Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅନଲାଇନରେ ହେବ ବିଶ୍ବବିଦ୍ୟାଳୟ କ୍ଲାସ୍

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଜୁନ୍ ୧ରୁ ଆରମ୍ଭ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶନିବାର ଏକ ବିଜ୍ଞପ୍ତି ଜାରି କରାଯାଇଛି। ସୂଚନା ଅନୁଯାୟୀ ଶାରୀରିକ ଭାବେ ଶ୍ରେଣୀଗୃହରେ କୌଣସି ଶିକ୍ଷାଦାନ ହେବ…

ବେଆଇନ୍ କଫ ସିରପ ଜବତ

ବଲାଙ୍ଗିର: ପୁଣି ଧରାପଡିଲl ବେଆଇନ୍ କଫ ସିରପ କାରବାର। ବଲାଙ୍ଗିର ତୁରେକେଲାରୁ ଗାଡ଼ି ସହ ବିପୁଳ ପରିମାଣର କଫ ସିରପ ଜବତ୍ କରିଛି ପୋଲିସ। ତାସହ ଘଟଣାରେ ସଂପୃକ୍ତ ୨ ଜଣ କୁ ଗିରଫ କରାଯାଇଥିବା କହିଛନ୍ତି ଏସପି ନୀତିନ କୁଶଳକର । ୧୪ ହଜାର ୪୦୦ ବୋତଲ କଫ ସିରଫ ଜବତ୍ କରାଯିବା ସହ ନଗଦ ୧୩…

ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଆଜି ରାଜ୍ୟର ଏହି ୩ଟି ସ୍ଥାନରେ ଟିକାକରଣ ବନ୍ଦ। ଶନିବାର ଦିନ ଓଡିଶାର ବାଲେଶ୍ବର ଜଗତସିଂହପୁର ଏବଂ ସୋନପୁର ଜିଲ୍ଲାରେ ଟିକାକରଣ ଅନୁଷ୍ଠିତ ହେବ ନାହିଁ। ତେବେ ଓଡ଼ିଶାର ଅନ୍ୟ ୬୦୩ଟି କେନ୍ଦ୍ରରେ ଏହି ଟିକାକରଣ ଅଭିଯାନ ଜାରି ରହିବ ବୋଲି ଶୁକ୍ରବାର ଦିନ ସ୍ୱାସ୍ଥ୍ୟ ବିଭାଗ…

ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ

ବଲାଙ୍ଗିର: ଭାଇର ଜୀବନ ନେଲା ଆଉ ଜଣେ ଭାଇ । ସାନ ଭାଇକୁ ଛୁରୀ ଭୂଷି ହତ୍ୟା କରିଛି ବଡ଼ ଭାଇ । ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ଆଠଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସନ୍ତୋଷ କୁଅଁରଙ୍କ ତେଜରାଜ କୁଅଁର । ବଡ଼ଭାଇ ସୁବ୍ରତ କୁଅଁରଙ୍କ ଛୁରା ମାଡ଼ରେ ସାନ ଭାଇର…

କରୋନାରେ ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ପରଲୋକ

ଭୁବନେଶ୍ୱର: ନିଷ୍ଠୁର କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ଲେଖକ ବସନ୍ତ ଦାସ । ୮୧ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ । ମୁଖ୍ୟମନ୍ତ୍ରୀ…

ବୁର୍ଲା ଭୀମସାରରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବାକୁ ଯୋଜନା

ସମ୍ୱଲପୁର: କରୋନାର ଦ୍ୱିତୀୟ ଲହରରେ ବହୁ ଶିଶୁ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ଆକଳନ କରୁଛନ୍ତି ତୃତୀୟ ଲହରରେ ଶିଶୁ ବେଶୀ ସଂକ୍ରମିତ ହେବେ । ବୁର୍ଲୀ ଭୀମସାରରେ ଅଧିକ ଶିଶୁ କରୋନା ଆକ୍ରାନ୍ତ ହେବା ପରେ ସେଠାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ଖୋଲିବା ପାଇଁ ଚିନ୍ତା କରୁଛନ୍ତି ମେଡିକାଲ୍…

କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଆଜି ଗଲା ଆଉ ୩୫ ଜୀବନ

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ଏବେ କମିଛି । କିନ୍ତୁ ମୃତ୍ୟୁସଂଖ୍ୟାରେ ଲାଗୁନି ଲଗାମ । ବଢୁଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ କରୋନା ଆଉ ୩୫ ଜଣଙ୍କର ଜୀବନ ନେଇଛି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫…

ଆଜି ରାଜ୍ୟରୁ ୭୧୮୮ କରୋନା ଆକ୍ରାନ୍ତ ଚିହ୍ନଟ, ୮ଜିଲ୍ଲାରେ ଶହେ ତଳେ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ୧୦ ହଜାର ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ହଜାର ୧୮୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୨୬ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩ହଜାର ୧୬୨ଟି । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪…

କରୋନା ନେଲା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ

ବାରିପଦା: କରୋନା ରାଜ୍ୟରୁ ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ କନକ ନ୍ୟୁଜର କରଞ୍ଜିଆ ପ୍ରତିନିଧି । ତାଙ୍କ ନାଁ ଅସିତ କୁମାର ବେହେରା । ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ହୋଇଥିଲା । ନିକଟରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ବାରିପଦାର ଏକ…

ନବୀନଙ୍କ ପଞ୍ଚମ ପାଳି ସରକାରକୁ ପୂରିଲା ଦୁଇ ବର୍ଷ, ଆଜି ବସୁଛି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ଦଇ ବର୍ଷ ପୂରିଛି । ଏହି ସମୟ ଭିତରେ ରାଜନୈତିକ ସ୍ତରରେ ଅନେକ ସଫଳତା ହାସଲ କରିଛନ୍ତି । ଅନେକ ଜନକଲ୍ୟାଣକାରୀ ଯୋଜନାର ପ୍ରଚଳନ ସହ ବିକାଶମୂଳକ କାମ କରି ଲୋକଙ୍କ ବିଶ୍ୱାସ ଜିଣିଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ପାଳିରେ ସରକାର କରୋନା…