Latest Odisha News

BREAKING NEWS

Browsing Category

ଓଡିଶା

Odisha

ବିଧାନସଭା ସାଢ଼େ ୧୧ଟା ଯାଏ ମୁଲତବୀ, ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ବିଧାନସଭାରେ ହଟ୍ଟଗୋଳ । ଆଜି ଗୃହ କାର୍ୟ୍ୟ ଆରମ୍ଭ ହେବା କ୍ଷଣି ବିରୋଧୀ ନାରାବାଜି ଆରମ୍ଭ କରିଥିଲେ । ଗୃହରେ ନାରାବାଜି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକ । ମାହାଙ୍ଗା ଡବଲ୍ ମର୍ଡର ଘଟଣା ଉଠାଇଥିଲା ବିଜେପି । ସେହିପରି ଚାଷୀ ଓ ମରୁଡ଼ି ପ୍ରସଙ୍ଗ…

‘ମୋ କଲେଜ’ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମ

ଭୁବନେଶ୍ଵର: ଛାତ୍ରଛାତ୍ରୀଙ୍କୁ ଷ୍ଟାର୍ଟଅପ୍‌ ସହ ଯୋଡ଼ିବା ପାଇଁ ନୂଆ ପ୍ରୟାସ । ମୋ କଲେଜ ଅଭିଯାନ ପକ୍ଷରୁ ‘ମିଟ୍‌ ଆୱାର ଷ୍ଟାର୍ଟଅପ୍‌ ହିରୋଜ୍‌’ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ । ରାଜ୍ୟର…

ରାଜ୍ୟରୁ ଆଜି ୭୫୪ କରୋନା ପଜିଟିଭ୍, କମିଲା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସ୍ଥିର ରହିଛି । ଦିନକୁ ୭୦୦ରୁ ୮୦୦ ଭିତରେ ଚିହ୍ନଟ ହେଉଛନ୍ତି ସଂକ୍ରମିତ । ୨୪ ଘଣ୍ଟାରେ ୭୫୪ ଜଣ ନୂଆ ଆକ୍ରାନ୍ତ ବାହାରିଛନ୍ତି । ଏମାନଙ୍କ ଭିତରେ ୧୮ ବର୍ଷ ଭିତରେ ଅଛନ୍ତି ୧୦୮ ଜଣ ସଂକ୍ରମିତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ…

+୨ ଅଫଲାଇନ୍‌ ପରୀକ୍ଷା ପାଇଁ କାଲିଠୁ ପଞ୍ଜିକରଣ କରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଅଫଲାଇନ୍ ପରୀକ୍ଷା ଦେଇପାରିବେ । ଏଥିପାଇଁ ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଜିକରଣ । ଅଫଲାଇନ୍ ପରୀକ୍ଷା ପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ଏଥିପାଇଁ କଲେଜଗୁଡ଼ିକୁ ଏକ ଲିଙ୍କ୍‌ ପ୍ରଦାନ କରାଯିବ । ଯାହା…

ଭୁବନେଶ୍ୱରରେ ଗଣେଶ ପୂଜା ପାଇଁ ବିଏମସିର ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ଆଉ ସପ୍ତାହେ ପରେ ଗଣେଶ ପୂଜା । କରୋନା କଟକଣାରେ କେମିତି ପୂଜା ହେବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଛି ନୂଆ ଗାଇଡଲାଇନ୍ । ମଣ୍ଡପ/ପେଣ୍ଡାଲରେ କୋଭିଡ କଟକଣାରେ ପୂଜା କରିବାକୁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ । ମଣ୍ଡପ/ପେଣ୍ଡାଲର ତିନି ପଟକୁ…

ରାଜଧାନୀରେ ଚାଞ୍ଚଲ୍ୟ: ଭଙ୍ଗା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଭଙ୍ଗା ଘର ଭିତରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ବିଜୁ ପଟଟ୍ନାୟକ କଲେଜ ନିକଟ ଏକ ଭଙ୍ଗା ଘରୁ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ଶାନ୍ତନୁ କୁମାର ପରିଡ଼ା । ମୃତଦେହ ପାଖରୁ ଏକ ହୋଣ୍ଡା…

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୁବନେଶ୍ୱର:  ଆଇଆରଏସ୍ ଅଫିସର ମନୋରଞ୍ଜନ ପାଣିଗ୍ରାହୀଙ୍କୁ ପଦୋନ୍ନତି । ମୁଖ୍ୟ ଆୟକର କମିଶନର ଭାବରେ ନିଯୁକ୍ତି ମିଳିଛି । ତାଙ୍କ ସମେତ ୪ ଓଡ଼ିଆ ଅଫିସରଙ୍କୁ ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନତି ମିଳିଛି । ଅନ୍ୟମାନେ ହେଲେ ବିଜୟାନନ୍ଦ ପୃଷେଠ୍, ଦେବେନ୍ଦ୍ର ନାରାୟଣ କର ଓ ସୀମାଚଳ ଦାଶ ।…

ଓଡିଶା ମାଟିରେ ପାଦ ଦେଲା ଆନ୍ଧ୍ରପ୍ରଦେଶର ଜନସେନା ଦଳ

ଗୁଣୁପୁର: ପ୍ରଥମେ ଅଭିନୟ ଆଉ ଏବେ ରାଜନିତୀ । ଜନସେନା ଦଳ ଗଢି ଜନମାନସରେ ନୂତନ ପରିଚୟ ସୃଷ୍ଟି କରିଥିଲେ ଟଲିଉଡ୍ ସୁପରଷ୍ଟାର ପବନ କଲ୍ୟାଣ । ଆଜି ତାଙ୍କ ଜନ୍ମଦିନ ଅବସରରେ ରାୟଗଡା ଜିଲ୍ଲା ଗୁଣୁପୁରରେ ଜନସେନା ଦଳ ତରଫରୁ ଏକ ସଭା ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ଜନସେନା ଦଳର ଓଡିଶା…

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଲା ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ

ମାଲକାନଗିରି: ଗୋଟିଏ ପଟେ କରୋନା ମହାମାରୀର ଲଗାତାର ଚଡକ । ସେପଟେ କେନ୍ଦ୍ର ସରକାରଙ୍କ ବିପରୀତଗାମୀ ନିଷ୍ପତ୍ତି । ରୋଜଗାର ଅଭାବ ଓ ରୋଗର ତାଡନାକୁ ଆଉ କେତେଦିନ ସହିବେ ସାଧାରଣ ଲୋକେ । ପେଟ୍ରୋଲ୍ ଓ ଡିଜେଲ୍ ପରେ ଏବେ ରନ୍ଧନ ଗ୍ୟାସ ଦର ବୃଦ୍ଧି ଘଟଣା ମଧ୍ୟବିତ୍ତ ପରିବାରକୁ ଧନ୍ଦି ପକାଇଛି ।…

ଯୁବକଙ୍କୁ ନିର୍ମମ ହତ୍ୟା

ରାୟଗଡ଼ା : ରାୟଗଡ଼ାରେ ଜଘଣ୍ୟ ହତ୍ୟାକାଣ୍ଡ । ରାୟଗଡ଼ା ଜିଲ୍ଲା କପିଳାସ ରୋଡରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତଦେହ ଉଦ୍ଧାର କରିଛି। ମୃତ ଯୁବକ ଜଣକ ବି.ରାଜୁ ତାଙ୍କ ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି। ପରକିୟାପ୍ରୀତିରୁ ଏହି ହତ୍ୟା…