Latest Odisha News

BREAKING NEWS

Browsing Category

ଓଡିଶା

Odisha

ସୁପ୍ରିମକୋର୍ଟଙ୍କୁ CBSE କହିଲା କେମିତି ହେବ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ, ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ

ନୂଆଦିଲ୍ଲୀ: କେମିତି ହେବ ସିବିଏସଇ ଦ୍ୱାଦଶ ଶ୍ରେଣୀ ମୂଲ୍ୟାୟନ । ଆଜି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସିବିଏସଇ କର୍ତ୍ତୃପକ୍ଷ । ୧୩ ଜଣିଆ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ସୁପ୍ରିମକୋର୍ଟରେ ଉପସ୍ଥାପନ କରିଛି ସିବିଏସଇ ବୋର୍ଡ । ଦଶମ, ଏକାଦଶ ଓ ଦ୍ୱାଦଶ ପ୍ରି-ବୋର୍ଡ ପରୀକ୍ଷାର…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆରୋଗ୍ୟ କାମନା କରୁଛି ଓଡ଼ିଶା

ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ…

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ…

କାର ଉପରେ ଆଖିବୁଜା ଗୁଳି ଓ ବୋମାମାଡ଼: ଜଣେ ମୃତ, ୨ ଗୁରୁତର

ଢେଙ୍କାନାଳ: କାମାକ୍ଷାନଗରରେ ଫୁଟିଲା ଗୁଳି । କାର ଉପରେ ଘନ ଘନ ଗୁଳିମାଡ଼ ହୋଇଛି । ତାସହ ଦୁର୍ବୃତ୍ତ କରିଛନ୍ତି ବୋମାମାଡ଼ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । କାମାକ୍ଷାନଗର ସାରଙ୍ଗଧର ଷ୍ଟାଡିୟମ ନିକଟରେ ଗତକାଲି ରାତିରେ ବୋମା ଓ ଗୁଳିମାଡ଼ ହୋଇଛି । କାର…

ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟରେ ବର୍ଷା, ଆଜି ୬ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଆଜି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଆଜିପାଇଁ ୬ ଜିଲ୍ଲା ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼କୁ…

ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩୯ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୪ ତାରିଖରେ ରାଜ୍ୟରୁ ୩୯ ଜଣ ପ୍ରାଣ ହରାଇଥିଲେ । ତାପରଠରୁ ପ୍ରତିଦିନ ୪୦ରୁ ଅଧିକ…

ଆଜି ଓଡ଼ିଶାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୪ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩ହଜାର ୬୩୧ ନୂଆ ଆକ୍ରାନ୍ତ । କ୍ୱରେଣ୍ଟାଇନରୁ ୨ହଜାର ୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୬୨ । ଖୋର୍ଦ୍ଧାରୁ ସର୍ବାଧିକ…

ଓଳଟିଲା କାଙ୍କଡ଼ ବୋଝେଇ ଟ୍ରକ, ଯିଏ ଯେତେ ପାରିଲେ ବୋହି ନେଲେ

ଭୁବନେଶ୍ୱର: ଓଲଟିଲା କାଙ୍କଡ଼ ବୋଝେଇ ଟ୍ରକ୍ । ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ ନିକଟରେ ଏକ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଲା । ସେଥିଲେ ଥିବା କାଙ୍କଡ ବୋଝେଇ ବସ୍ତା ସବୁ ଏଣେତେଣେ ପଡ଼ିଲା । ଏହାର ଫାଇଦା ନେଇ ରାସ୍ତାରେ ଯାଉଥିବା ଲୋକମାନେ ଘରକୁ ବୋହି ନେଲେ କାଙ୍କଡ଼ । କିଏ ବ୍ୟାଗରେ…

ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ନିରୂପମା ପତି ମନୋନୀତ

ସୁନ୍ଦରଗଡ଼ : ନୂଆଗାଁ ବ୍ଲକସ୍ଥିତ ଲୁଆରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୂପମା ପତିଙ୍କୁ ୨୦୨୦ ମସିହା ପାଇଁ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀମତୀ ପତି…