Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଜଧାନୀର ଏହି ଆମିଷ ମାର୍କେଟ ୨୫ ଯାଏଁ ବନ୍ଦ

ଭୁବନେଶ୍ୱର: କୋଭିଡ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିବା ଅଭିଯୋଗରେ ଭୁବନେଶ୍ୱରର ୟୁନିଟ୍-୪ର ଆମିଷ ବଜାର ବନ୍ଦ କରିବାକୁ ବିଏମସି ନିର୍ଦ୍ଦେଶ ଦେଇଛି‌। ବିଏମସିର ସୂଚନା ଅନୁସାରେ ୟୁନିଟ୍ ୪ ହୋଲସେଲ ଏବଂ ଆମିଷ ବଜାରକୁ ଜୁନ୍ ୨୫ ଯାଏଁ ବନ୍ଦ ରହିବ। ଆଜି କୋଭିଡ ନିୟମ ଉଲ୍ଲଂଘନକୁ ଦୃଷ୍ଟିରେ…

ବଳଦେବଜୀଉ ମନ୍ଦିରରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଲା କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରା ମାମଲା । ରଥଯାତ୍ରା କରିବା ଦାବିରେ ମନ୍ଦିରର ୫ ଜଣ ସେବାୟତଙ୍କ ପକ୍ଷରୁ ଦାୟର ହୋଇଛି ମାମଲା । ପୁରୀ ଢାଞ୍ଚାରେ ଓ କୋଭିଡ କଟକଣା ମଧ୍ୟରେ ସେବାୟତଙ୍କୁ ନେଇ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ପ୍ରାର୍ଥନା…

୮ ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ ପ୍ଲାଣ୍ଟ ଓ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର ଉଦଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ଗୁଡ଼ିକ ହେଉଛି– ଝାରସୁଗୁଡା, ଭଦ୍ରକ,…

ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ

ଭୁବନେଶ୍ବର : ବେଲ୍ ପରେ ଜେଲରୁ ମୁକୁଳିଲେ ଆଇଏଫଏସ ଅଭୟକାନ୍ତ ପାଠକ । ସମସ୍ତ ୩ଟି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଆଜି ଝାରପଡ଼ା ଜେଲରୁ ମୁକୁଳିଛନ୍ତି ଅଭୟକାନ୍ତ ପାଠକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ଗିରଫ ହୋଇଥିଲେ ଅଭୟକାନ୍ତ ।…

ରେଳ ଯାତ୍ରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା, କେଉଁ ଟ୍ରେନ୍ ବାତିଲ, କେଉଁ ଟ୍ରେନ୍ ଆଂଶିକ ବାତିଲ ଜାଣନ୍ତୁ

ଭୁବନେଶ୍ବର : କୋଭିଡ ସଂକ୍ରମଣର ଚେନକୁ ଭାଙ୍ଗିବା ଲାଗି ରେଳ ବିଭାଗର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସଂକ୍ରମଣକୁ ରୋକିବା ଲାଗି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ କିଛି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ଆଉ କିଛି ଟ୍ରେନକୁ ଆାଂଶିକ ବାତିଲ ପାଇଁ ନିଷ୍ପତ୍ତି ନେଇଛି ରେଳ ବିଭାଗ । ଜୁନ…

କଣ୍ଠଶିଳ୍ପୀ ତପୁଙ୍କ ଚିକିତ୍ସା ଲାଗି ଲକ୍ଷେ ଟଙ୍କା ମଞ୍ଜୁର କଲେ ଓଡ଼ିଶା ସରକାର

ଭୁବନେଶ୍ୱର: କିଛି ଦିନ ହେଲା କଣ୍ଠଶିଳ୍ପୀ ତପୁ ମିଶ୍ର କରୋନାରେ ଆ୍ରକାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡୁଛି । ଏଭଳି ସମୟରେ କଳାକାର କଲ୍ୟାଣ ପାଣ୍ଠିରୁ ୧ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ସଂସ୍କୃତି ବିଭାଗ। ତାଙ୍କ ଭଉଣୀ…

ଜୁନ୍ ଶେଷ ସୁଦ୍ଧା ଦୈନିକ ୩ ଲକ୍ଷ ଟିକାକରଣ ଟାର୍ଗେଟ: ମନ୍ତ୍ରୀ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ତୃତୀୟ ପ୍ରବାହର ମୁକାବିଲା ପାଇଁ ଓଡିଶା ସରକାର ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଟୀକାକରଣର ମାତ୍ରା ବଢାଇବା ଓ ହସ୍ପିଟାଲରେ ଭିତ୍ତିଭୂମି ଅଧିକ ବଢାଇବା ଦିଗରେ କାର୍ଯ୍ୟ କରାଯାଉଛି ବୋଲି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ।…

୧୮-୪୪ ବର୍ଗଙ୍କ ପାଇଁ ୭ଟାରୁ ସ୍ଲଟ ବୁକିଂ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ରାଜଧାନୀରେ ୧୮-୪୪ ବୟସ ବର୍ଗଙ୍କ (ପ୍ରଥମ ଡୋଜ୍) ପାଇଁ ନୂଆ ସ୍ଲଟ୍ ଘୋଷଣା କରାଯାଇଛି। ଆଜି ରାତି ୭ ଟାରୁ ସ୍ଲଟ ବୁକିଂ ଆରମ୍ଭ ହେବ। ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି ବିଏମସି।…

ଡ୍ରାଇଭ-ଇନ୍ ଭ୍ୟାକ୍ସିନେସନ୍: ୧୮-୪୪ ଓ ୪୫+ ବର୍ଗଙ୍କ ଲାଗି ଆଜି ସ୍ଲଟ ବୁକିଂ, ଜାଣନ୍ତୁ…

ଭୁବନେଶ୍ୱର: ରାଜଧାନୀର ସମସ୍ତ ୧୦ ଡ୍ରାଇଭ-ଇନ୍ ସ୍ଥାନରେ କରୋନା ଟୀକାକରଣ ପାଇଁ ଅନଲାଇନରେ ସ୍ଲଟ୍ ବୁକିଂ ଆଜି ୬.୩୦ରେ ଖୋଲିବ। ଏନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଟୁଇଟ୍ କରିଛି। ଏହି ସ୍ଲଟ୍ ଗୁଡିକ ଜୁନ୍ ୨୧ ରୁ ଜୁନ୍ ୨୬ ପର୍ଯ୍ୟନ୍ତ ୧୮-୪୪ (ପ୍ରଥମ ଡୋଜ୍) ଏବଂ…

ଭଦ୍ରକ କଳାହାଣ୍ଡିଆରୁ ଧରାପଡିଲା ରେଳବାଇ କେବୁଲ୍ ଚୋର

ଭଦ୍ରକ: ରେଳବାଇ କ୍ୱାଡ୍ ‘୪’ ଟେଲିକମ୍ କେବୁଲ ଚୋରି ମାମଲା ରେଳବାଇ ପୋଲିସକୁ (RPF) ଚିନ୍ତାରେ ପକାଇଥିଲା । ବାରମ୍ବାର କେବୁଲ ଚୋରି ହେବା ଘଟଣାକୁ ନେଇ ବେଶ କିଛିଦିନ ଧରି ଜାରି ରହିଥିଲା ତନାଘନା । ଶେଷରେ ଆରପିଏଫ୍ ଓ ଗ୍ରାମାଂଚଳ ପୋଲିସ ହାତରେ ଧରାପଡିଛି କେବୁଲ ଚୋର । ନିକଟରେ କପାଳି…