Latest Odisha News

BREAKING NEWS

Browsing Category

ଓଡିଶା

Odisha

ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା: ସ୍ୱତନ୍ତ୍ର ରିଲିଫ କମିଶନର

ଭୁବନେଶ୍ୱର: ବାତ୍ୟା ୟାସ୍ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ଫୁଲୁଛି ବୈତରଣୀ ନଦୀ । ଜଳସ୍ତର ବଢ଼ିବାରେ ଲାଗିଛି । ବର୍ତ୍ତମାନ ଆଖୁଆପଦାଠାରେ ଜଳସ୍ତର ବିପଦ ସଙ୍କେତ ଟପିଛି । ବୈତରଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର…

ବାତ୍ୟା ‘ୟାସ୍’ ପରେ ଭୁବନେଶ୍ୱର ଓ ରାଉରକେଲାରେ ଟୀକାକରଣ ଆରମ୍ଭ

ଭୁବନେଶ୍ୱର/ରାଉରକେଲା: ବାତ୍ୟା 'ୟାସ୍' ପରେ ଭୁବନେଶ୍ୱର ଏବଂ ରାଉରକେଲାରେ ବନ୍ଦ ରହିଥିବା ଟୀକାକରଣ କାର୍ଯ୍ୟକ୍ରମ ପୁଣିଥରେ ଆରମ୍ଭ ହୋଇଛି। ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅଧୀନରେ ଥିବା ସମସ୍ତ କେନ୍ଦ୍ରରେ କାର୍ଯ୍ୟସୂଚୀ ଅନୁଯାୟୀ ଗୁରୁବାର ଏବଂ ଶୁକ୍ରବାର ଦିନ…

ପାରାଦୀପ ବନ୍ଦରରେ ଆରମ୍ଭ ହେଲା ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ପଣ୍ୟ କାରବାର କାର୍ଯ୍ୟ ଆରମ୍ଭ ହୋଇଛି। ବାତ୍ୟା ୟଶ୍ ଯୋଗୁଁ ୨୫ ତାରିଖ ଠାରୁ ବନ୍ଦରର ସମସ୍ତ କାର୍ଯ୍ୟକୁ ବନ୍ଦ କରାଯାଇଥିଲା। ୨୬ ତାରିଖରେ ବାତ୍ୟା ୟଶ୍ ପାରାଦୀପ ଅତିକ୍ରମ କରିବା ପରେ ସନ୍ଧ୍ୟା ସମୟରୁ ପୋର୍ଟ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସକାଳୁ…

ନଦୀରୁ ମିଳିଲା ଅଖାରେ ବନ୍ଧା ଯାଇଥିବା ମୃତଦେହ, ହତ୍ୟା ମାମଲା ରୁଜୁ କରି ପୋଲିସର ତଦନ୍ତ

କଳାହାଣ୍ଡି: ତେଲ ନଦୀରୁ ସନ୍ଦେହଜନକ ମୃତଦେହ ଉଦ୍ଧାର ହୋଇଛି । କେସିଙ୍ଗା ବ୍ଲକ ଅଧିନ ପଥର୍ଲା ପଞ୍ଚାୟତ ଅନ୍ତର୍ଗତ ବାହାଦୂର ପଦର ନିକଟସ୍ଥ ତେଲ ନଦୀ ଗର୍ଭରୁ ମିଳିଛି ମୃତଦେହ । ସକାଳେ ବାହାଦୂର ପଦର ଗାଁର କିଛି ଯୁବକ ନଦୀକୁ ଗାଧୋଇ ଯାଇଥିବା ସମୟରେ ଏକ ଅଖା ବସ୍ତା ଭାସୁଥିବା ଦେଖିଥିଲେ ।…

ବାତ୍ୟା ‘ୟାସ୍’ ବେଳେ ରାଜ୍ୟରେ ଜନ୍ମ ହୋଇଛନ୍ତି ୩୫୦ ନବଜାତ, ୨ ଜଣଙ୍କ ନାଁ ରଖାଗଲା ‘ୟାସ୍’

