Latest Odisha News

BREAKING NEWS

Browsing Category

ଓଡିଶା

Odisha

ବହୁଚର୍ଚ୍ଚିତ ରେମୁଣା ଜମି ବ୍ୟବସାୟୀ ହତ୍ୟା ମାମଲା; ମୁଖ୍ୟ ଅଭିଯୁକ୍ତ ସମେତ ୭ ଗିରଫ

ବାଲେଶ୍ୱର: ବହୁ ତନାଘନା ପରେ ଶେଷରେ ବାଲେଶ୍ୱର ପୋଲିସକୁ ମିଳିଛି ବଡ ସଫଳତା । ଜମି ବ୍ୟବସାୟରେ ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରେମୁଣା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି । ଏହି ମାମଲାରେ ମୁଖ୍ୟ କାର୍ପଟଦାର ସମେତ ଅନ୍ୟ ୭ ଅଭିଯୁକ୍ତ ପୋଲିସ ହାତରେ ଧରାପଡିଛନ୍ତି । ଏକ୍…

ଅନାବୃଷ୍ଟି ଜନିତ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ରାଜ୍ୟରେ ଅନାବୃଷ୍ଟି ଜନିତ ପରିସ୍ଥିତିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସମସ୍ତ ବିଭାଗୀୟ କ୍ଷେତ୍ର କର୍ମଚାରୀ ମାନେ ନିଜର ମୁଖ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଚାଷୀଙ୍କ ସହ ଫସଲ ଦେଖିବେ ଓ ତତ୍କାଳ ପରିସ୍ଥିତି…

ପ୍ରମାଣପତ୍ର ପାଇଁ ବାର ଦୁଆର ହେଉଛନ୍ତି ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା

ରାୟଗଡା: ଆଦିମ ଜନଜାତିଙ୍କୁ ନେଇ ସରକାର ପ୍ରଣୟନ କରିଛନ୍ତି ମାଳମାଳ ଯୋଜନା । ହେଲେ ଏହି ଯୋଜନା ବୋଧ ହୁଏ କେବଳ କାଗଜ କଲମରେ ସଫଳ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରିର ଜଣେ ନୀରିହ ଡଙ୍ଗରିଆ ଦିବ୍ୟାଙ୍ଗ ମହିଳା ସାମାନ୍ୟ ଏକ ପ୍ରମାଣ ପାଇଁ କାହିଁ କେବେଠୁ ସରକାରୀ ଦପ୍ତରର ଚକ୍କର କାଟୁଛନ୍ତି…

ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ ଶୁଭାରମ୍ଭ

ଭୁବନେଶ୍ବର : ରାଜଧାନୀରେ ଉଦଘାଟିତ ହୋଇଛି ଓଟିଡିସିର ଓଡ଼ିଆ ରେଷ୍ଟୁରାଣ୍ଟ ‘ନିମନ୍ତ୍ରଣ’ । ଓଡଟିଡିସିର ୪୨ତମ ପ୍ରତିଷ୍ଠା ଦିବସ ଅବସରରେ ଏହି ରେଷ୍ଟୁରାଣ୍ଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରେଷ୍ଟୁରାଣ୍ଟ ଉଦଘାଟିତ ହେବା ପରେ ଏଣିକି ଖାଣ୍ଟି ଓଡ଼ିଆ ବ୍ୟଞ୍ଜନ…

ମର୍ମନ୍ତୁଦ ଦୁର୍ଘଟଣା,୧୦ ଯାତ୍ରୀ ଗୁରୁତର

ମୟୂରଭଞ୍ଜ :ମୟୂରଭଞ୍ଜ ବାଙ୍ଗିରପୋଷି ଦ୍ୱାରସୁଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା। ଘାଟି ନିକଟରେ ଟ୍ରକ ଓ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୧୦ ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ୨୦ ରୁ ଅଧିକ ଯାତ୍ରୀ ଅଳ୍ପ ଆହାତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ବାରିପଦାରୁ କେଉଁଝର…

