Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈତରଣୀରେ ବନ୍ୟା, ପ୍ରଭାବିତ ଅଞ୍ଚଳରେ ଭଦ୍ରକ ଜିଲ୍ଲାପାଳ

ଭଦ୍ରକ: ବାତ୍ୟା ‘ୟାସ୍’ ପ୍ରଭାବରେ ହୋଇଥିବା ବର୍ଷା ଫଳରେ ବୈତରଣୀ ନଦୀରେ ବନ୍ୟା ଆସିଛି । ଆଖୁଆପଦା ଠାରେ ବୈତରଣୀ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି । ଫଳରେ ଭଣ୍ଡାରିପୋଖରୀ ବ୍ଲକର ଏକାଧିକ ଗାଁ ପ୍ରଭାବିତ ହୋଇଛି । ବିଳମ୍ବିତ ରାତିରେ ଅଗ୍ନିଶମ ବାହିନୀ ବନ୍ୟା ଜଳରେ ଫସିଥିବା ୭ ଜଣଙ୍କୁ…

ରିପୋର୍ଟ ଦାଖଲ ପରେ ମିଳିବ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ଛାଡ଼ିଯାଇଛି । ହେଲେ ବହୁତ୍ କ୍ଷୟ କ୍ଷତି କରିଛି ବାତ୍ୟା ୟାସ୍ । ଏନେଇ ଶୁକ୍ରବାର ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ୟାସ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ । କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଏସଆରସି ପ୍ରଦୀପ ଜେନା…

୧୩ ଜିଲ୍ଲାରୁ ୩୩ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ ୫

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମାନ୍ୟ ଖସିଥିବା ବେଳେ ମୃତ୍ୟୁସଂଖ୍ୟା ୩୦ ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାରୁ ୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୬୫୧ରେ ପହଞ୍ଚିଛି । ଅନୁଗୁଳରୁ…

ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି, ଆଜି କରିବେ କ୍ଷୟକ୍ଷତିର ଆକଳନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଓଡିଶାରେ ଗସ୍ତରେ ଆସି ବାତ୍ୟା 'ୟାସ୍' ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରିବେ। ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ସକାଳ ୮.୫୦ ରେ ବିମାନ ଉଡ଼ାଣ କରିବେ ଏବଂ ସକାଳ ୧୦.୫୦ ରେ ଭୁବନେଶ୍ୱରରେ ପହଞ୍ଚିବେ।…

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା…

ବନ୍ୟାଜଳରେ ଭାସିଗଲେ ଦୁଇଜଣ, ଉଦ୍ଧାର ୬ଜଣ

ମୟୁରଭଂଜ: ବାତ୍ୟା “ୟାସ୍‌” ଦେଖାଇଥିଲା ଭୟାନକ ରୂପ । ଆଉ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବର୍ଷା ଓ ସମୁଦ୍ର ଜଳ ଅନେକ ଗାଁକୁ ଜଳବନ୍ଦୀ କରିଛି । ଏପରି ସ୍ଥିତିରେ ମୟୁରଭଂଜ ସାରସକଣା ତଟାସାହି ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସୁବର୍ଣ୍ଣରେଖା…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଆତଙ୍କ । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ହେଲେ ଆଜି ସଂକ୍ରମଣରେ ଲାଗିଛି ବଡ଼ ଧରଣର ବ୍ରେକ୍ । ସବୁବେଳେ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ହେଲେ…

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ପାଣିଚୁଆରେ ପଡି ଚାଲିଗଲା ଦୁଇବର୍ଷୀୟ ଶିଶୁର ଜୀବନ

କେନ୍ଦୁଝର: ଚମ୍ପୁଆରେ ଘଟିଯାଇଛି ଅଘଟଣ । ଅକାଳରେ ଚାଲିଯାଇଛି ଜଣେ ଦୁଇବର୍ଷୀୟ ଶିଶୁପୁତ୍ରର ଜୀବନ । ଏହି ଖବର ସ୍ଥାନୀୟ ଅଂଚଳରେ ଖେଳାଛେଦଇଛି ଶୋକର ଛାୟା । ମିଳିଥିବା ରିପୋର୍ଟ ଅନୁଯାୟୀ ଚମ୍ପୁଆ ଜାମୁଦଲକ ଗାଁରେ ଜଣେ ଦୁଇବର୍ଷୀୟ ଶିଶୁ ନିଜ ଘର ପାଖରେ ଖେଳୁଥିଲା । ହେଲେ ପାଖରେ ଥିବା…

ବାତ୍ୟାରେ ଭଦ୍ରକ ଓ ବାଲେଶ୍ବର ଅଧିକ ପ୍ରଭାବିତ

ଭୁବନେଶ୍ବର : ବାତ୍ୟା ୟାସ ଚାଲିଯାଇଛି । ହେଲେ ଅନେକ କ୍ଷୟକ୍ଷତି ଘଟାଇଛି । ଖାସକରି ଭଦ୍ରକ ଓ ବାଲେଶ୍ବରେ ଘଟାଇଛି ବ୍ୟାପକ କ୍ଷୟକ୍ଷତି । ବାତ୍ୟା ପରେ ଏବେ ତ୍ବରିତ ବେଗରେ ଚାଲିଛି ପୁନରୁଦ୍ଧାର କର୍ଯ୍ୟ । ବିଦ୍ୟୁତ ଯୋଗାଯୋଗ ପ୍ରକ୍ରିୟା ୭୫ରୁ ୮୦ ପ୍ରତିଶତ ସ୍ବାଭାବିକ ହୋଇଛି ବୋଲି । ତେବେ…