Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଘୁଚାପ ନେଲା ଓ୍ୱେଲ ମାର୍କଡ୍ ଲୋପ୍ରେସର ରୂପ, ଓଡ଼ିଶାର ଏସବୁ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅଧିନ ଘନୀଭୂତ ହୋଇ ଓ୍ୱେଲ୍ ମାର୍କଡ୍ ଲୋ ପ୍ରେସରରେ ପରିଣତ ହୋଇଛି । ଆଗାମୀ ୪୮ ଘଣ୍ଟାରେ ଏହା ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାର ଅତିକ୍ରମ କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡ଼ିଶା ପାଗ ମେଘୁଆ ରହିଛି…

ଆଜି ଓଡ଼ିଶାରୁ ୧୭୦୩ କରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ୍ ହାର ୨.୧୬%

ଭୁବନେଶ୍ୱର: ରାଜ୍ୟରେ ପ୍ଲାଟ୍ୟୁ ସ୍ଥିତିରେ ରହିଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ହଜାର ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭ଶହ ୩ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୯୮୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୭୧୫ । ୨୪ ଘଣ୍ଟାରେ ୭୮ ହଜାର ୭୪୦ କୋଭିଡ୍…

ଡରାଇଲାଣି ଡେଙ୍ଗୁ, ଭୁବନେଶ୍ବରରେ ବଢୁଛି ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ବର : ଡରାଇଲାଣି ଡେଙ୍ଗୁ । ପ୍ରତିଦିନ ଆକ୍ରାନ୍ତ ସଂଖ୍ରା ବଢୁଥିବାରୁ ଏବେ ଚିନ୍ତାରେ ପଡିଲେଣି ଭୁବନେଶ୍ବର ବାସିନ୍ଦା । ଡେଙ୍ଗୁ ଯୋଗୁଁ ଆଜି ରାଜ୍ୟରେ ପ୍ରଥମ ମୃତ୍ୟୁ ହୋଇଛି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବି ବଢ଼ିଛି । ଏଭଳି ପରିସ୍ଥିତିରେ ଡେଙ୍ଗୁର ମୁକାବିଲା ପାଇଁ ବିଭିନ୍ନ…

‘ୱାର୍ଲଡ ହେପାଟାଇଟସ୍ ଡେ’ରେ ବାଲୁକା କଳା

ପୁରୀ: ପୁରୀ ବେଳାଭୂମିରେ ବାଲୁକା କଳା । ‘ୱାର୍ଲଡ ହେପାଟାଇଟସ୍ ଡେ’ଉପଲକ୍ଷେ ଏହି ବାଲୁକା କଳା ନିର୍ମାଣ କରାଯାଇଛି । ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି । ଯାହା ପାଇଁ ତାଙ୍କୁ ଦୀର୍ଘ ୭ଘଣ୍ଟା ସମୟ ଲାଗିଥିଲା । ‘ହେପା ଟାଇଟସ୍ କ୍ୟାନ୍…

ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ, ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହେଲା ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗି ରହିବ ବର୍ଷା । ଏହାସହ ଆଗାମୀ ୨୪ ଘଣ୍ଟା ପାଇଁ ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ…

ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ହୋଇ ନପାରିବାରୁ ମା’ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା । ଦଶମ ଅଫଲାଇନ୍ ପରୀକ୍ଷା ଫର୍ମପୂରଣ ନହୋଇ ପାରିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ମା’ ପୁଅ । ଏଭଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ୟୁନିଟ ୯ ଅଞ୍ଚଳର ଛାତ୍ର ଇମ୍ରାନ୍ ଖାନ୍ ଏବଂ ତାଙ୍କ ମା’ । ଦାନାଦାର ଧରି…

ମଙ୍ଗଳା ନଦୀର ବିଷ।କ୍ତ ପାଣିରେ ମାଛ ମଡ଼କ

ପୁରୀ : ବିଷାକ୍ତ ହୋଇପଡିଛି ମଙ୍ଗଳା ନଦୀର ପାଣି l ଫଳରେ ବିପୁଳ ସଂଖ୍ୟାରେ ମାଛ ମରୁଛନ୍ତି l ଏହି ମଲା ମାଛ ମଙ୍ଗଳା ମୁହାଣ ବାଲିରେ ପଡିଛନ୍ତି l ପଚା ମାଛ ଗନ୍ଧରେ ମୁହାଣ ଦେଖିବାକୁ ଯାଉଥିବା ଲୋକେ ଅତିଷ୍ଠ ହୋଇପଡୁଛନ୍ତି l ତେବେ ନଦୀ ପାଣି ବିଷାକ୍ତକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ…

ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା

ନୂଆଦିଲ୍ଲୀ : ଆଷ୍ଟ୍ରାଜେନେକା ଓ ସ୍ପୁଟନିକ- ଭି ଭାକ୍ସିନକୁ ମିଶାଇ ଦିଆଯାଇପାରିବ ଟିକା । ଏହାକୁ ଅନୁମତି ଦେଇଛି ଋଷ । ଏନେଇ ଦେଶର ୫ଟି କ୍ଲିନିକକୁ ଟ୍ରାଏଲ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏହି ଟ୍ରାଏଲ ଅବଧି ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଶେଷ ହେବ । ଋଷ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର…

କଟକଣାକୁ ମାନିଲେନି, ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ମହିଳା ଓ ଜଣେ ପୁରୁଷ

ପୁରୀ : ଗୁଣ୍ଡିଚା ମନ୍ଦିର ଭିତରକୁ ପ୍ରବେଶ କଲେ ଜଣେ ମହିଳା ଓ ଜଣେ ପୁରୁଷ । ସେମାନଙ୍କ ପରିଚୟ ମିଳିନାହିଁ । ମହାମାରୀ କରୋନା କାରଣରୁ ଭକ୍ତଙ୍କ ପାଇଁ ଗୁଣ୍ଡିଚା ମନ୍ଦିର ବନ୍ଦ ରହିଛି । ହେଲେ ଏମାନେ କିଭଳି ମନ୍ଦିରରେ ପ୍ରବେଶ କଲେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏକ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ, ହାଇକୋର୍ଟରେ ଦାୟର ହେଲା ପିଟିସନ

କଟକ : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ଖିଅ ପାଉନି ପୋଲିସ । ଘଟଣାକୁ ୧୫ ଦିନ ବିତିଥିବା ବେଳେ, ଅସଲ କାରଣ ଜାଣିପାରୁନି ପୋଲିସ । ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କୁ ଗିରଫ କରିବାକୁ ପରିବାର ଲୋକେ ଦେବି କରୁଛନ୍ତି । ଅନ୍ୟପଟେ ଏହି ଘଟଣାରେ ଡିଏଫଓ ଓ ରୋଷେୟାଙ୍କୁ କ୍ଲିନ୍…