Latest Odisha News

BREAKING NEWS

Browsing Category

ଓଡିଶା

Odisha

୭୦ ପ୍ରତିଶତ ସିଲାବସ୍‌କୁ ନେଇ ହେବ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା; ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୩୦ରୁ ଆରମ୍ଭ ହେବ ଅଫ୍‌ଲାଇନ୍‌ ମାଟ୍ରିକ୍‌ ପରୀକ୍ଷା। ଏଥିରେ ୭୦ ପ୍ରତିଶତ ସିଲାବସ୍‌କୁ ନେଇ ପରୀକ୍ଷା ଦେବେ ପିଲା। ଏହାସହ ଅଫଲାଇନ ମାଟ୍ରିକ ପରୀକ୍ଷା ଫଳାଫଳ ୧୫ ଦିନ ମଧ୍ୟରେ ଘୋଷଣା କରାଯିବ ବୋଲି ଶୁକ୍ରବାର ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି। ରାଜ୍ୟ ଗଣଶିକ୍ଷା…

ରାଜଧାନୀର ଏହି ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ଭୁବନେଶ୍ୱର: କରୋନା ମାମଲାରେ ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) କଳିଙ୍ଗନଗରରେ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ୍ ଇକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରିଛି। ଆପାର୍ଟମେଣ୍ଟଟି ବିଏମସିର ୱାର୍ଡ ନମ୍ବର ୨୩ରେ ଥିବା ସମ୍‌ ହସ୍ପିଟାଲ…

ହଜିଯାଉଛି କୌଳିକ ବୃତ୍ତି

ମୟୂରଭଞ୍ଜ : ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି । ପୂର୍ବରୁ ମୃଦଙ୍ଗ ଓ ମାଦଳର ଅନେକ ଚାହିଦା ଥିବାବେଳେ ଏବେ ଅତ୍ୟାଧୁନିକ ବାଦ୍ୟଯନ୍ତ୍ର ପ୍ରଭାବରେ ଏହା ଲୋପ ପାଇବାକୁ ବସିଲାଣି । ଆଉ ଏହି ବୃତ୍ତିକୁ ଆପଣାଇଥିବା କାରୀଗରମାନେ ମଧ୍ୟ ଉଚିତ୍ ମୂଲ୍ୟ ନପାଇ ଏହି କାର୍ଯ୍ୟରୁ ମୁହଁ ଫେରାଇବାରେ…

ବଣ୍ଡା ଘାଟିର ବିକାଶରେ ସାପ୍ତାହିକ ହାଟ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡା ଘାଟିରେ ବାସ କରନ୍ତି ପ୍ରାୟ ୭ ହଜାର ଆଦିମ ଜନଜାତିର ଲୋକେ । ଖୈରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଠାରେ ହେଉଥିବା ସାପ୍ତାହିକ ହାଟ କହିଲେ ବୁଝାଏ ଏହି ବଣ୍ଡା ହାଟ । କାରଣ ଏହି ସାପ୍ତାହିକ ହାଟରେ ବଣ୍ଡା ଘାଟିର ଦୁଇଟି…

ଲାଉ ତୁମ୍ବାରୁ ସ୍ଵତନ୍ତ୍ର ପରିଚୟ

ରାୟଗଡା : ଡଙ୍ଗର ମୁଲକର ହଜିଯାଇଥିବା ଲାଉ ତୁମ୍ବା ଏବେ ନିଜ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ଯାଉଛି । ଲାଉ ତୁମ୍ବାର ବହୁଳ ଵ୍ୟଵହାର ଲୋପ ପାଇ ଯାଉଥିବା ବେଳେ ଏବେ ତାକୁ ଜୀବନ୍ତ କରି ନୂଆ ଦିଗ ଦେଇଛନ୍ତି ରାୟଗଡା ସହରର ଶିଳ୍ପୀ ହିମାଂଶୁ ଶେଖର ପାଣ୍ଡିଆ । ବିଭିନ୍ନ କଳାକୃତିର ଚିତ୍ର…

