Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭାଙ୍ଗିଲେ କରୋନା କଟକଣା, ଗଣିଲେ ଲକ୍ଷେ ଟଙ୍କା ଜରିମାନା

ଭଦ୍ରକ: ଲକ୍‌ଡାଉନ୍‌ରେ ସଟର୍ ବନ୍ଦ କରି ଚାଲିଥିଲା କପଡା କାରବାର । ପ୍ରଶାସନିକ ଅଧିକାରୀଙ୍କୁ ଦେଖି ଚମ୍ପଟ୍ ମାରିଥିଲେ ଦୋକାନ ମାଲିକ । ହେଲେ ଧୋକା ଖାଇନଥିଲା ପ୍ରଶାସନର ତୀକ୍ଷ୍ଣ ନଜର । ଶେଷରେ ଧରାପଡିଲା ଦୋକାନ ମାଲିକଙ୍କ ମିଛ । ବନ୍ଦ ଦୋକାନରୁ ଉଦ୍ଧାର ହୋଇଥିଲେ ୩ ଗ୍ରାହକଙ୍କ ସମେତ ଜଣେ…

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ +୨ ରେଜଲ୍ଟ, ମୂଲ୍ୟାୟନ ଫର୍ମୂଲା କହିଲା CHSE

ଭୁବନେଶ୍ୱର: ଆସନ୍ତା ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ପ୍ରକାଶ ପାଇବ ଚଳିତବର୍ଷର ଯୁକ୍ତ ଦୁଇ ରେଜଲ୍ଟ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ତାସହ ମୂଲ୍ୟାୟନ ପ୍ରକ୍ରିୟା ବାବଦରେ ସୂଚନା ଦେଇଛି ସିଏଚଏସଇ । କେମିତି ଓ କେଉଁ ପ୍ରକ୍ରିୟାରେ ବିକଳ୍ପ ମୂଲ୍ୟାୟନ ହେବ…

ବିନା ମାସ୍କରେ ଭାଇ ବାହାଘରରେ ନାଗିନ୍ ଡ୍ୟାନ୍ସ କରିଥିବା ତହସିଲଦାର ନିଲମ୍ବିତ

ଭୁବନେଶ୍ୱର: ତହସିଲଦାରଙ୍କୁ ମହଙ୍ଗା ପଡ଼ିଲା କୋଭିଡ୍ ଗାଇଡଲାଇନ୍ ଉଲ୍ଲଂଘନ । ବିନା ମାସ୍କରେ ଭାଇ ବାହାଘରରେ ଡ୍ୟାନ୍ସରେ ମତୁଆଲା ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ ବେହେରା ସସପେଣ୍ଡ ହୋଇଛନ୍ତି । ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମେ ୨୧ ତାରିଖରେ…

ଲକଡାଉନ୍ କୋହଳ ପରେ ରାୟଗଡାରେ ଜିଲ୍ଲା ପ୍ରଶାସନର ସ୍ଥିତି ଅନୁଧ୍ୟାନ

ରାୟଗଡା: ସଦ୍ୟ ସ୍ଥିତିକୁ ସମୀକ୍ଷା କରି ରାଜ୍ୟରେ ଲକ୍‌ଡାଉନ୍‌କୁ ଆଂଶିକ କୋହଳ କରାଯାଇଛି । ତେବେ ରାୟଗଡା ଜିଲ୍ଲାରେ ସଂକ୍ରମଣ ହାର କମିଥିଲେ ବି ମୃତ୍ୟୁ ହାର କିନ୍ତୁ କମିବାର ନାଁ ଧରୁନି । ଏଥିପାଇଁ କରୋନା ସଙ୍କଟ ସମେତ ଅନ୍ୟ ସମସ୍ୟାକୁ ନେଇ ରାୟଗଡା ଓ ଗୁଣୁପୁରରେ ସ୍ଥିତି ଅନୁଧ୍ୟାନ…

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କୋଭିଡ୍ RT-PCR ଟେଷ୍ଟ

ପୁରୀ: ରଥଯାତ୍ରାରେ ସାମିଲ ହେବାକୁ ଥିବା ସେବାୟତଙ୍କର ଚାରି ଥର କୋଭିଡ୍ ଟେଷ୍ଟ ହେବ । ବିଭିନ୍ନ ପର୍ଯ୍ୟାୟରେ RT-PCR ଟେଷ୍ଟ କରାଯିବ । ସେହିପରି ପୋଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ମଧ୍ୟ ୪ ଥର RT-PCR ଟେଷ୍ଟ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ଜମିରେ ପଡିଛି ଧାନ, ଚିନ୍ତାରେ ଚାଷୀକୁଳ

କଳାହାଣ୍ଡି : କୃଷି ଓ କୃଷକ କଲ୍ୟାଣ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ବିଭାଗୀୟ ଅଧିକାରୀଙ୍କ ତାଳମେଳ ଅଭାଵରେ ନିରୀହ ଚାଷୀ ବଳି ପଡ଼ୁଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ । ବର୍ତ୍ତମାନ ପର୍ଯ୍ୟନ୍ତ ଧାନ ଅମଳ ଶେଷ…

ରାସ୍ତା ନଥିବାରୁ ଖଟିଆରେ ବୋହି ପ୍ରତିବାଦ

ସାରସକଣା: ମୌଳିକ ସୁବିଧାରୁ ବଞ୍ଚିତ ବାଙ୍କଦହ ଗ୍ରାମବାସୀ । ଖଟିଆରେ ବୋହି ନିଜ ଦାବି ଜଣାଇଲେ । ମୟୂରଭଞ୍ଜ ବାଙ୍କଦହ ଗ୍ରାମ ମୁରୁଣିଆ ପଂଚାୟତର ଏକ ଗାଁ । ଏହି ଗ୍ରାମବାସୀମାନେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି । ଯିବା ପାଇଁ ସାରସକଣା ପଂଚାୟତ ମହୁଲବରେଇ ହୋଇ କୋଚିଲା ନାଳ ପାରି ହୋଇ…

ଉପାନ୍ତ ଜଙ୍ଗଲରେ ଜୀବିକାର ମାଧ୍ୟମ

ପାଟଣାଗଡ: ଉପାନ୍ତ ଜଙ୍ଗଲରେ ବେଆଇନ ମଦ ପ୍ରସ୍ତୁତ ସାଜିଛି ଜୀବନ ଜୀବିକାର ମାଧ୍ୟମ । କରୋନା ମହାମାରୀରେ ସାରା ଦେଶ କବଳିତ ।। ତା ସହିତ ଲକଡାଉନ ସଟଡାଉନ ପାଇଁ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବିତ ହୋଇଛି । ଏହି ସମୟରେ ଲୋକେ କାମଧନ୍ଦା ନପାଇ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

UG/PG ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ

ଭୁବନେଶ୍ୱର: ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ…

ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଟିମ୍: ଓଡ଼ିଶାରୁ ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରା

ନୂଆଦିଲ୍ଲୀ: ଦୁଇ ଓଡ଼ିଆ ହକି ତାରକା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଲିମ୍ପିକ୍ସ ଟିକେଟ । ଟୋକିଓ ଅଲିମ୍ପିକ୍ସ ପାଇଁ ଆଜି ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ୧୫ ଜଣିଆ ଟିମରେ ଅଛନ୍ତି ଦୁଇ ଓଡ଼ିଆ । ଗତକାଲି ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ସାମିଲ ହୋଇଥିଲେ ।…