Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ, 4T ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ପଦ୍ଧତିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଂକ୍ରମଣକୁ ଦୃଷ୍ଟିରେ ରଖି 4T…

ରାଜ୍ୟରେ ଲକଡାଉନ୍ ଉଠିବ ନା ରହିବ, କଣ କହିଲେ ଡିଏମଇଟି ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟର କିଛି ଜିଲ୍ଲାରେ ବଢୁଛି ସଂକ୍ରମଣ । ଅନ୍ୟ କିଛି ଜିଲ୍ଲା କମୁଛି ପଜିଟିଭିଟି । ଚାରି ପାଞ୍ଚଟି ଜିଲ୍ଲାରେ ସଂକ୍ରମଣ ବଢୁଥିବାରୁ ସେହି ସବୁ ଜିଲ୍ଲା ଉପରେ ରଖାଯାଇଛି କଡ଼ା ନଜର । ମୋଟାମୋଟି ଭାବେ ରାଜ୍ୟରେ ସଂକ୍ରମଣ କରିବାରେ ଲାଗିଛିବୋଲି କହିଛନ୍ତି ଡିଏମଇଟି ସିବିକେ…

କୋଭିଡ୍‌ ନିୟମ ଉଲ୍ଲଂଘନ; ରାଜଧାନୀର ୪୨ଟି ଦୋକାନ ସିଲ୍‌

ଭୁବନେଶ୍ୱର: ‌କୋଭିଡ୍‌ ନିୟମ ଉଲ୍ଲଂଘନ କରିଥିବାରୁ ରାଜଧାନୀର ୪୨ଟି ଦୋକାନକୁ ସିଲ୍‌ କରାଯାଇଛି। ସୋମବାର ଦିନ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧିକାରୀ ଏବଂ ପୋଲିସର ଏକ ମିଳିତ ଟିମ୍ ରାଜଧାନୀ ୪୨ ଟି ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି। ଏଥିପାଇଁ ଦୋକାନ…

ଆଦିବାସୀ ଘରୁ ସମ୍ଭ୍ରାନ୍ତ ଡ୍ରଇଁ ରୁମ୍; ଦେଶବିଦେଶରେ ଚମକୁଛି ଲାଉ ତୁମ୍ବାର କଳାକୃତି

ଆଦିବାସୀଙ୍କୁ ମିଳିଛି ବିକଳ୍ପ ରୋଜଗାରର ସୁଯୋଗ ଅବିଭକ୍ତ କୋରାପୁଟରୁ ମେଟ୍ରୋସହରରେ ଲାଉତୁମ୍ବା ରାୟଗଡ଼ା( ମୋନାଲିସା ରଥ): ଆଦିବାସୀ ଘରେ ଲାଉତୁମ୍ବା ଖାଲି ଜିନିଷ ରଖିବାର ସାମଗ୍ରୀ ଭାବେ ବ୍ୟବହୃତ ହେଉଥିଲା; ନହେଲେ ଆଦିବାସୀ ମହିଳା ପୁରୁଷ ଖାଦ୍ୟପାନୀୟ ନେଇ କାମକୁ…

ମାଛ ପୋଖରୀ ଲିଜ୍ ବିବାଦରୁ ସମ୍ୱଲପୁର ବିଶ୍ୱବିଦ୍ୟାଳୟ ପୂର୍ବତନ କୁଳପତିଙ୍କୁ ହତ୍ୟା

ଝାରସୁଗୁଡ଼ା: ସମ୍ୱଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଘଟଣାରେ ନୂଆ ତଥ୍ୟ ସାମନାକୁ ଆସିଛି । ଟଙ୍କା ନୁହେଁ, ବରଂ ମାଛ ପୋଖରୀ ଲିଜକୁ ନେଇ ପ୍ରଫେସର ଧ୍ରୁବରାଜ ନାଏକଙ୍କୁ ଅଭିଯୁକ୍ତ ପ୍ରବୀଣ ଧରୁଆ ହତ୍ୟା କରିଥିବା ଜାଣିବାକୁ ପାଇଛି ପୋଲିସ । ଅଭିଯୁକ୍ତକୁ ପଚରାଉଚରା ପରେ…