ରାଜଧାନୀରେ ୧୦୦ ଟପିଲା ପେଟ୍ରୋଲ ଦର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୦୦ ଟପିଲା ପେଟ୍ରୋଲ ଦର। ତେବେ ଡିଜେଲ ମୂଲ୍ୟରେ କୌଣସି ବୃଦ୍ଧି ହୋଇନଥିବା ଜଣାପଡ଼ିଛି। ପେଟ୍ରୋଲ ଲିଟର ପିଛା ୧୦୦.୦୧ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୭.୨୫ ଟଙ୍କା ରହିଛି। ଗୁରୁବାର ପେଟ୍ରୋଲର ମୂଲ୍ୟ ଥିଲା ୯୯.୬୫ ଟଙ୍କା।…

ରାଜ୍ୟରେ ୩୨୨୨ଟି ନୂଆ ଆକ୍ରାନ୍ତ ଚିହ୍ନଟ; ଆଉ ୪୬ ମୃତ

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨୨୨ଟି ପଜିଟିଭ କେସ୍‌ ରିପୋର୍ଟ ହୋଇଛି। ସେଥିମଧ୍ୟରୁ ୧୮୩୮ ଜଣ କ୍ୱାରେଣ୍ଟାଇନ୍‌ରୁ ଥିବା ବେଳେ ୧୩୮୪ଟି ଲୋକାଲ୍ କେସ୍‌ ରହିଛି। ଅନୁଗଗୁଳ ଜିଲ୍ଲାରୁ ୯୧ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୮, ବରଗଡ଼ରୁ ୨୪, ଭଦ୍ରକରୁ…

ବଡ଼ଦାଣ୍ଡରେ ଘର କରିଥିବା ଲୋକ କେବଳ ଛାତ ଉପରୁ ଦେଖିପାରିବେ ରଥଯାତ୍ରା

ପୁରୀ: ରଥଯାତ୍ରା ପ୍ରସ୍ତୁତି ଜୋରଦାର ହେଲାଣି। ଆଜି ରଥଯାତ୍ରା ଆୟୋଜନ ନେଇ ବିଭିନ୍ନ ସେବାୟତ ନିଯୋଗ ସହ ଆଲୋଚନା କରିଛନ୍ତି ପୁରୀ ଜିଲ୍ଲାପାଳ। ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତ, ପ୍ରଶାସନିକ କର୍ମଚାରୀ, ପୋଲିସ ଓ ପରିମଳ କର୍ମଚାରୀଙ୍କୁ ମିଶାଇ ମୋଟ୍ ୩୫୦୦ ଜଣଙ୍କର କୋଭିଡ୍ ଟେଷ୍ଟ…

ରାଜ୍ୟରେ ବଢିଲା ବସ୍ ଭଡ଼ା, ଆଜିଠୁ ବର୍ଦ୍ଧିତ ଦର ଲାଗୁ

ଭୁବନେଶ୍ବର: ରାଜ୍ୟରେ ବଢିଲା ବସ୍ ଭଡ଼ା। ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ଲେଖାଏ ବୃଦ୍ଧି ହୋଇଛି। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମଟରରୁ ପିଛା ୧୨ ପଇସା ବଢ଼ିଛି। ଆଜିଠୁ ଲାଗୁ ହୋଇଛି ବର୍ଦ୍ଧିତ ଦର।…

ଟିକା ସଙ୍କଟ, କାଲି ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

ଭୁବନେଶ୍ବର : ଟିକା ଦେଉନି କେନ୍ଦ୍ର । ରାଜ୍ୟରେ ମହଜୁଦ ନାହିଁ ଆବଶ୍ୟକ ପରିମାଣର ଟିକା । ଟିକା ନଥିବାରୁ ଆସନ୍ତାକାଲି ରାଜ୍ୟର ୧୭ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଟିକାକରଣ ବନ୍ଦ ହେବାକୁ ଥିବା ଜିଲ୍ଲା ଗୁଡିକ ହେଲା - ଅନୁଗୁଳ, ବଲାଙ୍ଗୀର, ବାଲେଶ୍ବର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ଼,…