Latest Odisha News

BREAKING NEWS

Browsing Category

ଓଡିଶା

Odisha

ପାରଳା ACF ମୃତ୍ୟୁ ମାମଲା: ଆଜି ହୋଇପାରେ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ

ଭୁବନେଶ୍ୱର: ପାରଳାଖାମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଖୋଳତାଡ ଜାରି ରଖିଛି କ୍ରାଇମବ୍ରାଞ୍ଚ । ଆଜି ହୋଇପାରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ଲାଏ ଡିଟେକସନ୍ ଟେଷ୍ଟ । ଭୁବନେଶ୍ୱର ସ୍ଥିତ ଷ୍ଟେଟ୍ ଫରେନସିକ୍ ଲାବରେ ଟେଷ୍ଟ ହୋଇପାରେ । ପୂର୍ବରୁ ଗଜପତି ଡିଏଫଓ ସଂଗ୍ରାମ…

ଡ୍ରେନରେ ଭାସି ନିଖୋଜ ଛାତ୍ରର ୧୮ ଘଣ୍ଟା ପରେ ବି ମିଳିନି ପତ୍ତା

ଭୁବନେଶ୍ୱର: ଡ୍ରେନରେ ଭାସି ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ପତ୍ତା ଏଯାଏ ମିଳିନି । ୧୮ ଘଣ୍ଟା ପରେ ବି ତାଙ୍କର କୌଣସି ସନ୍ଧାନ ମିଳିପାରି ନାହିଁ । ଗଣ୍ଡମୁଣ୍ଡା ମୁଖ୍ୟ କେନାଲରେ ବୋଟ ଯୋଗେ ସର୍ଚ୍ଚ ଅପରେସନ କରିବାକୁ ନିଷ୍ପତ୍ତି ହୋଇଛି । ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀର…

ଏକାଧିକ ଘୂର୍ଣ୍ଣିବଳୟର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଉଛି ଓଡ଼ିଶା

ଭୁବନେଶ୍ବର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ଏକାଧିକ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ଗୋଟିଏ…

ପ୍ରଚାର ପାଇଁ କାଲିଠୁ କମ୍ପିବ ପିପିଲି ମୈଦାନ

ଭୁବନେଶ୍ବର : ଆସନ୍ତାକାଲିଠୁ ଜମିବ ପିପିଲି ଉପନିର୍ବାଚନ ପ୍ରଚାର । ବିଦ୍ଧିବଦ୍ଧ ଭାବେ ମୈଦାନକୁ ଓହ୍ଲାଇବେ ତିନି ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକ । ଏନେଇ ବିଜେଡି, ବିଜେପି ଓ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରି ସାରିଛନ୍ତି । ଏଥର ପିପିଲିରେ ଭୋଟରଙ୍କ ମନ କିଣିବା ପାଇଁ…

ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ, କ୍ଷୋଭ ପ୍ରକାଶ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ : ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ହେଉଛି ବିଳମ୍ବ । ଯେଉଁଥିପାଇଁ ନ୍ୟାୟ ପାଉନାହାନ୍ତି ସାଧାରଣ ଲୋକ । ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଗରିବ ଲୋକଟିଏ ଦୀର୍ଘ ବର୍ଷ ଧରି କୋର୍ଟର ଚକ୍କର କାଟୁଛନ୍ତି । ଏପରିକି ନ୍ୟାୟ ପାଇବାରେ ଅନେକ ପ୍ରତିବନ୍ଧକ ମଧ୍ୟ ସୃଷ୍ଟି ହେଉଛି ।…

ଉପଯୁକ୍ତ ଚିକିତ୍ସା ଓ ସଚେତନତା ଦ୍ବାରା ଶିଶୁମାନେ କର୍କଟ ରୋଗରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇପାରିବେ

ଭୁବନେଶ୍ବର : ଶିଶୁଙ୍କ କ୍ଷେତ୍ରରେ କର୍କଟ ରୋଗର ଚିକିତ୍ସା କଷ୍ଟକର ହୋଇପାରେ, କିନ୍ତୁ ନିରାଶାଜନକ ନୁହେଁ । ସଠିକ ସମୟରେ ଲକ୍ଷଣ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଓ ପିତାମାତାଙ୍କ ଧର୍ଯ୍ୟ ରହିଲେ ଶିଶୁଙ୍କୁ କର୍କଟ ରୋଗରୁ ଆରୋଗ୍ୟ ମିଳିପାରିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ବିଭାଗ…

