ୍ଦିପୁର ଆଇଟିଆର ତଥ୍ୟ ଲିକ୍ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ରହସ୍ୟମୟୀ ମହିଳାଙ୍କୁ ନେଇ ଅଧିକ ତଦନ୍ତ ଜାରି ରଖିଛି । କିଏ ସେହି ମହିଳା ? କେଉଁଠାରେ ରୁହନ୍ତି ? ଭାରତରେ ନା ବିଦେଶରେ ? ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନିଆଯିବ । ଏହି…

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ , ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପସାଗରରେ ଆଜି ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଆସନ୍ତା ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା କରାଇବ । ଏହି ତିନି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହାଦ୍ୱାରା ବୁଢ଼ାବଳଙ୍ଗ ଓ…

ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା

ଯାଜପୁର: ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପ୍ରତ୍ୟେକ ଶକ୍ତିପୀଠରେ ଚଳଚଂଚଳ ପରିବେଶ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ହେବାର ପରମ୍ପରା ରହିଥିବା ବେଳେ ଚଳିତ ବର୍ଷ ତିଥିକ୍ଷୟ ପାଇଁ…

ଦାବି ଶୁଣିଲାନି ପ୍ରଶାସନ, ୧୪୯ ନମ୍ୱର ଜାତୀୟ ରାଜପଥ ବନ୍ଦ କଲେ ଗାଁ ଲୋକ

ଢେଙ୍କାନାଳ: ବାରମ୍ବାର ଗୁହାରି ସତ୍ତ୍ୱେ ଦାବି ଶୁଣାଲାନି ପ୍ରଶାସନ । ସମସ୍ୟାର ସମାଧାନ ନହେବାରୁ ରାଜରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ । ଜାତୀୟ ରାଜପଥ ଅବରୋଧ କଲେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଭେଜିଆ ଗାଁ ଛକ ନିକଟରେ ୧୪୯ ନମ୍ୱର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି ବିରିବୋଲେଇ…

ଭୁଶୁଡୁଛି ଲାଲଗଡ଼, ସଂଗଠନ ଛାଡ଼ିଲେ ୨୪ ମାଓବାଦୀ

ମାଲକାନଗିରି: ଲାଲବାହିନୀ ଉପରୁ ତୁଟୁଛି ଭରସା । ଭୁଶୁଡୁଛି ଲାଲଗଡ଼ । ମୁଖ୍ୟସ୍ରୋତକୁ ଫେରୁଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ୭ ଜଣ ମହିଳା ମାଓବାଦୀ । କିସ୍ତାରାମଠାରେ ଥିବା…