OSRTCର ୧୧୦ଟି ନୂଆ ବସ୍ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗଡ଼ିଲା OSRTCର ଆଉ ୧୧୦ଟି ନୂଆ ବସ୍ । ଏହି ଅତ୍ୟାଧୁନିକ ନୂଆ ବସକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାତ୍ରୀ ମାନଙ୍କୁ ଆରାମ ଦାୟକ ଅନୁଭୂତି ପ୍ରଦାନ କରିବା ପାଇଁ ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ସଂଯୁକ୍ତ କରାଯାଇଛି । ରାଜ୍ୟ ପରିବହନ ନିଗମ…

ମୋ ବସ୍‌ର ଅତ୍ୟାଧୁନିକ ଡିପୋ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଉଦଘାଟିତ ହୋଇଛି ମୋ ବସର ଦୁଇଟି ଅତ୍ୟାଧୁନିକ ଡିପୋ । ପଟିଆ ଓ ଭଗବାନପୁରରେ ଥିବା ମୋ ବସ୍‌ର ଦୁଇଟି ଡିପୋକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅତ୍ୟାଧୁନିକ ଡିପୋରେ ମେସିନ୍‌ ଜରିଆରେ ବସ୍ ପରିଷ୍କାର କରାଯିବା ସହ ବସରେ ତେଲ ପକାଇବାର ସୁବିଧା ମଧ୍ୟ କରାଯାଇଛି ।…

ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସବୁଦିନ ସର୍ବସାଧାରଣ ଦର୍ଶନ ନେଇ ଆସନ୍ତା ୮ ତାରିଖରେ ବସିବ ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ହେବାକୁ ଥିବା ବୈଠକରେ ପୂର୍ବରୁ ନିର୍ଦ୍ଧାରିତ ଗାଇଡ ଲାଇନ୍ ସମ୍ପର୍କରେ ଆଲୋଚନା କରାଯିବ । ପୂର୍ବରୁ ଶନିବାର ଓ ରବିବାର ସାଧାରଣ ଭକ୍ତଙ୍କ ଦର୍ଶନ ବନ୍ଦ…

ଯାଜପୁରରେ ମାତିଛନ୍ତି ଲୁଟେରା

ଯାଜପୁର: ଯାଜପୁରରେ ମାତିଛନ୍ତି ଲୁଟେରା । ମହିଳାଙ୍କ ବେକରେ ଛୁରି ଲଗାଇ ଲୁଟିନେଲେ ସୁନା ଚେନ୍। ଯାଜପୁର ଥାନା କୋଦଣ୍ଡପୁର ଅଞ୍ଚଳରେ ଏପରି ଅଘଟଣ ଘଟିଛି । ସୁନ୍ଦରମୁହିଁ ଅଞ୍ଚଳରୁ ଯାଜପୁର ଟାଉନ୍ ଥାନା ଅଭିମୁଖେ ଆସୁଥିବା ଶ୍ରାବଣୀ ପାତ୍ରଙ୍କୁ କୋଦଣ୍ଡପୁର ଅଞ୍ଚଳରେ ଅଟକାଇ ତାଙ୍କ ବେକରୁ…

ଦୂତୀଙ୍କ ଅଭିଯୋଗରେ ୱେବ୍ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ

ଭୁବନେଶ୍ୱର: ଧାବିକା ଦୂତୀ ଚାନ୍ଦଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ୱେବ୍ ମିଡିଆ ସାମ୍ବାଦିକ ସୁଧାଂଶୁ ରାଉତ ଥାନାରେ ଅଟକ । ଆଜି ଭୁବନେଶ୍ୱରରେ ମହିଳା ଥାନା ପୋଲିସ ତାଙ୍କୁ ଥାନାକୁ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ରହିଛି । ଅଲିମ୍ପିକ ଗେମ୍ସରୁ ଫେରିବା ପରେ…