Latest Odisha News

BREAKING NEWS

Browsing Category

ଓଡିଶା

Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ସ୍ମାର୍ଟ…

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ନେଇ ଏକ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ କରାଯିବ । ଏଥିପାଇଁ ରାଜ୍ୟର ୯୬ ଲକ୍ଷ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବାର୍ତ୍ତା: ଯୁବପୀଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ…

ଭୁବନେଶ୍ୱର: ରାଜ୍ୟସ୍ତରୀୟ ୭୫ତମ ସ୍ୱାଧୀନତା ଦିବସ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ପାଳିତ ହୋଇଛି । ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜାତିର ପିତା ମହାତ୍ମା ଗାନ୍ଧି ଓ ଅନ୍ୟ ବରପୁତ୍ର…

କମିଲା ସଂକ୍ରମଣ: ଆଜି ଓଡ଼ିଶାରୁ ୧୦୫୮ ନୂଆ କରୋନା ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିଲା କରୋନାର ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ହଜାର ୫୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୬୧୬ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୪୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୭୬, କଟକରୁ ୧୬୨ ଓ ଯାଜପୁରରୁ ୭୭ ପଜିଟିଭ୍…

ଭୁବନେଶ୍ବର ରେଳ ଷ୍ଟେସନରେ ହସ୍ତତନ୍ତ ପ୍ରଦର୍ଶନୀ ଷ୍ଟଲ ଉଦଘାଟିତ

ଭୁବନେଶ୍ବର : ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବା ପାଇଁ 'ଆତ୍ମନିର୍ଭର ଭାରତ'ର ପ୍ରତୀକ ହେଉଛି 'ଆଜାଦୀ କା ଅମୃତ ମହୋତ୍ସବ' । ଭୁବନେଶ୍ବର ଖଦି ଏବଂ ଗ୍ରାମ ଶିଳ୍ପ ଆୟୋଗ ଓ ଭାରତ ସରକାରଙ୍କ ସହଯୋଗରେ ଷ୍ଟଲ ଗୁଡିକ ସ୍ଥାପିତ କରାଯାଇଛି । ସେହିପରି ଆଉ ଏକ ଷ୍ଟଲ ପୁରୀ ରେଳ…

ବର୍ଷା ପାଣିରେ ଭାସିଗଲେ ଯୁବକ

ବାରିପଦା : ଦୁଇ ଘଣ୍ଟାର ପ୍ରବଳ ବର୍ଷାରେ ଭାସିଗଲେ ଯୁବକ । ବାଇକ୍ ଯୋଗେ ରାସ୍ତା ପାର ହେଉଥିବା ବେଳେ ବର୍ଷା ପାଣିର ସୁଅରେ ଭାସି ଯାଇଛନ୍ତି ଯୁକକ । ବର୍ତ୍ତମାନ ସୁଦ୍ଧା ଯୁବକଙ୍କ କୌଣସି ଖୋଜ ଖବର ମିଳିନାହିଁ । ବାରିପଦା ସ୍ଥିତ ବଳରମପୁର ୱାର୍ଡ ନମ୍ବର ୧୭ ସ୍ଥିତ ଜରାଳି ନଦୀରେ ଦୁଇ…

ଡାଲମିଆ ସିମେଣ୍ଟ ଦ୍ବାରା ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ

ରାଜଗାଙ୍ଗପୁର : ବସଷ୍ଟାଣ୍ଡରେ ଲୋକଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛି ଡାଲମିଆ ସିମେଣ୍ଟ ଲିମିଟେଡ଼ । ରାଜଗାଙ୍ଗପୁର ଘରୋଇ ବସଷ୍ଟାଣ୍ଡରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଏକ ପ୍ରକଳ୍ପ ଆରମ୍ଭ କରିଛି ଡାଲମିଆଁ ସିମେଣ୍ଟ । କମ୍ପାନୀର ଜାତୀୟ ଉତ୍ପାଦନ ମୁଖ୍ୟ…

ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା

ପୁରୀ : ବେହେରଣ ଦ୍ବାର ଓ ସାତ ପାହାଚ ଦ୍ବାର ପାଇଁ ଶ୍ରୀମନ୍ଦିରକୁ ଗଲା ରୂପା । ପ୍ରାରମ୍ଭିକ ଭାବେ ଜୟବିଜୟ ଓ ଭୋଗମଣ୍ଡପ ଘର ପରୀକ୍ଷାମୂଳକ ଭାବେ ରୂପା ଛାଉଣୀ କରାଯାଇଥିଲା । କବାଟ କାମ ସରିବା ପରେ ରୂପା ଛାଉଣୀ ହୋଇଥିଲା । କବାଟ ଓ ରୂପା ଛାଉଣୀା ତତ୍ତ୍ବାବଧାନ ପାଇଁ ଇଞ୍ଜିନିୟର ଓ…

ପୁରୀ ବୋମାମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

ପୁରୀ: ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ଜାରି ରଖିଛି ପୁରୀ ପୋଲିସ । ଏକ ବୋମାମାଡ଼ ଘଟଣାରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲା ସଦାଶିବ ମାନସିଂହ ।  ଟାଉନ ଥାନା ଅନ୍ତର୍ଗତ ଚକ୍ରକୋଟ ଲେନର ବୈଦ୍ୟନାଥ ମହା ସୁଆରଙ୍କ ଘର ଉପରେ ଅଭିଯୁକ୍ତ ଓ ତାର…

୧୬ରୁ ସ୍ବର୍ଗଦ୍ବାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ

ପୁରୀ : ଆସନ୍ତା ୧୬ ତାରିଖରୁ ବାହାର ଜିଲ୍ଲାବାସୀଙ୍କ ପାଇଁ ଖୋଲିବ ପୁରୀ ସ୍ବର୍ଗ ଦ୍ବାର । କଟକଣା ହଟିବା ପରେ ଏବେ ବାହାର ଜିଲ୍ଲାର ଲୋକ ପୁରୀ ସ୍ବର୍ଗ ଦ୍ବାରରେ କରିପାରିବେ ଶବଦାହ । ହେଲେ ଏହି ସମୟରେ କୋଭିଡ କଟକଣାକୁ କଡାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି । ଏନେଇ ସୂଚନା…

ମହିଳାଙ୍କ ବେକରୁ ଚେନ ଲୁଟିବାକୁ ଯାଇ ଛେଚା ଖାଇଲେ ଦୁଇ ଲୁଟେରା

ଭଦ୍ରକ : ଲୁଟେରାଙ୍କୁ ଉତ୍ତମ ମଧ୍ୟମ । ସୁନା ଚେନ୍ ଲୁଟ୍ କରି ଫେରାର ହୋଇ ଯାଉଥିଲେ । କିନ୍ତୁ କିବାକୁ କରି ନିର୍ଦ୍ଧୁମ ଛେଚିଲେ ଲୋକେ । ଭଦ୍ରକ ମେଡିକାଲ ଛକରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଅମୁଲ କୂଲ ପିଇବା ବାହାନାରେ ସୁନା ଚେନ ଝାମ୍ପି ନେଇ ପଳାଉଥିଲେ । କିନ୍ତୁ ଲୋକେ ୨…