Latest Odisha News

BREAKING NEWS

Browsing Category

ଓଡିଶା

Odisha

୩ ଡକାୟତ ଗ୍ୟାଙ୍ଗକୁ ଧରିଲା ପୁରୀ ବାସେଳି ସାହି ଥାନା ପୋଲିସ

ପୁରୀ : ପୁରୀ ବାସେଳି ସାହି ଥାନା ପୋଲିସକୁ ସଫଳତା । ଏକ ୩ ଜଣିଆ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ପୋଲିସ । ଗିରଫ ଡକାୟତଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଛି ପୋଲିସ । ଏହାସହ କିଛି ମାରଣାସ୍ତ୍ର ମଧ୍ୟ ଜବତ କରଯାଇଛି । ଗିରଫ ୩ ଅଭିଯୁକ୍ତ ହେଲେ ପୁରୀ ହରଚଣ୍ଡୀ ସାହିର…

ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା

ରାଉରକେଲା : ପତ୍ନୀ ଓ ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ । ରାଉରକେଲା ସ୍ବାମୀ ବିବେକାନନ୍ଦପାଲି ବସ୍ତିରେ ଘଟିଛି ଏଭଳି ଘଟଣା । ମୃତ୍ୟୁ ପୂର୍ବରୁ ଏଭଳି ଖୁଲାସା କରିଥିଲେ ଯୁବକ । ଅଭିଯୋଗ ଅନୁସାରେ ବିକାଶଙ୍କ ପତ୍ନୀ ଓ ଶ୍ବଶୁର ଘର ଲୋକ ତାଙ୍କ…

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ପାରଳାଖେମୁଣ୍ଡିରେ କ୍ରାଇମବ୍ରାଞ୍ଚର ତନାଘନା

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାର ଆରମ୍ଭ ହେଲା ଖୋଳତାଡ଼ । କ୍ରାଇମବ୍ରାଞ୍ଚ ଡିଏସପି ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ବରେ ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଛନ୍ତି । ସେମାନଙ୍କୁ ସହଯୋଗ କରୁଛନ୍ତି ୫ ଜଣ…

କାଲି ସ୍ୱାଧିନତା ଦିବସ, ଆଜି କୋଟିଆରେ ଲାଗିଲା ଓଡିଆ ଫଳକ

କୋରାପୁଟ: ଓଡିଶାର କୋଟିଆ ଅଂଚଳକୁ ହାତେଇବା ପାଇଁ ଆନ୍ଧ୍ରପ୍ରଦେଶ ବାରମ୍ବାର ଚେଷ୍ଟା କରିଆସିଛି । ଏଥିପାଇଁ ତାଜା ସ୍ଥିତିରେ ଓଡିଶା ଓ ଆନ୍ଧ୍ର ମଧ୍ୟରେ ଶୀତଳ ଯୁଦ୍ଧ ଜାରି ରହିଛି । ତେବେ ସ୍ୱାଧିନତା ଦିବସର ମାତ୍ର କେଇ ଘଣ୍ଟା ପୂର୍ବରୁ କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆରେ…

ତେଲେଙ୍ଗାନାରେ ଉଦ୍ଧାର ଦାଦନ ଶ୍ରମିକ, କେତେ ସଜାଗ ଶ୍ରମ ବିଭାଗ ?

ରାୟଗଡା: ବେଶ କିଛିଦିନ ପୂର୍ବରୁ ସାମନାକୁ ଆସିଥିଲା ଗୁଣ୍ଟୁର ଜିଲ୍ଲା ଚିଙ୍ଗୁଡି ଫ୍ୟାକ୍ଟ୍ରୀରେ ଘଟିଥିବା ଅଭାବନୀୟ ଘଟଣା । ପ୍ରାଣ ହରାଇଥିଲେ ରାୟଗଡା ଓ ଗଜପତି ଜିଲ୍ଲାର ଦାଦନ ଶ୍ରମିକ । ଏହି ଘଟଣା ପରେ ଲୋକେ ଭାବିଥିଲେ ବୋଧ ହୁଏ ଶ୍ରମ ବିଭାଗର ଚେତା ପଶିଛି । ହେଲେ ଅନ୍ୟ ଏକ ଘଟଣାକୁ ନେଇ…

