Latest Odisha News

BREAKING NEWS

Browsing Category

ଓଡିଶା

Odisha

ମହାବୋଧି ସୋସାଇଟିର ସ୍ୱତନ୍ତ୍ର ବୁଦ୍ଧ ପୂର୍ଣ୍ଣିମା

ଭୁବନେଶ୍ୱର : ମହାବୋଧି ସୋସାଇଟି ଅଫ ଇଣ୍ଡିଆ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ସ୍ୱତନ୍ତ୍ର ଢଙ୍ଗରେ ପାଳିତ ହୋଇଯାଇଛି । କରୋନା ମହାମାରୀର ପ୍ରକୋପ ତଥା 'ୟାସ' ବାତ୍ୟାର ପ୍ରଭାବକୁ ଆଖି ଆଗରେ ରଖି ସୋସାଇଟି ପକ୍ଷରୁ କଳିଙ୍ଗନଗରଠାରେ ଗରିବ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ଏହା ସହ…

ପରଲୋକରେ ଭାବଗ୍ରାହୀ ମହାପାତ୍ର

ରାଉରକେଲା : ବିଶିଷ୍ଟ ବୈଜ୍ଞାନିକ ତଥା ସାମାଜିକ ଆନ୍ଦୋଳନର ସାରଥୀ ଡ.ଭାବଗ୍ରାହୀ ମହାପାତ୍ରଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା । ସ୍ୱର୍ଗତଃ ମହାପାତ୍ର ଗଙ୍ଗାଧର ମେହେର ମହାବିଦ୍ୟାଳୟର ପ୍ରଥମ ବ୍ୟାଚର ଛାତ୍ର ଥିଲେ। ଶିକ୍ଷା ସମାପ୍ତି ପରେ ରାଉରକେଲା ଇସ୍ପାତ…

ପ୍ରବଳ ବର୍ଷାରେ ବନ୍ୟା ଚିନ୍ତା

ଯାଜପୁର: ବାତ୍ୟା ଗଲା । ଏବେ ବାତ୍ୟା ପରେ ପରେ ବନ୍ୟା ଚିନ୍ତା । ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ଫଳରେ ବୈତରଣୀ ଏବଂ ଏହାର ଶାଖା ନଦୀରେ ପ୍ରଥମ ବନ୍ୟା ଜଳ ଆସିଛି। ଆଖୁଆପଦାଠାରେ ନଦୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଯାଜପୁର ଜିଲ୍ଲାର ଯାଜପୁର, ଦଶରଥପୁର ଏବଂ କୋରେଇ ବ୍ଲକ ଅଂଚଳରେ…

ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର : ସମ୍ ହସ୍ପିଟାଲରେ ବିରଳ ଅସ୍ତ୍ରୋପଚାର ହୋଇଛି । ଜଣେ ୪୧ ବର୍ଷିୟ ବ୍ୟକ୍ତିଙ୍କର ଶରୀରରେ ବିରଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ସମ୍ ହସ୍ପିଟାଲର ଶଲ୍ୟ ଚିକିତ୍ସକ । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ଆଣ୍ଡ ସମ୍ ହସ୍ପିଟାଲରେ ଭର୍ତି…

ବଢୁଛି ନଦୀ ଜଳସ୍ତର , ରାସ୍ତା ଘାଟ ଯୋଗାଯୋଗ ବିଚ୍ଛିନ୍ନ

ବାରିପଦା: ବଢିଲା କଣ୍ଟା ଖଇରୀ , ଭଣ୍ଡନ ଓ ବୈତରଣୀ ଜଳ ସ୍ତର । ପାଣି ଖର ସ୍ରୋତ ଯୋଗୁ ବିଭିନ୍ନ ସ୍ଥାନରେ ରାସ୍ତା ବିଚ୍ଛିନ୍ନ ହୋଇପଡିଛି । ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପର୍ବତମାଳାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ହେତୁ ୨ ଟା ନଦୀର ଜଳ ସ୍ତର ବଢ଼ି ଚାରି ଆଡେ଼ ପାଣି ମାଡି ଯାଇଛି ।…

ବାବା ଆଖଣ୍ଡଳମଣିଙ୍କ ଗର୍ଭ ଗୃହରେ ଲହଡି ଭାଙ୍ଗୁଛି ପାଣି

ଭଦ୍ରକ: ବାତ୍ୟା ୟାସ୍ ଯୋଗୁ ପ୍ରବଳ ବର୍ଷା ଜାରି ରହିଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁ ପାଣି ରହିଥିବା ବେଳେ ଆରମ୍ଭଗ ହୋଇଛି ଜଳ ନିସ୍କାସନ କାମ । ସେହିଭଳି ପୁର୍ଣ୍ଣିମା ଯୋଗୁ ଅଶାନ୍ତ ହୋଇପଡିଥିଲା ସମୁଦ୍ରା ଫଳରେ ଉଚ୍ଚ ଜୁଆର ବୈତରଣୀ ଓ ସାଳନ୍ଦୀ ନଦୀ ଦେଇ ମାଡି ଯାଇଥିଲା ବିଭିନ୍ନ…

ବୁଢାବଳଙ୍ଗରେ ବନ୍ୟା ଆଶଙ୍କା.. .

ଶିମିଳିପାଳ: ବାତ୍ୟା ‘ୟାସ୍‌’ ଛାଡିଗଲା ପରେ ଲଗାଣ ବର୍ଷା । ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ ପବନ ବି ବହିବାରେ ଲାଗିଛି । କିଛି ସ୍ଥାନରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିିଛି । ସେହିଭଳି ଶିମିଳିପାଳ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗ ଜିଲ୍ଲାରେ ପ୍ରବାହିତ…

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଅତି ଭୀଷଣ ବାତ୍ୟା ‘ୟାସ୍’ ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ ରେମୁଣା-ବାହାନଗା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍…

ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ

ବାଲେଶ୍ଵର: ବିଭିନ୍ନ ଶେଣୀର ଲୋକଙ୍କ ସହ ସାମୁଦ୍ରିକ ବାତ୍ୟା ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି ବାଲେଶ୍ଵରର ରେବତୀ ପତ୍ରିକା I ଅସହାୟମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା I ଦୀର୍ଘ ୨୦ ବର୍ଷ ଧରି ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତମାନକୁ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ INS ଚିଲିକା ପକ୍ଷରୁ ରିଲଫ୍ ବଣ୍ଟନ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇଏନଏସ୍ ଚିଲିକା ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ବଣ୍ଟନ କରାଯାଇଛି । ବାଲେଶ୍ୱରରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି ଓଡ଼ିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ । ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ପ୍ରଭାବିତ ଅଞ୍ଚଳରେ…