Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅଭିଶପ୍ତ ଚନ୍ଦାବିଲା, ସାତ ସପନ ସ୍ୱାସ୍ଥ୍ୟ ସେବା

ବାରିପଦା: ରାଜ୍ୟବାସିନ୍ଦାଙ୍କ ପାଇଁ ପ୍ରଣୟନ ହୋଇଛି ଅନେକ ସ୍ୱାସ୍ଥ୍ୟ ଯୋଜନା । ହେଲେ ମୟୁରଭଂଜ ଜିଲ୍ଲାର ଏକ ନିର୍ଦ୍ଧିଷ୍ଟ ଗାଁର ଲୋକେ କିନ୍ତୁ ପ୍ରାଥମିକ ଚିକିତ୍ସାରୁ ବଂଚିତ ରହିଛନ୍ତି । କଥାଟା ଶୁଣିବାକୁ ଯେତିକି ଅବିଶ୍ୱସନୀୟ, ସେତିକି ଚିନ୍ତାଜନକ ମଧ୍ୟ । ବାରିପଦା ବ୍ଲକ ଅନ୍ତର୍ଗତ…

କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : କୋଭିଡ ଭଳି ମହାମାରୀରେ କ୍ଷତିଗ୍ରସ୍ତଙ୍କ ପାଇଁ ଜରୁରୀ ଋଣ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଚନ୍ତି । ଏହା ମଧ୍ୟରୁ ୫୦ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ…

ପାରାସୁଟରରୁ ରାସ୍ତାକଡ଼ ବ୍ୟବସାୟୀ

ଡ଼େରାଡୁନ୍ : ଦିନ ଥିଲା ସେ ଆମ ଦେଶ ପାଇଁ ପାଲଟିଥିଲେ ଗର୍ବ । ହେଲେ ଆଜି ଅର୍ଥ ଅଭାବ ବସାଇ ଦେଇଛି ରାସ୍ତାକଡରେ । ସୁନା ପଦକ ଭେଟି ଦେଉଥିବା ପାରା ସୁଟର ଦିଲରାଜ କୌର ଆଜି ରାସ୍ତାକଡରେ ବଂଚିବାର ରାହା ଖୋଜୁଛନ୍ତି । ପାର୍କ କଡରେ ସ୍ନାକ୍ ବିକି ଗୁଜୁରାଣ ମେଣ୍ଟାଉଛନ୍ତି । ବହୁବାର କିଛି…

ସିଲ୍ ହେଲା ତାରିଣୀ ବସ୍ତ୍ରାଳୟ, ୭୫ ହଜାର ଟଙ୍କାର ଫାଇନ୍

ଭୁବନେଶ୍ବର : ମହଙ୍ଗା ପଡ଼ିଲା କୋଭିଡ ନିୟମ ଉଲ୍ଲଂଘନ । କୋଭିଡ ନିୟମ ଖିଲାପ ଅଭିଯୋଗରେ ସିଲ୍ ହୋଇଛି ଭୁବନେଶ୍ବର କଳ୍ପନା ଛକରେ ଥିବା ତାରିଣୀ ବସ୍ତ୍ରାଳୟ । ଏଥିସହ ଦୋକାନ ମାଲିକଙ୍କ ଠାରୁ ୭୫ ହଜାର ଟଙ୍କା ଫାଇନ୍‌ ଆଦାୟ କରିଛି ବିଏମସି । ସୂଚନା ମୁତାବକ, ଦୋକାନର ପଛ ଗେଟ୍ ପଟେ…

ମଣ୍ଡିରେ ପଡ଼ି ଧାନ ଗଜା

ଜୁନାଗଡ: କଳାହାଣ୍ଡି ଜୁନାଗଡରେ ଚାଷୀ ମାନଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପାଖରେ ଥିବା ଦାସୀ ଗାଁ ମଣ୍ତିରେ ଧାନ ଉଠାଣ ଦାବି କରି ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ମଣ୍ତି ଗଜା ହେବାରେ ଲାଗିଲାଣି ।  ଖୁବ୍ ଶୀଘ୍ର ସମାଧାନ ନହେଲେ ଚାଷୀ ମାନେ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାଇବାର…

