Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା…

ଭୁବନେଶ୍ୱର : ମହାମାରୀ ସମୟରେ ମନ ଜିଣୁଛନ୍ତି ବର୍ଷା । ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋଭିଡ ଗାଇଡ଼ଲାଇନ ପାଳନ କରି  ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରୁଛନ୍ତି । ଏ ନେଇ ଗରିବ ଲୋକମାନଙ୍କୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ସମସ୍ତଙ୍କୁ ଅନୁରୋଧ କରୁଛନ୍ତି । ବସ୍ତି ସବୁ…

ମନ୍ତ୍ରୀ ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ, ସାରା ବିଶ୍ବରେ ବିପର୍ଯ୍ୟୟ ପରିଚାଳନାରେ ମଡେଲ ସାଜିଛି ଓଡ଼ିଶା

ଭୁବନେଶ୍ବର : ଶେଷ ହୋଇଛି ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସଥିବା ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଉପରେ ହୋଇଛି ଆଲୋଚନା । ପଞ୍ଚମ ପାଳିର ଏହି ଦୁଇ ବର୍ଷ ଅତ୍ୟନ୍ତ ଆହ୍ବାନ ମୂଳକ ଥିଲା ବୋଲି ଅଭିଭାଷଣରେ କହିଛନ୍ତି ମୁଖ୍ୟମନ୍ତ୍ରୀ…

ଭବାନୀପାଟଣାରେ ପାରଦ ଛୁଇଁଲା ୪୩ ଡିଗ୍ରୀ

ଭୁବନେଶ୍ବର : ରାଜ୍ୟରେ ଉପରମୁହାଁ ପାରଦ । କିଛି ଦିନର ଆଶ୍ବସ୍ତି ପରେ ଏବେ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ଗରମ ଓ ଗୁଳୁଗୁଳି । ଏହାରି ଭିତରେ ଆଜି ରାଜ୍ୟର ୪ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ତେବେ ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ପାରଦ ଛୁଇଁଛି ୪୩ ଡିଗ୍ରୀ…

ଭୁବନେଶ୍ବରରୁ ଆଜି ୮୭୧ କରୋନା ପଜିଟିଭ୍

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବର ପାଇଁ ଚିନ୍ତା ବଢ଼ାଇଛି ମହାମାରୀ କରୋନା । ପ୍ରତିଦିନ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ଏହି କ୍ରମରେ ଆଜି ଭୁବେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୮୭୧ ଜଣ ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୮୨ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୬୮୯ । ସେହିପରି…

କରୋନାରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୧୩ ସଂକ୍ରମିତ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଯାହାକି ଲୋକଙ୍କ ପାଇଁ ଆଶ୍ବସ୍ତି ଆଣିଛି । ସଂକ୍ରମଣ କମିଥିବା ବେଳେ, ବୃଦ୍ଧି ପାଉଛି ସୁସ୍ଥତା ସଂଖ୍ୟା । ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୧୧ ହଜାର ୫୧୩ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ରତ୍ନସିଂହାସନରୁ ଚତୁର୍ଦ୍ଧା ମୂର୍ତ୍ତି ଫଟୋ ଭାଇରାଲ୍ !

ପୁରୀ: ପୁଣି ଭାଇରାଲ୍ ହେଲା ଶ୍ରୀମନ୍ଦିର ଭିତରୁ ଫଟୋ । ଏଥର ମନ୍ଦିର ନୁହେଁ ସିଧାସଳଖ ରତ୍ନସିଂହାସନରୁ ଦିଅଁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଫଟୋ ଚିତ୍ର ବାହାରେ ବୁଲୁଛି । ରତ୍ନସିଂହାସନରେ ବିରାଜିତ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ମହାପ୍ରଭୁଙ୍କ ଫଟୋଚିତ୍ର…

ୟାସ ପ୍ରଭାବରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା

ଭଦ୍ରକ : ଭଦ୍ରକ ଜିଲ୍ଲାରେ ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା । ବାତ୍ୟା ୟାସ ପ୍ରଭାବରେ ଭଦ୍ରକ ଜ଼ିଲ୍ଲାର ଯେଉଁ ସବୁ କ୍ଷୟକ୍ଷତି ହୋଇଛି, ତାହାର ଆକଳନ କିପରି କରାଯାଉଛି । ତା ସହିତ ଓ ରିଲିଫରୁ ନେଇ ପୁନରଉଦ୍ଧାର କାର୍ଯ୍ୟ କିପରି ଆରମ୍ଭ ହୋଇଛି, ତାହାର ସମୀକ୍ଷା କରିଛନ୍ତି ରାଜ୍ୟ…

ୟାସ୍ ଯିବା ପରେ ପ୍ରଭାବିତ ବିପନ୍ନଙ୍କ ଥମୁନି ଦୁଃଖ….

ଭୁବନେଶ୍ୱର: ବାତ୍ୟା ପରେ ମାଟିରେ ମିଶିଛି ଚାଷ ଆଉ ବାସ । ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡିକରେ ଉଜୁଡି ଯାଇଛି ଘରଦ୍ୱାର। କିଛି ସ୍ଥାନରେ ପାଣି ଛାଡିଯାଇଥିବା ବେଳେ କିଛି ସ୍ଥାନରେ ପାଣି ଘେରରେ ରହିଛନ୍ତି ଲୋକମାନେ । ବାତ୍ୟା ସମୟରେ ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇଥିଲା । ହେଲେ ସେଠାରୁ…

ବେଆଇନ ପ୍ରମାଣପତ୍ର ପାଇଁ ଠକ କମ୍ପ୍ୟୁଟର ସଂସ୍ଥାଙ୍କ ଉପରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ସମ୍ପ୍ରତି କାର୍ଯ୍ୟ ଦକ୍ଷତା ବୃଦ୍ଧି ନିମନ୍ତେ କମ୍ପ୍ୟୁଟର ଶିକ୍ଷା ଅତ୍ୟନ୍ତ ଜରୁରୀ। ଏଥିପାଇଁ ରାଜ୍ୟ ସରକାର ସରକାରୀ କିମ୍ବା ଅନ୍ୟ ସରକାରୀ ଏବଂ ଅର୍ଦ୍ଧସରକାରୀ କାର୍ଯ୍ୟାଳୟରେ ମୌଳିକ କମ୍ପ୍ୟୁଟର ପାଠ୍ୟକ୍ରମକୁ ବାଧ୍ୟତାମୂଳକ କରିଛନ୍ତି। ତେବେ ଏହାର ସୁଯୋଗ ନେଇ…

ଅନ୍ଧ ବିଶ୍ୱାସ ଚିତ୍ର: ପୁଅ ବଞ୍ଚିବାକୁ ଗୁଣି ଗାରେଡିର ସାହାରା

ସୋନପୁର: ଆଧୁନିକ ସମାଜରେ ଅନ୍ଧବିଶ୍ୱାସର ଚିତ୍ର । ସୋନପୁର ଜିଲ୍ଲାର ନାରାୟଣପୁର ଗାଁରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ୧୦ ମାସର ଶିଶୁ, ମରିବାର ୧୮ ଘଣ୍ଟାରୁ ଅଧିକ ହେଲାଣି । ହେଲେ ମାଆର ମନ ମନୁନି । ତାର ପୁଅ ବଞ୍ଚିବ ଆଉ ଏନେଇ ଗୁଣିଆର ସାହାରା ନେଇଛି । ପୁଅର ମୃତ ଦେହକୁ…