Latest Odisha News

BREAKING NEWS

Browsing Category

ଓଡିଶା

Odisha

ପୂର୍ବତଟ ରେଳପଥର ୪ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ

ଭୁବନେଶ୍ବର : ପୂର୍ବତଟ ରେଳପଥର ୪ ଜଣ ଅଧିକାରୀଙ୍କୁ କରାଯାଇଛି ସମ୍ମାନୀତ । ଏହି ୪ ଜଣ ଅଧିକାରୀଙ୍କୁ ରେଳବାଇ ସୁରକ୍ଷାବଳ ମହାନିର୍ଦ୍ଦେଶକ ପଦକ ସମ୍ମାନ ପ୍ରଦାନ କରାଯାଇଛି । ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ସୁରକ୍ଷା ଆୟୁକ୍ତ ଏମ. ସମ୍ବାଶିବା ରାଓଙ୍କ ସମେତ ପୂର୍ବତଟ ରେଳପଥର ୪ଜଣ…

ଜୁଲାଇ ୨୫ ଯାଏଁ ଶ୍ରୀମନ୍ଦିର ବନ୍ଦ

ପୁରୀ : ଚଳିତ ବର୍ଷ ବିନା ଭକ୍ତରେ ହେବ ଶ୍ରୀଜିଉଙ୍କ ଦେବସ୍ନାନ ପୂର୍ଣ୍ଣିମା । ରଥଯାତ୍ରା ଭଳି ଏଥର ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର । ମୁଖ୍ୟ ପ୍ରଶାସକଙ୍କ…

ବ୍ଲୁମ ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ, ବିଶ୍ବର ଶ୍ରେଷ୍ଠ ୫୦ ସହର ଭିତରେ ସ୍ଥାନ ପାଇଲା ରାଉରକେଲା

ରାଉରକେଲା : ବ୍ଲୁମ ବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଶ୍ରେଷ୍ଠ ୫୦ ସହର ମଧ୍ୟରେ ସ୍ଥାନ ପାଇଲା ରାଉରକେଲା । ୯୯ଟି ଦେଶର ୬୩୪ ସହର ମଧ୍ୟରୁ ଭାରତର ଦୁଇଟି ସହର ପୁଣେ ଓ ରାଉରକେଲା ସାମିଲ ହୋଇଥିଲେ । ଆଉ ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା ସ୍ଥାନ ପାଇଛି । ଏନେଇ ସୂଚନା ଦେଇଛନ୍ତି…

ଜିଓ ପକ୍ଷରୁ ଜିଓ ଫାଇବର୍ ପୋଷ୍ଟପେଡ୍ ପ୍ଲାନର ଶୁଭାରମ୍ଭ, ଇଣ୍ଟରନେଟ୍ ବକ୍ସ ସହିତ ମାଗଣା ଇନଷ୍ଟାଲେସନ୍

ଭୁବନେଶ୍ବର : ରିଲାଏନ୍ସ ଜିଓ ପକ୍ଷରୁ ଆଉ ଏକ ଆକର୍ଷଣୀୟ ଅଫର । ଜିଓ ଫାଇବର୍ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ ଘୋଷଣା କରିଛି ଜିସ । ଏହି ପ୍ଲାନ୍‌ର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେବ । ଆସନ୍ତାକାଲିଠୁ ଏହି ନୂଆ ପୋଷ୍ଟପେଡ୍ ପ୍ଲାନକର ଶୁଭାରମ୍ଭ…