ଭଦ୍ରକରେ ମାଟ୍ରିକ ଫଳାଫଳ ତାତି, ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରିଲେ ଅଭିଭାବକ

ଭଦ୍ରକ : ପ୍ରକାଶ ପାଇ ସାରିଛି ଚଳିତ ବର୍ଷର ମାଟ୍ରିକ୍ ରେଜଲ୍ଟ । ହେଲେ ରେଜଲ୍ଟକୁ ନେଇ ବଢ଼ିବାରେ ଲାଗିଛି ଅସନ୍ତୋଷ । ଫଳାଫଳରେ ଅସନ୍ତୋଷ ପ୍ରକାଶ କରି ଭଦ୍ରକରେ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ଅଭିଭାବକ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ପୁରୁଣା ବଜାର…

ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍, ଧରାପଡ଼ିଲା ଅଭିଯୁକ୍ତ

କଟକ : ଜିଏସଟି ବିଭାଗ ହାତରେ ଜାଲ୍ ବିଲ୍ ରାକେଟ୍ । ନକଲି ସ୍କ୍ରାପ କମ୍ପାନୀ କରି ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ରାକେଟର ପର୍ଦ୍ଦାଫାଶ କରିଛି ଜିଏସଟି ବିଭାଗ । ଏଥିସହ ଫେକ୍ କମ୍ପାନୀ କରିଥିବା ଅଭିଯୁକ୍ତ ସ୍ମୃତି ରଞ୍ଜନ ସାହୁ ଗିରଫ କରିଛି ସିଟି ଜିଏସଟି ବିଭାଗ । ଏନେଇ ସାମ୍ବାଦିକ…

ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ

ନୂଆଦିଲ୍ଲୀ : ଫୁସଫୁସ ଲାଗି ଅଧିକ ବିପଦ ସାବ୍ୟସ୍ତ ହେଉଛି ଡେଲଟା ପ୍ଲସ ଭାରିଆଣ୍ଟ । ଅନ୍ୟ କୋଭିଡ ଭାରିଆଣ୍ଟ ଅପେକ୍ଷା ଏହା ଅଧିକ ପରିମାଣରେ ଫୁସଫୁସର ଟିସୁକୁ ସଂକ୍ରମିତ କରୁଛି । ତେବେ ଏହାର ଅର୍ଥ ନୁହେଁ ଯେ ଏହି ଭାରିଆଣ୍ଟ ଅଧିକ ସଂକ୍ରମଣଶୀଳ ବା ଅଧିକ ଭୟଙ୍କର ରୋଗ ସୃଷ୍ଟି କରିବ । ଏଭଳି…

ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଗଞ୍ଜାମରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ‘ମୋ ନିବେଦନ’ କାର୍ଯ୍ୟକ୍ରମ । ଗଞ୍ଜାମ ଜିଲ୍ଲା ପ୍ରଶାସନ ଏହି କାର୍ଯ୍ୟକ୍ରମକୁ ହାତକୁ ନେଇଛି । ଭର୍ଚୁଆଲରେ ଗ୍ରାମବାସୀଙ୍କ ସମସ୍ୟା ସମାଧାନ ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଗ୍ରାମପଞ୍ଚାୟତ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ…

ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ, 4T ଉପରେ ଗୁରୁତ୍ବ

ଭୁବନେଶ୍ବର : ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ରୋଗୀ ସଂଖ୍ୟା କମୁଛି, ଆକ୍ଟିଭ ରୋଗୀଙ୍କ ସଂଖ୍ୟା ବି କମୁଛି । ଯେଉଁ ପଦ୍ଧତିରେ କାର୍ଯ୍ୟ ହେଉଥିଲା ସେହିପରି କିଛି ଷ୍ଟ୍ରାଟେଜି ଆପଣାଯିବ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସଂକ୍ରମଣକୁ ଦୃଷ୍ଟିରେ ରଖି 4T…