ଚାନ୍ଦିପୁରରୁ ‘ଅଗ୍ନି ପ୍ରାଇମ’ର ପରୀକ୍ଷଣ

ବାଲେଶ୍ଵର: ଡିଆରଡିଓ ପକ୍ଷରୁ ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ଅଗ୍ନି ପ୍ରାଇମର ପରୀକ୍ଷଣ ହୋଇଛି। ଏହା ହଜାରେ କେଜି ପର୍ଯ୍ୟନ୍ତ ଆଣିବକ ଅସ୍ତ୍ର ପରିବହନ କରିବା ସହ ୧ହଜାର କିଲୋମିଟରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ…

ରାଜ୍ୟର ୧୦ଟି ଜିଲ୍ଲାରେ ଖୋଲିବ ଆଉ ୧୦ଟି ନର୍ସିଂ କଲେଜ୍

ଭୁବନେଶ୍ୱର: ଓଡ଼ିଶାରେ ଖୋଲିବ ଅଧିକ ନର୍ସିଂ କଲେଜ । ୬୦୦ ସିଚ୍ ବିଶିଷ୍ଟ ନର୍ସିଂ କଲେଜ ସ୍ଥାପନ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ୧୦ଟି ଜିଲ୍ଲାରେ ୬୦ଟି ସିଟ୍ ଲେଖାଏ କଲେଜ ସ୍ଥାପନ କରାଯିବ । ଏହି ୧୦ ଜିଲ୍ଲା ହେଉଛି ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ,…

କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା ମାଗିଲା ଓଡ଼ିଶା

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ ଚାଲିଛି ଟିକାକରଣ । ଏବେ ଦୈନିକ ୩ ଲକ୍ଷ ଟିକା ଦିଆଯାଉଛି । ଏବେ ରାଜ୍ୟ ପାଖରେ ମାତ୍ର ୩ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ମହଜୁତ ଅଛି । ଯାହା ମାତ୍ର ୨ ଦିନରେ ଶେଷ ହୋଇଯିବ । ଆସନ୍ତାକାଲି ପରେ ରାଜ୍ୟରେ ଆଉ କୋଭିସିଲ୍ଡ ଟିକା ବଳକା ରହିବ ନାହିଁ ।…

+୨ ପ୍ରଥମ ବର୍ଷରେ ସିଟ୍ ସମସ୍ୟା ହେବନି, ଆବଶ୍ୟକ ହେଲେ ବଢ଼ିବ ସିଟ୍

ଭୁବନେଶ୍ୱର: କରୋନା ଯୋଗୁ ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ହୋଇନି । ବିକଳ୍ପ ମୂଲ୍ୟାୟନ ଆଧାରରେ ରେଜଲ୍ଟ ପ୍ରକାଶ ପାଇଛି । ୯୭ ପ୍ରତିଶତରୁ ଅଧିକ ପାସ୍ ହାର ଥିବା ବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷ ଆଡମିସନରେ ସମସ୍ୟା ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଗଣଶିକ୍ଷା ମନ୍ତ୍ରୀ…

ରାଜମହଲ ଓଭରବ୍ରିଜ୍ ବ୍ୟାରିକେଡ଼ ଭାଙ୍ଗିଲେ ଯୁବକ

ଭୁବନେଶ୍ୱର: ଲକଡାଉନର ସୁଯୋଗ ନେଇ ଜଣେ ବ୍ୟକ୍ତି ଭୁବନେଶ୍ୱରର ରାସ୍ତାକଡରୁ ଚୋରି କରୁଥିବା ଘଟଣା ନଜରକୁ ଆସିଛି। ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ରାଜ ମହଲ ଓଭରବ୍ରିଜରୁ ବ୍ୟାରିକେଡ ଭାଙ୍ଗୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଉକ୍ତ ବ୍ୟକ୍ତି ଜଣକ ଷ୍ଟିଲ୍ ବ୍ୟାରିକେଡ ଭାଙ୍ଗିବା ପରେ…