ଭୁବନେଶ୍ୱର: ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ ତାଣ୍ଡବ ରଚୁଥାଏ । ସୁ ସୁ ହୋଇ ପବନ ବହୁଥିବା ବେଳେ ଅଜାଡ଼ି ହେଉଥାଏ ତୁହାକୁ ତୁହା ବର୍ଷା । ଆଉ ଠିକ୍ ସେତିକି ବେଳେ ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଦୁନିଆ ଦେଖିଛନ୍ତି । ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨…

ସତର୍କ ସଙ୍କେତ ଟପିଲା ବୈତରଣୀ ଜଳସ୍ତର

କେନ୍ଦୁଝର: ବାତ୍ୟା ୟସ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ ଫୁଲିଛି ବୈତରଣୀ । ନଦୀର ଜଳସ୍ତର ସତର୍କ ସଙ୍କେତ ପାର କରିଛି । ଆନନ୍ଦପୁରଠାରେ ବୈତରଣୀ ନଦୀର ସତର୍କ ସଙ୍କେତ ୩୭.୪୪୦ ମିଟର ରହିଥିବା ବେଳେ ଏବେ ଜଳସ୍ତର ରହିଛି ୩୮.୨୯୦ ମିଟର । ଉପର ମୁଣ୍ଡରେ ବର୍ଷା ଅଧିକ ହେଲେ ଆହୁରି ଫୁଲିବ ବୈତରଣୀ…

ମାଲକାନଗିରିରେ ୯୭ ଟପିଲା ଡିଜେଲ, ଶହେ ମୁହାଁ ପେଟ୍ରୋଲ୍

ଭୁବନେଶ୍ୱର: ଦେଶରେ ପେଟ୍ରୋଲ ଓ ଡିଜେଲର ଦର ପୁଣି ବଢ଼ିଛି । ଚଳିତ ମାସରେ ୧୪ ଥର ପାଇଁ ବଢ଼ିଛି ତୈଳଦର । ଆଜି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ୍ ୨୪ ପଇସା ଓ ଡିଜେଲ୍ ୨୯ ପଇସା ବଢ଼ିଛି । ରାଜ୍ୟର ୭ଟି ଜିଲ୍ଲାରେ ଡିଜେଲ୍ ଦର ୯୪ ଟଙ୍କା ଉପରେ ରହିଛି । ମାଲକାନଗିରିରେ ଡିଜେଲର…

ଚିରନିଦ୍ରାରେ ଓଲିଉଡ୍ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା

କଟକ: ଓଲିଉଡ ଦୁନିଆ ପାଇଁ ଆଉ ଗୋଟିଏ ଦୁଃଖ ଖବର । ପରଲୋକାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲା । କଟକ ବକ୍ସିବଜାର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ଶାନ୍ତିରାଜ ଖୋସଲାଙ୍କ ଦେହାନ୍ତ ଖବର ଶୁଣି ସ୍ତବ୍ଧ…

ରାଜ୍ୟରେ ଖସିଲା ସଂକ୍ରମଣ, ଥମୁନି ମୃତ୍ୟୁ; ଲଗାତାର ଦ୍ୱିତୀୟ ଦିନରେ ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର: ଜୀବନ ନେଉଛି କରୋନା । ରାଜ୍ୟରେ ଦୈନିକ ସଂକ୍ରମଣ ମାମଲା ହଠାତ୍ ପ୍ରାୟ ୪ ହଜାର ପାଖାପାଖି ହ୍ରାସ୍ ପାଇଛି । ଦିନକରେ ୬ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣଙ୍କ ଜୀବନ ନେଇଛି କିଲର୍ କରୋନା । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୨ ହଜାର ୬୧୮କୁ ବୃଦ୍ଧି ପାଇଛି ।…

ଆକାଶମାର୍ଗରୁ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସ୍ ପ୍ରଭାବରେ କ୍ଷୟକ୍ଷତି କେତେ ? କେଉଁ ଅଞ୍ଚଳ କେତେ ପ୍ରଭାବିତ ହୋଇଛି । ଆଜି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ । ଆଜି ଅପରାହ୍ଣରେ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ…