Latest Odisha News

BREAKING NEWS

Browsing Category

ଓଡିଶା

Odisha

ସମ୍ବଲପୁରରୁ ନକଲି ଟଙ୍କା ଜବତ, ୨ ଜଣଙ୍କୁ ଗିରଫ କଲା ବୁର୍ଲା ପୋଲିସ

ସମ୍ବଲପୁର : ନକଲି ଟଙ୍କାର ଗଡ ପାଲଟିଲାଣି ସମ୍ବଲପୁର ସହର । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳାପୁଳା ନକଲି ଟଙ୍କା । ଗତ ଅଗଷ୍ଟ ୮ ତାରିଖରେ ସହରରୁ ୧୩ ଲକ୍ଷର ନକଲି ଟଙ୍କା ଜବତ ହୋଇଥିବା ବେଳେ, ଆଜି ପୁଣି ବୁର୍ଲା ପୋଲିସ ହାତରେ ଲାଗିଛି ୧୨ ହଜାର ୩୦୦ ଟଙ୍କା । ଘଟଣାରେ ୨ ଜଣକୁ…

ଫିଟିବ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ, ପତ୍ନୀ ବିଦ୍ୟାଭାରତୀଙ୍କୁ ମାରାଥନ ଜେରା

ବାଲେଶ୍ବର: ଫିଟିବ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ରହସ୍ୟ । ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଛି କ୍ରାଇମବ୍ରାଞ୍ଚ । ଦୁଇ ଜଣ ମହିଳା ଅଫିସରଙ୍କ ସହ ୫ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ କପ୍ତିପଦାରେ ଥିବା ବିଦ୍ୟାଭାରତୀଙ୍କ ଘରେ ପହଞ୍ଚି ମାରାଥନ ଜେରା କରିଛି…

ଚଳାଚଳ କଲା ହୀରାକୁଦ ସ୍ପେଶାଲ, ଜଗନ୍ନାଥ ଏକ୍ସପ୍ରେସ୍ ଓ ଖୋର୍ଦ୍ଧା ରୋଡ୍-ପୁରୀ ସ୍ପେଶାଲ ପାସେଞ୍ଜର ଟ୍ରେନ୍

ଭୁବନେଶ୍ବର : ଯାତ୍ରୀଙ୍କ ସୁବିଧା ପାଇଁ ଚଳାଚଳ କଲା ସ୍ପେଶାଲ ଟ୍ରେନ୍ । ବିଶାଖାପାଟନମ୍-ଅମୃତସର-ବିଶାଖାପାଟନମ୍ ହୀରାକୁଦ୍ ସ୍ପେଶାଲ୍, ପୁରୀ-ହାଓ୍ବଡ଼ା-ପୁରୀ ଜଗନ୍ନାଥ ସ୍ପେଶାଲ୍ ଓ ଖୋର୍ଦ୍ଧା ରୋଡ୍-ପୁରୀ-ଖୋର୍ଦ୍ଧା ରୋଡ୍ ପାସେଞ୍ଜର ସ୍ପେଶାଲ ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି…

ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଗିରଫ

ଭୁବନେଶ୍ବର : ଶେଷରେ ଗିରଫ ହେଲେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ । ମାନସଙ୍କୁ ଭୁବନେଶ୍ବର ସ୍ଥିତ ବାସଭବନରୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ । ପଚରାଉଚରା ପରେ ତାଙ୍କୁ ଗିରଫ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ମାନସଙ୍କ ନାଁରେ ନିର୍ଯାତନା ଓ…

[ଭିଡିଓ] ବିଳମ୍ବିତ ରାତିରେ କିନ୍ନର ଓ ପୋଲିସ ମୁହାଁମୁହିଁ

ପୁରୀ: ଦିନକୁ ଦିନ କିନ୍ନରମାନଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି । ଗତକାଲି ରାତିରେ ପୁରୀରେ ସାମ୍ନାକୁ ଆସିଥିଲା ଅପ୍ରିତୀକର ଘଟଣା । କର୍ତ୍ତବ୍ୟରତ ପୋଲିସ ସହ ମାରପିଟ୍ କରିବା ଅଭିଯୋଗରେ ଏକାଧିକ କିନ୍ନର ଥାନାରେ ଅଟକ ରହିଥିବା ସୂଚନା ରହିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି…