ମାଲକାନଗିରି ଉପରେ ଆନ୍ଧ୍ର ଓ ତେଲେଙ୍ଗନା ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି

ମାଲକାନଗିରି: ଓଡିଶା ସୀମାକୁ ନେଇ ପ୍ରାୟତଃ ସମୟ ଆନ୍ଧ୍ରପ୍ରଦେଶ କିମ୍ବା ତେଲେଙ୍ଗାନାର ଅନୁପ୍ରବେଶ ଘଟଣା ସାମ୍ନାକୁ ଆସିଥାଏ । ହେଲେ ଏଥର କ୍ୱାର୍ଜ ପଥର ପାଇଁ ମାଲକାନଗିରି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ଆନ୍ଧ୍ର ଓ ତେଲେଙ୍ଗାନାର ଖଣିଆ ମାଫିଆ । ମୋଟୁ ତହସିଲ ଅନ୍ତର୍ଗତ କୁନାନପାଲି…

ନଦୀରେ ପାଣି କମୁଛି, ହେଲେ ଏବେ ବି ବନ୍ୟାଜଳରେ ବୁଡି ରହିଛି ହେକ୍ଟର ହେକ୍ଟର ଚାଷ ଜମି

ଭଦ୍ରକ : କମୁଛି ବୈତରଣୀର ଜଳସ୍ତର । ବିପଦ ଟଳିଥିବା ବେଳେ, ବିଭିନ୍ନ ସ୍ଥାନରେ ମଧ୍ୟ ହ୍ରାସ ପାଉଛି ଜଳସ୍ତର । ଭଦ୍ରକ ଜିଲ୍ଲାର ଆଖୁଆପଦାରେ ବୈତରଣୀ ନଦୀ ବିପଦ ସଂକେତ ତଳକୁ ପ୍ରବାହିତ ହେଉଛି । ଆଖୁଆପଦାଠାରେ ବିପଦ ସଂକେତ ୧୭.୮୩ ମିଟର ଥିବା ବେଳେ ବନ୍ୟା ଜଳ ବହୁ ତଳେ ପ୍ରବାହିତ ହେଉଛି ।…

ବନ୍ୟା ଆଶଙ୍କା ନାହିଁ, ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଖସୁଛି ଜଳସ୍ତର

ଭୁବନେଶ୍ବର : ମହାନଦୀ ସମେତ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖା ନଦୀରେ କମିଛି ଜଳସ୍ତର । ଜଳସ୍ତର ହ୍ରାସ ପାଉଥିବା ବେଳେ, ଆଉ ବନ୍ୟା ଆଶଙ୍କା ମଧ୍ୟ ନାହିଁ । ପୂର୍ଣ୍ଣିମା ଥିବାରୁ ସମୁଦ୍ର ଜୁଆରିଆ ରହୁଛି । ତେଣୁ ସମୁଦ୍ରକୁ ପାଣି ଯାଇ ନପାରି ତଳି ଅଞ୍ଚଳରେ ପାଣି ଛାଡିବାରେ ବିଳମ୍ବ…

ରାଜ୍ୟରେ ପୁଣି ବଢ଼ିବ ସଂକ୍ରମଣ, ସତର୍କ କଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ପୁଣି ବଢ଼ିପାରେ ମହାମାରୀ କରୋନା ସଂକ୍ରମଣ । ଏଭଳି ପୂର୍ବନୁମାନ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟରେ ୮୦ ପ୍ରତିଶତ ଲୋକ ଲକ୍ଷଣ ବିହୀନ ସଂକ୍ରମିତ ଚିହ୍ନଟ ହେବା ପରେ ସଂକ୍ରମଣ ବଢ଼ିପାରେ ବୋଲି ଆକନ କରିଛି ସ୍ବାସ୍ଥ୍ୟ ବିଭାଗ । ଅକ୍ଟୋବର ଓ ନଭେମ୍ବର ମାସରେ…