ଗଜପତି ରାଶିବାଡ ଘାଟିରେ ଓଲଟିଲା ଡାଲା ଅଟୋ, ଜଣେ ମୃତ, ୧୨ ଗୁରୁତର

ଗଜପତି : ଗଜପତି ଜିଲ୍ଲା ରାୟଗଡ଼ ଥାନା ରାଶିବାଡ଼ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡାଲା ଅଟୋ ଓଲଟି ଜଣେ ଶ୍ରମିକ ମୃତ୍ୟୁ ହୋଇଛି । ଏହାସହ ୧୨ ଜଣ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ସୁନ୍ଦରଗଡ଼ ରାଣୀଦେଲନା ଗାଁର ସୁରସେନ । ସୂଚନା ଅନୁସାରେ, ବଲାଙ୍ଗୀର, ସୁନ୍ଦରଗଡ଼ ଓ…

ରାଜ୍ୟରେ ଆଂଶିକ କୋହଳ ହେଲା କଟକଣା, କେଉଁଠି ଖୋଲିବ, କେଉଁଠି ପଡ଼ିବ ତାଲା, ଜାଣନ୍ତୁ

ଭୁବନେଶ୍ବର : ରାଜ୍ୟରେ ସାମାନ୍ୟ କୋହଳ ହେଲା ଲକଡାଉନ୍‌ କଟକଣା । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ତେବେ ନୂଆ ଗାଇଡଲାଇନ୍ ଅନୁସାରେ ରାଜ୍ୟର ସମସ୍ତ ଜିଲ୍ଲାକୁ ଦୁଇଟି କାଟେଗୋରୀରେ…

କଟକଣା ଭିତରେ ଦେବ ଦମ୍ପତିଙ୍କ ବାହାଘର

ସମ୍ବଲପୁର : ମହମାରୀ ଭିତରେ ବି ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବାହାଘର । କୋଭିଡ କଟକଣା ଭିତରେ ସମସ୍ତ ରୀତିନୀତି ସହକାରେ କରାଯାଇଛି ବିବାହ । ସମ୍ବଲପୁରର ଝାଡୁଆପଡାରୁ ନେଇ ମୁଦିପଡା ଓ ବଡ଼ବଜାରରେ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ମନ୍ଦିରରେ ମହାଦେବଙ୍କ ମହାଆଳତୀ କରାଯାଇ…

ଲକ୍‌ଡାଉନ୍‌ କଟକଣାକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର; ୧୭ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏ ଖୋଲା ରହିବ ଦୋକାନ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଲକ୍‌ଡାଉନକୁ ଆଂଶିକ କୋହଳ କଲେ ରାଜ୍ୟ ସରକାର। ଓଡିଶା ସରକାର ବୁଧବାର ଦିନ ଜୁଲାଇ ୧ ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରିଛନ୍ତି। ୧୭ ଟି ଜିଲ୍ଲାରେ ସକାଳ ୭ ଟାରୁ ସନ୍ଧ୍ୟା ୫ ଟା ଯାଏ ଦୋକାନ ଖୋଲା ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ; ୬ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଆନ୍ଧ୍ର ସୀମାନ୍ତ ବିଶାଖାପାଟଣା ଜିଲ୍ଲାରେ ନକ୍ସଲ ଓ ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୬ ଜଣ ହାଡକୋର ମାଓବାଦୀ ପ୍ରାଣ ହରାଇଥିବା ବେଳେ ଘଟଣା ସ୍ଥଳରୁ ଯବାନ ମାନେ ୭ ଟି ବନ୍ଧୁକ ସହ ବହୁ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ମାମ୍ପା…

ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ

ବାରିପଦା: ଚିକିତ୍ସା ନପାଇ ମୃତ୍ୟୁ ସହ ସଂଗ୍ରାମ କରୁଛି ଯୁବକ । ହସପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳା ଅଭିଯୋଗ  । ଆଉ ମୃତ୍ୟୁ ସହ ସଂଗ୍ରାମ କରୁଛି ଜଣେ ଯୁବକ । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଯୁବକ ଜଣକ ଜୀବନ ବଂଚିବାକୁ ସଂଘର୍ଷ କରୁଛନ୍ତି । ପାରିବାରିକ କଳହ ଯୋଗୁ ମହୁଳିଆ…