ଗୁରୁତର ଅବସ୍ଥାରେ ଉଦ୍ଧାର ହେଲେ ମା’ ଓ ପୁଅ

ରାଜଗାଙ୍ଗପୁର: ଦୟନୀୟ ଅବସ୍ଥାରେ ଉଦ୍ଧାର ହେଲା ମା ଓ ପୁଅ । ରାଜଗାଙ୍ଗପୁର ପୌରପାଳିକା ୧୨ ନମ୍ବର ୱାର୍ଡରେ ସିନେମା ପଡ଼ାଠାରେ ଏପରି ଅଭାବନୀୟ ଘଟଣା ଘଟିଛି। ଦୀର୍ଘ ୧୫ ଦିନ ମୁର୍ମୁଷ ଅବସ୍ଥାରେ ଘରେ ପଡ଼ିବା ପରେ ୬୦ ବର୍ଷୀୟ ବୃଦ୍ଧା ଓ ତାଙ୍କ ପୁଅକୁ ଉଦ୍ଧାର କରାଯାଇଛି। ସ୍ଥାନୀୟ ଲୋକ ଖବର…

ନାକେଦମ୍ କଲା ବାଘ

ଭୁବନେଶ୍ୱର : ଭୁବନେଶ୍ୱର ନନ୍ଦନକାନନରେ ଅଘଟଣ । ନନ୍ଦନକାନନରେ ଥିବା ମହାବଳ ବାଘ ଖସିଯାଇଥିବା ଖବର ସାମ୍ନାକୁ ଆସିଛି । କିଛି ସମୟ ପରେ ବନକର୍ମଚାରୀ ବାଘଟିକୁ ଉଦ୍ଧାର କରିଛନ୍ତି। ୩୩ ନମ୍ବର ଖୁଆଡରୁ ମହାବଳ ବାଘ ଖସି ପଳାଇଥିଲା । ଆଜି ସକାଳ ପ୍ରାୟ ୯ଟା ୩୦ ଟା ପାଖାପାଖି ହେବ ଏପରି ଅଘଟଣ…

ବୀରମହାରାଜପୁରରେ କଂଗ୍ରେସର ୧୨ ଘଣ୍ଟିଆ ବନ୍ଦ ପାଳନ

ବୀରମହାରାଜପୁର: ଚାରି ଦଫା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ବିରମହାରାଜପୁରରେ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କଂଗ୍ରେସ। ଜିଲ୍ଲା ଯୁବ କଂଗ୍ରେସ ଓ ବୀରମହାରାଜପୁର ବ୍ଲକ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଉଛି । ବୀରମହାରାଜପୁର ବ୍ଲକ୍‌କୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା,…

ଭୁବନେଶ୍ୱରରେ ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଦେଖିଲେ ତାଜୁବ ହେବେ, ଫେଲ୍ ମାରିଯିବେ ସୁପର ଡ୍ୟାନ୍ସର

ଭୁବନେଶ୍ୱର: ବସ୍ତି ବଏର ରୋବୋଟିକ୍ ଡ୍ୟାନ୍ସ ଫର୍ମ । ମାଇକେଲ୍ ଜ୍ୟାକସନଙ୍କ ଭଳି ଡ୍ୟାନ୍ସ କରୁଛନ୍ତି । ବଡ଼ ବଡ଼ କୋରିଓଗ୍ରାଫରଙ୍କ ଭଳି ଡ୍ୟାନ୍ସ ଷ୍ଟେପ୍ । ଦେଖିଲେ ତାବୁଜ ହେବେ । ତାଙ୍କର ଡ୍ୟାନ୍ସ ଆଗରେ ସୁପରଡ୍ୟାନସର ବି ଫିକା ପଡ଼ିଯିବେ । ଭୁବନେଶ୍ୱରର ବସ୍ତି ବଏ ସତ୍ୟନାରୟଣ ହାଁସଦା ।…

ବିଧାନସଭା ସାଢ଼େ ୧୧ଟା ଯାଏ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ବିଧାନସଭାରେ ହଟ୍ଟଗୋଳ । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ନାରାବାଜି ଆରମ୍ଭ କରିଥିଲେ । ଗୃହରେ ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । ମାହାଙ୍ଗା ଡବଲ୍ ମର୍ଡର ଘଟଣା ଉଠାଇଥିଲା ବିଜେପି । ସେହିପରି ଚାଷୀ ଓ ମରୁଡ଼ି ପ୍ରସଙ୍ଗ…