Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଦିନ ଯାଏ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ପୁରୀ ଜଗନ୍ନାଥ ମନ୍ଦିର ତିନି ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଶୁକ୍ରବାର ଗଣେଶ ଚତୁର୍ଥୀ ହୋଇଥିବାରୁ ଆଗାମୀ ୨ ଦିନ ପାଏ ଶ୍ରୀମନ୍ଦିର ଦ୍ବାର ଭକ୍ତଙ୍କ ଲାଗି ବନ୍ଦ ରହିବ ବୋଲି ସୂଚନା ମିଳିଛି। ସେପ୍ଟେମ୍ବର ୯ ରେ SJTA ଦ୍ବାରା ଜାରି ନୂତନ ନିର୍ଦ୍ଦେଶାବଳୀରେ କୁହାଯାଇଛି ଯେ…

ରାଜ୍ୟରେ ୭୪୫ ସଂକ୍ରମିତ ଚିହ୍ନଟ; ୧୧୯ ଛୁଆ ପଜିଟିଭ

ଭୁବନେଶ୍ବର: ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୪୫ ଜଣ କରୋନା ଆକ୍ରାନ୍ତ। ଆଜି ୦-୧୮ ବର୍ଷ ଭିତରେ ୧୧୯ ଜଣ ଛୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୪୩୫ ଜଣ ପଜିଟିଭ ହୋଇଥିବା ବେଳେ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ମୁକବଧିର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର : ସତ୍ୟଭାମା ଦେବୀ ମୁକବଧିର ମହାବିଦ୍ୟାଳୟର  +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖିଥିବା ୫ ଜଣ ଛାତ୍ରଛାତ୍ରୀଙ୍କୁ,  ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ।…

ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର

ଭୁବନେଶ୍ବର : ଉଦଯାପିତ ହୋଇଛି ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଆୟୋଜିତ ୨୭ତମ ଓଏମସି ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ଉତ୍ସବ ୨୦୨୧ । ଜୀବନବ୍ୟାପୀ ସାଧାନା ପାଇଁ ବରିଷ୍ଠ ମଞ୍ଚ ଅଭିନେତ୍ରୀ ବିନୋଦିନୀ ଦେବୀଙ୍କୁ ଗୁରୁ କେଳୁଚରଣ ମହାପାତ୍ର ଆଓ୍ବାର୍ଡ ପ୍ରଦାନ କରାଯାଇଛି । ପୁରସ୍କାର…

ପ୍ରକାଶ ପାଇଲା ଯୁକ୍ତ ୩ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର : ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ଚଳିତ ବର୍ଷର କଟ୍‌ ଅଫ୍‌ ମାର୍କ । ଏହି ତାଲିକାରେ ସବୁଠୁ ଆଗରେ ରହିଛି ବିଜେବି ସ୍ବଂୟଶାସିତ ମହାବିଦ୍ୟାଳୟ । ଭୂଗୋଳରେ କଟ୍‌ଅଫ୍‌ ମାର୍କ ୯୫.୨୦ ପ୍ରତିଶତ, ପଦାର୍ଥ ବିଜ୍ଞାନରେ କଟ୍‌ ଅଫ୍‌ ମାର୍କ ୯୬.୪୦ ପ୍ରତିଶତ ରହିଛି । ପ୍ରାଣୀ…

ସାମ୍ବାଦିକ ସମ୍ମିଳନୀ କରି ବର୍ଷିଲେ ସ୍ନେହାଙ୍ଗିନୀ ଛୁରିଆ, କହିଲେ ଓଡ଼ିଶା ବିଜେପି ଚାଷୀ ବିରୋଧୀ

ଭୁବନେଶ୍ବର : ଚାଷୀ ପ୍ରସଙ୍ଗରେ ବିଜେପିକୁ ବିଜେଡିର ସମାଲୋଚନା । ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ଓଡ଼ିଶା ବିଜେପି ଚାଷୀ ବିରୋଧୀ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ସ୍ନେହାଙ୍ଗିନୀ ଛୁରିଆ । ସେ…

ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର

ରାଜଗାଙ୍ଗପୁର : ରାଜଗାଙ୍ଗପୁର ବଡ ଧରଣର ଡକାୟତି। ଲୁଗା ଦୋକାନିଙ୍କ ଘରେ କଳାକନା ବୁଲାଇଲେ ଚୋର। ଦୋକାନିଙ୍କ ଘରୁ ପ୍ରାୟ ୨୦ ଲକ୍ଷ ଟଙ୍କାର ସାମଗ୍ରୀ ଲୁଟି ନେଇଛନ୍ତି ଡକାୟତ । ଆଜି ଭୋର୍ ପ୍ରାୟ ୩ ଟା ପାଖିପାଖି ହେବ ଲୁଟ୍ ହୋଇଛି । ୭ ଜଣିଆ ଡକାୟତ ଦଳ ରାଜଗାଙ୍ଗପୁର ସୁନ୍ଦରଗଡ଼ ମୁଖ୍ୟ…

ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଦେଶର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ତାଲିକା ୨୦୨୧କୁ ଉନ୍ମୋଚନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏନଆଇଆରଏଫ ତାଲିକାରେ ୧୧ଟି ବିଭିନ୍ନ ବିଭାଗ ଯଥା ସାମଗ୍ରୀକ ସଫଳତାକୁ ନେଇ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ, ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, କଲେଜ୍,…

ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଭାରତୀୟ ପାରାଅଲିମ୍ପିକ୍ସ ଦଳକୁ ସାକ୍ଷାତ କରିଛନ୍ତି ପ୍ରଧାନମନ୍ତ୍ରୀ । ଦିଲ୍ଲୀସ୍ଥିତ ନିଜ ବାସଭବନରେ ଟୋକିଓ ପାରାଅଲିମ୍ପିକ୍ସ କ୍ରୀଡାର ଭାରତୀୟ ଦଳ ପାଇଁ ସମାରୋହର ଆୟୋଜନ କରାଯାଇଥିଲା । ଏହି ଦଳରେ ପାରା ଆଥଲେଟ୍ସ ଓ ସେମାନଙ୍କ କୋଚ୍ ଧ୍ୟ ସାମିଲ ହୋଇଥିଲେ । ଏହି ଅସରରେ…

ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର : ଶେଷ ହେଲା ବିଧାନସଭାର ମୌସୁମୀ ଅଧିବେଶନ । ବିଧାନସଭା ଶେଷ ସହିତ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ରଖିଛନ୍ତି ବାଚସ୍ପତି । ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୮ଟି କାର୍ଯ୍ୟ ଦିବସ ରହିଥିଲା । ଏହାରି ମଧ୍ୟରେ ଗୋଟିଏ…