Latest Odisha News

BREAKING NEWS

Browsing Category

ଓଡିଶା

Odisha

ସ୍ନାନମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିଲା ସାରା ଦୁନିଆ

ପୁରୀ: ସ୍ନାନ ମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତୀ । ଆଜି ଦେବାସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ ବଡ଼ଦେଉଳରୁ ସ୍ନାନ ମଣ୍ଡପକୁ ଓହ୍ଲାଇଛନ୍ତି ବଡ଼ ଠାକୁର ପ୍ରଭୁ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀଜଗନ୍ନାଥ ଓ…

ବାରିପଦାରେ ମହାପ୍ରଭୁଙ୍କ ସ୍ନାନଯାତ୍ରା

ବାରିପଦା: ଦେବସ୍ନାନ ପୂର୍ଣ୍ଣିମାରେ ବାରିପଦାରେ ଶ୍ରୀ ଶ୍ରୀ ହରିବଳଦେବ ଜୀଉଙ୍କର ସ୍ନାନନୀତି ଅନୁଷ୍ଠିତ ହୋଇଛି । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ମହାପ୍ରଭୁ । କରୋନା କଟକଣା ଭିତରେ ସ୍ନାନନୀତି ଅନୁଷ୍ଠିତ ହୋଇଛି । ଆଜି ରାତିରେ ଶ୍ରୀଜିଉମାନେ ଅଣସର ବିଜେ କରିବେ । କରୋନା…

ଆଜି ଓଡ଼ିଶାରେ ୬୯ ହଜାର ଟେଷ୍ଟିଂ, ୩୬୫୦ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ଅଧିକ ଟେଷ୍ଟିଂ ହେଉଛି । ଚିହ୍ନଟ ହେଉଛନ୍ତି ଅଧିକ କୋଭିଡ୍ ସଂକ୍ରମିତ । ଗତକାଲି ଅପେକ୍ଷା ଆଜି ସାମାନ୍ୟ ବଢ଼ିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୬୫୦ ପଜିଟିଭ୍ । ଏହି ସମୟରେ ୬୯ହଜାର ୪୮୦ ନମୁନା ପରୀକ୍ଷା କରାଯାଇଛି । ଗତକାଲି…

୨୮ ତାରିଖରୁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି

ଭୁବନେଶ୍ୱର: ଦୁଇ ମାସ ପରେ ଆସନ୍ତା ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସ ଓପିଡି । କୋଭିଡ୍ ସଂକ୍ରମଣ ହ୍ରାସ ପାଇବା ଓ ଏମ୍ସରେ କୋଭିଡ୍ ରୋଗୀଙ୍କ ସଂଖ୍ୟା କମିବା ପରେ ଏହି ନିଷ୍ପତ୍ତି ହୋଇଛି । ଫଳରେ ଏଣିକି ଓପିଡିରେ ଅଣକୋଭିଡ୍ ରୋଗୀଙ୍କ ଚିକିତ୍ସା ହୋଇ ପାରିବ । ଏମ୍ସରେ…

ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତି, କଟକଣା ଭିତରେ ଚାଲିଛି ମହାପ୍ରଭୁଙ୍କ ସ୍ନାନଯାତ୍ରା

ପୁରୀ: ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରୁ ବାହାରି ସ୍ନାନ ବେଦୀକୁ ଆସିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । କରୋନା କଟକଣା ଯୋଗୁଁ ବିନା ଭକ୍ତରେ ଚାଲିଛି ସ୍ନାନ ଯାତ୍ରା । ରାତି ୨ଟାରେ ପୂଜାପଣ୍ଡା, ମୁଦିରସ୍ତ ଓ ପତି ମହାପାତ୍ର ତିନିବାଡରେ ମଙ୍ଗଳାର୍ପଣ କରିବା ପରେ…

ଦେବଙ୍କ ଗହଣେ ଦେବସ୍ନାନ

ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା । ଶାସ୍ତ୍ରଜ୍ଞଙ୍କ ମତରେ ଏହି ପବିତ୍ର ତିଥି ଉଦୟା ପୂର୍ଣ୍ଣିମା ବା ଉଦୟବ୍ୟାପିନୀ ପୂର୍ଣ୍ଣିମା ଭାବେ ବି ପରିଚିତ । ତେବେ ଲୋକାଚାରରେ ଏବଂ ଧର୍ମାଚାରରେ ଏହି ପାବନ ଦିନଟି ଦେବସ୍ନାନ ପୂର୍ଣ୍ଣିମା ରୂପେ ଅତି ପ୍ରଚଳିତ । ଏହି ତିଥିଟି ଦେବତାମାନଙ୍କ ସ୍ନାନ…

ବଳଦେବଜୀଉ ମନ୍ଦିର ନିକଟରେ ଜାରି ହେଲା ୧୪୪ ଧାରା

କେନ୍ଦ୍ରାପଡ଼ା : ଆସନ୍ତାକାଲି ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏଥିପାଇଁ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ନିକଟରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ମନ୍ଦିର ଚତୁପାର୍ଶ୍ବ, ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ୧୪୪ ଲାଗୁ କରାଯାଇଛି । ସ୍ନାନ ପୂର୍ଣ୍ଣିମାକୁ ଦୃଷ୍ଟିରେ…

ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍

ଭୁବନେଶ୍ବର : ଜୁଲାଇ ପହିଲାରୁ ପୂର୍ବତଟ ରେଳପଥରୁ ଚଳାଚଳ କରିବ ୨୨ ଯୋଡା ସ୍ପେଶାଲ ଟ୍ରେନ୍ । ଏନେଇ ନିଷ୍ପତ୍ତି ନେଇଛି ରେଳ ମନ୍ତ୍ରଣାଳୟ । ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା…

ସ୍କୁଲରେ ପଢ଼ାଯିବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ସ୍କୁଲରେ ଛାତ୍ରଛାତ୍ରୀ ପଢ଼ିବେ ‘ବନ୍ଦେ ଉତ୍କଳ ଜନନୀ’ । ସିଲାବସରେ ସ୍ଥାନ ପାଇଲା ‘ବନ୍ଦେ ଉତ୍କଳ ଜନନୀ’  । ଏବେ ସ୍କୁଲରେ ଏହି ସଂଗୀତ ପଢ଼ାଯିବ । ନବମ ଓ ଦଶମ ଶ୍ରେଣୀରେ ପ୍ରଥମ ଭାଷା ଓଡ଼ିଆ ବିଷୟରେ ବନ୍ଦେ ଉତ୍କଳ ଜନନୀକୁ ସ୍ଥାନ ମିଳିଛି  । ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ…

ତହସିଲ କାର୍ଯ୍ୟାଳୟ ଆଗରେ ଧାନ ବସ୍ତା ରଖି କଂଗ୍ରେସ ଓ ଚାଷୀଙ୍କ ବିକ୍ଷୋଭ

ସୋନପୁର : ରବି ଋତୁରେ ଧାନ ବିକ୍ରି ପାଇଁ ଦେଖା ଦେଇଛି ଅନେକ ସମସ୍ୟା । ଧାନ ବିକ୍ରି ପାଇଁ ସରକାର ଚାଷୀଙ୍କୁ ମାତ୍ର ୧୨ ଦିନ ସମୟ ଦେଉଥିବାରୁ ଅନେକ ଚାଷୀଙ୍କ ଟୋକନ ବାତିଲ ହେଉଛି । ସମସ୍ୟାର ସମାଧାନ ପାଇଁ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳୁନି । ଯାହାକୁ ନେଇ ଆଜି ସୋନପୁରରେ…