ଅସହ୍ୟ ତେଲୁଗୁ ମାଓନେତାଙ୍କ ନିର୍ଯାତନା, ୩ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ସ୍ୱାଧିନତା ଦିବସ ପୂର୍ବରୁ ଆତ୍ମସମର୍ପଣ କଲେ ୩ଜଣ ହାର୍ଡକୋର୍ ମାଓବାଦୀ । ଆତ୍ମସମର୍ପଣ କରିଥିବା ମାଓବାଦୀମାନଙ୍କ ବିରୋଧରେ ପୂର୍ବରୁ ରହିଛି ଏକାଧିକ ସଙ୍ଗୀନ ଅଭିଯୋଗ । ମାଓବାଦୀମାନେ ମାଲକାନଗିରି ସୀମାନ୍ତ ଛତିଶଗଡର ଦନ୍ତେଓଦ୍ୱାଡା ଜିଲ୍ଲା ଏସ୍‌ପି ଅଭିଷେକ ପଲ୍ଲଭ ଓ…

+୨ କଳା ଓ ଧନ୍ଦାମୂଳକ ରେଜଲ୍ଟ: କଳାରେ ପାସ ହାର ୯୮.୫୮%

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଗମଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି । ଏହାପରେ ଓ୍ୱେବସାଇ www.orissaresults.nic.in ରୁ ଫଳାଫଳ ଜାଣି ପାରିବେ ଛାତ୍ରଛାତ୍ରୀ । ଯୁକ୍ତ ଦୁଇ କଳା ରେଗୁଲାରରେ ମୋଟ୍…

ଓଡ଼ିଶାର ୬୭ ଜଣଙ୍କୁ ମିଳିବ ସାହସିକତା ପୋଲିସ ମେଡାଲ୍

ନୂଆଦିଲ୍ଲୀ: ଘୋଷଣା ହେଲା ସାହସିକତା ପାଇଁ ରାଷ୍ଟ୍ରପତି ପୋଲିସ ମେଡାଲ୍ । ସ୍ୱାଧୀନତା ଦିବସ ଅବସରରେ ସାରା ଦେଶରୁ ୧୩ଶହ ୮୦ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଓଡ଼ିଶାରୁ ୬୭ ଜଣଙ୍କୁ ସାହସିକତା ପୋଲିସ ମେଡାଲ ନେଇ ଘୋଷଣା କରାଯାଇଛି । ସେହିପରି…

ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ

ସମ୍ୱଲପୁର: ବୁର୍ଲା ଭୀମସାରରେ ଦୁଇ ଜଣ ଶିଶୁ କରୋନା ସଂକ୍ରମିତ । ସେମାନଙ୍କ ରିପୋର୍ଟ ପଜିଟିଭ୍ ଆସିଛି । ସଂକ୍ରମିତ ଦୁଇ ଶିଶୁ ଏବେ କୋଭିଡ୍-୨ ଓ୍ୱାର୍ଡରେ ଚିକିତ୍ସିତ ହେଉଛନ୍ତି । ସଂକ୍ରମିତ ଦୁଇ ଶିଶୁଙ୍କ ବୟସ ଯଥାକ୍ରମେ ୮ ମାସ ଓ ୫ ବର୍ଷ ହେବ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ…

ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାପାଳ

କଟକ: ଆଜି ହାଇକୋର୍ଟରେ ହାଜର ହେବେ ୪ ଜିଲ୍ଲାର ଜିଲ୍ଲାପାଳ । ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ା ଜିଲ୍ଲାପାଳ ହାଇକୋର୍ଟରେ ହାଜର ହେବେ । ଆର୍ଦ୍ରଭୂମି ସୁରକ୍ଷା ସମ୍ପର୍କିତ ମାମଲା ଉପରେ ମତ ରଖିବେ । ଏଥିସହ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ନେଇ କଣ ପଦକ୍ଷେପ ନେଇଛନ୍ତି ସେନେଇ…